ଉଇକିପିଡ଼ିଆ:ଉଇକିପ୍ରକଳ୍ପ

(ଉଇକିପିଡ଼ିଆ:WikiProjectରୁ ଲେଉଟି ଆସିଛି)

ଉଇକିପ୍ରକଳ୍ପ ଉଇକିପିଡ଼ିଆର ବିକାଶ ନିମନ୍ତେ ଏକାଠି ଏକ ସଙ୍ଘ ଭାବରେ କାମ କରିବା ନିମନ୍ତେ ଉଇକି-ଲେଖକ ମାନଙ୍କର ଏକ ମେଳି । ଏହି ସଙ୍ଘ ସାଧାରଣତ ନିର୍ଦିଷ୍ଟ ବିଷୟକୁ ନେଇ ଗଢ଼ାଯାଇଥାଏ (ଯଥା; ନାରୀମାନଙ୍କର ଇତିହାସ କିମ୍ବା କୌଣସି ନିର୍ଦ୍ଦିଷ୍ଟ ଧରଣର କାମ (ଯଥା: ନୂଆ ନୂଆ ତିଆରି ହୋଇଥିବା ପୃଷ୍ଠାର ବିକାଶ)।

ଏକ ଉଇକିପ୍ରକଳ୍ପ ପୃଷ୍ଠାରେ ସିଧା ଏକ ଜ୍ଞାନକୋଷ ଭିତ୍ତିକ ପ୍ରସଙ୍ଗକୁ ସିଧା ସଳଖ ଲେଖାଯାଏ ନାହିଁ, କିନ୍ତୁ ଏହା ସେହିପରି ପ୍ରସଙ୍ଗମାନଙ୍କର ଲେଖା ଓ ସମ୍ପାଦନାର ପରିଚାଳନା କରିଥାଏ । ଉଇକିପ୍ରକଳ୍ପମାନଙ୍କରେ ଲେଖକ-ସମ୍ପାଦକ ମାନଙ୍କ ପାଇଁ ଉପଦେଶ ଥାଏ, ଆପେଆପେ ଚାଳିତ ସଭ୍ୟ (bot) ବ୍ୟବହାର କରି ସଙ୍ଘର ବିଚାରରେ ଥିବା ପ୍ରସଙ୍ଗର କି କି ବଦଳ ହେଉଛି ତାହା ଲକ୍ଷ କରାଯାଇଥାଏ ଓ ସଭ୍ୟମାନେ ବ୍ୟବହାର କରୁଥିବା ଉପକରଣ ଓ ଛାଞ୍ଚର ସୁବିଧାଜନକ ତାଲିକାମାନ ତିଆରି କରାଯାଇଥାଏ । ଏକ ପ୍ରକଳ୍ପ ପୃଷ୍ଠାର ଆଲୋଚନା ପୃଷ୍ଠା ଉକ୍ତ ପ୍ରକଳ୍ପର ସଭ୍ୟମାନଙ୍କ ଭିତରେ ଆଲୋଚନା ପାଇଁ ଏକ ଉପଯୁକ୍ତ ସ୍ଥାନ, ସେଠାରେ ସେମାନେ କଣ କରୁଛନ୍ତି ତାହା ଆଲୋଚନା କରନ୍ତି, ପ୍ରଶ୍ନ ପଚାରନ୍ତି ଓ ସେହି ଗୋଠର କାମରେ ଇଛୁକଥିବା ଆଉ ଲୋକଙ୍କଠାରୁ ଉପଦେଶ ଗ୍ରହଣ କରିଥାନ୍ତି ।

ଓଡ଼ିଆ ଉଇକିପିଡ଼ିଆରେ ଏଯାବତ ୪ଟି ଉଇକିପ୍ରକଳ୍ପ ଅଛି ।

ପ୍ରକଳ୍ପଟିଏ ଖୋଜିବା ସମ୍ପାଦନା

  Directory of WikiProjects

 

  WikiProject Council

 

  Guide to WikiProjects

ଉଇକିପ୍ରକଳ୍ପ ନୂଆ ଯୋଗଦାନକାରୀଙ୍କୁ ଆମନ୍ତ୍ରଣ କରିଥାଏ; ଦୟାକରି ଏଥିମଧ୍ୟରୁ କୌଣସିଥିରେ ବା ଆପଣ ଇଛୁକ ଥିବା ପ୍ରକଳ୍ପରେ ଯୋଗ ଦିଅନ୍ତୁ ।

ପ୍ରକଳ୍ପ ଗଠନ ଓ ପରିଚାଳନା ସମ୍ପାଦନା

ଏକ ଉଇକିପ୍ରକଳ୍ପ ଗଠନ ଏକାଠି କାମ କରିବାକୁ ଇଛୁକଥିବା ଲୋକମାନଙ୍କୁ ନେଇ ସଙ୍ଘଗଠନକୁ ବୁଝାଇଥାଏ ।

