ସଞ୍ଜୟ ନାୟକ
ଓଡ଼ିଆ କଥାଚିତ୍ର ପ୍ରଯୋଜକ
ସଞ୍ଜୟ ନାୟକ ଓଡ଼ିଆ ସିନେମା ଜଗତର ଜଣେ ଜଣାଶୁଣା ନିର୍ଦ୍ଦେଶକ, କାହାଣୀକାର ଓ ସମ୍ପାଦକ ।
ସଞ୍ଜୟ ନାୟକ | |
---|---|
ଜୀବିକା | ନିର୍ଦ୍ଦେଶକ, କାହାଣୀକାର, ସମ୍ପାଦକ |
କାର୍ଯ୍ୟକାଳ | ୨୦୦୫-ଏବେଯାଏଁ |
ଓଡ଼ିଆ କଥାଚିତ୍ରରେ ଭୂମିକାସମ୍ପାଦନ କରନ୍ତୁ
କଥାଚିତ୍ର | ମୁକ୍ତିଲାଭ ବର୍ଷ | ଭୂମିକା |
---|---|---|
ବାଇଶି ପାହାଚେ ଖେଳିବ ମୀନ | ୨୦୧୧ | ନିର୍ଦ୍ଦେଶକ |
ବାବୁ ଆଇ ଲଭ ୟୁ | ୨୦୦୫ | ନିର୍ଦ୍ଦେଶକ |
ମନ ରହିଗଲା ତୁମରି ଠାରେ | ୨୦୦୨ | ନିର୍ଦ୍ଦେଶକ |
ସାକ୍ଷୀ ରହିଲା ଏ ସିଂହଦୁଆର | ୧୯୯୪ | ନିର୍ଦ୍ଦେଶକ |
ଆଧାରସମ୍ପାଦନ କରନ୍ତୁ
ବାହାର ଆଧାରସମ୍ପାଦନ କରନ୍ତୁ
- ସଞ୍ଜୟ ନାୟକ (ଇଣ୍ଟରନେଟ ମୁଭି ଡାଟାବେସରେ)
- fullorissa.com
- orissacinema.com