ଆରମ୍ଭ କରିବା ଆଗରୁ ଉଇକିପ୍ରକଳ୍ପ ପରିଚାଳନା ସହାୟକ ପୁସ୍ତିକା ପଢ଼ିନିଅନ୍ତୁ ଓ ସେସବୁ କିପରି "ଏକ ବିଶାଳ ପରିବେଶ" ଭିତରେ କାମ କରିଥାନ୍ତି ଜାଣିବା ନିମନ୍ତେ ଆଗରୁଥିବା କେତେକ ଉଇକିପ୍ରକଳ୍ପରୁ, ସାହାଯ୍ୟ ନିଅନ୍ତୁ । ଯଦି ଆପଣ ଏକ ନୂଆ ପ୍ରକଳ୍ପ କିପରି ତିଆରି କରାଯାଏ ବା ସେହି ପ୍ରକଳ୍ପରେ ଆଉ କେହି ଇଛୁକ କି ନୁହଁନ୍ତି ସେ ବାବଦରେ ସ୍ଥିର ନୁହଁନ୍ତି ତେବେ ଆପଣ ଏକ ଉଇକିପ୍ରକଳ୍ପ ପ୍ରସ୍ତାବ ଦେଇ ପାରିବେ । ସଙ୍ଘସମୂହର ଏକମନ ସମ୍ପାଦକଗଣ କେବେ ବି ଏକ ଉଇକପ୍ରକଳ୍ପ ଆରମ୍ଭ କରିପାରନ୍ତି ଓ କମକରିବା ନିମନ୍ତେ ଉତ୍ସାହିତ ହୋଇଥାନ୍ତି, କିନ୍ତୁ ସେମାନେ ବେଳେ ବେଳେ ନୂଆ ପ୍ରକଳ୍ପ ପାଇଁ ପ୍ରସ୍ତାବ ଦେବାକୁ ପଚାଇଥାନ୍ତି । ସୌଜନ୍ୟମୂଳକ ପ୍ରସ୍ତାବମାନଙ୍କରେ ଅନେକ ସୁବିଧାମାନ ଥାଏ, ସେଥିରେ ଉପଯୋଗୀ ମତ ଥାଏ ଯାହା ଅନେକ କାମ ତୁଟାଇଦେଇଥାଏ ଓ ଇଛୁକ ସଭ୍ୟମାନଙ୍କୁ ପ୍ରକଳ୍ପ ସହ ଯୋଡ଼ିଥାଏ ।

ଅନ୍ୟାନ୍ୟ ସମ୍ପାଦନା

ଅଧିକ ତଥ୍ୟ ବା ପ୍ରଶ୍ନ ପଚାରିବା ନିମନ୍ତେ ଦୟାକରି ଉଇକିପ୍ରକଳ୍ପ ସଙ୍ଘ ଯାନ୍ତୁ କିମ୍ବା ସବିଶେଷ ଜାଣିବା ନିମନ୍ତେ ଉଇକିମିଡ଼ିଆ ପ୍ରକଳ୍ପ ତାଲିକା ଦେଖନ୍ତୁ ।

ଉଇକିପ୍ରକଳ୍ପ ଓଡ଼ିଆ ଉଇକିପିଡ଼ିଆ ଭିତରେ ନୂଆ ନୂଆ ପ୍ରକଳ୍ପ ମାଧ୍ୟମରେ ଏକ ନିର୍ଦ୍ଦିଷ୍ଟ ବିଭାଗରେ ଲେଖା, ଛବି ତଥା ଅନ୍ୟାନ୍ୟ ମାଧ୍ୟମକୁ ଆଣିବାର ଏକ ପ୍ରଚେଷ୍ଟା । ପ୍ରଥମ ଓଡ଼ିଆ ଉଇକିପ୍ରକଳ୍ପ ୨୩ ମେ ୨୦୧୧ ରେ ଆରମ୍ଭ କରାଯାଇଥିଲା । ଏହାର ଲକ୍ଷ ଥିଲା ଓଡ଼ିଆ ଉଇକିପିଡ଼ିଆକୁ ଜୁନ ୧ ଆଗରୁ ୧୦୦୦ଟି ଲେଖାରେ ଭରିବା । ଏବେ ଓଡ଼ିଆରେ ୧୭,୮୨୨ଟି ଲେଖା ଅଛି ।

ପୁରୁଣା ଉଇକିପ୍ରକଳ୍ପ ସମ୍ପାଦନା

  1. ଓଡ଼ିଆ ଉଇକିପିଡ଼ିଆରେ ୧୦୦୦ଟି ଲେଖାର ମେଳା
  2. ଉଇକିପିଡ଼ିଆକୁ ଭଲପାଏ ଭୁବନେଶ୍ଵର

ଚଳିତ ଉଇକିପ୍ରକଳ୍ପ ଓ ଇଚ୍ଛୁକ ଉଇକିଆଳି ସମ୍ପାଦନା

ଏହି ପ୍ରକଳ୍ପମାନ ଏବେ ଚାଲିଛି, ଯଦି ଆପଣ ଏକ ପ୍ରକଳ୍ପରେ ଭାଗ ନେବାକୁ ଚାହାଁନ୍ତି ତେବେ ସେହି ପ୍ରକଳ୍ପ ପାଖରେ ନିଜ ନାମ ଲେଖନ୍ତୁ । ଯଦି ଆପଣ ତଳେ ଥିବା ଏବେକାର କିଛି ପ୍ରକଳ୍ପରେ ଭାଗନେବାକୁ ଚାହାନ୍ତି ତେବେ ଏଠାରେ ନିଜର ନାମ ଲେଖାନ୍ତୁ ।

କ୍ର.ନ. ପ୍ରକଳ୍ପ ନାମ ଆଗ୍ରହୀ ଉଇକିଆଳିଙ୍କ ନାମ କାମ ଉଇକିଆଳିଙ୍କ ନାମ କାମ ଉଇକିଆଳିଙ୍କ ନାମ କାମ ଉଇକିଆଳିଙ୍କ ନାମ କାମ ଉଇକିଆଳିଙ୍କ ନାମ କାମ ଉଇକିଆଳିଙ୍କ ନାମ କାମ
ଓଡ଼ିଆ ସାହିତ୍ୟ ପାଇଁ ଉଇକିପିଡ଼ିଆ‎ ବିଶୁଦ୍ଧାକ୍ଷ ପୁହାଣ କାମ ଶିତିକଣ୍ଠ ଦାଶ ପୁସ୍ତକ ସମୀକ୍ଷା ଓ ଲେଖକ ପରିଚୟ ପ୍ରତୀକ ପଟ୍ଟନାୟକ ଓଡ଼ିଶୀ ସଙ୍ଗୀତ ସାହିତ୍ୟ ନାମ କାମ ନାମ କାମ ନାମ କାମ
ଉଇକିପିଡ଼ିଆକୁ ଭଲପାଏ ଓଡ଼ିଆ ନାମ କାମ ନାମ କାମ ନାମ କାମ ନାମ କାମ ନାମ କାମ ନାମ କାମ
ଉଇକିପ୍ରକଳ୍ପ ଓଡ଼ିଶାର ସ୍ଥାନ ମୃତ୍ୟୁଞ୍ଜୟ କର କାମ ନାମ କାମ ନାମ କାମ ନାମ କାମ ନାମ କାମ ନାମ କାମ
ଉଇକିପ୍ରକଳ୍ପ ଚିକିତ୍ସାବିଜ୍ଞାନ ସୁବାସ ଚନ୍ଦ୍ର ରାଉତ କାମ ଗାୟତ୍ରୀ ତ୍ରିପାଠୀ କାମ ନାମ କାମ ନାମ କାମ ନାମ କାମ ନାମ କାମ
ଉଇକିପ୍ରକଳ୍ପ କମ୍ପ୍ୟୁଟର ବିଜ୍ଞାନ ମୁନା ମହାନ୍ତ କାମ ଶିତିକଣ୍ଠ ଦାଶ କାମ ସ୍ନେହାଶିଷ ନାୟକ ୱେବ୍ ଡେଭେଲପର ଜଗନ୍ନାଥ ଦୋରା କମ୍ପୁଟର ବିଜ୍ଞାନ ଛାତ୍ର ନାମ କାମ ରାଜଲକ୍ଷ୍ମୀ ମିଶ୍ର କମ୍ପ୍ୟୁଟର୍ ବିଜ୍ଞାନ ଛାତ୍ରୀ
ଉଇକିପ୍ରକଳ୍ପ ବିଜ୍ଞାନ ଶିଶିର କୁମାର ନାୟକ କାମ ବିଶୁଦ୍ଧାକ୍ଷ ପୁହାଣ କାମ ଶିତିକଣ୍ଠ ଦାଶ କାମ ନାମ କାମ ନାମ କାମ ନାମ କାମ
ଉଇକିପ୍ରକଳ୍ପ ଓଡ଼ିଆ କଥାଚିତ୍ର ସଂଗ୍ରାମ କେଶରୀ ସେନାପତି କାମ ନାମ କାମ ନାମ କାମ ନାମ କାମ ନାମ କାମ ନାମ କାମ
ଉଇକିପ୍ରକଳ୍ପ ଓଡ଼ିଶାର ବିଦ୍ୟାଳୟ କମଳାକାନ୍ତ ନାୟକ କାମ ଆଶୁତୋଷ କର କାମ ନାମ କାମ ନାମ କାମ ନାମ କାମ ନାମ କାମ
ଉଇକିପ୍ରକଳ୍ପ ମହିଳା ଆଭା ପ୍ରଧାନ କାମ ନାମ କାମ ନାମ କାମ ନାମ କାମ ନାମ କାମ ନାମ କାମ
୧୦ ଉଇକିପ୍ରକଳ୍ପ ପ୍ରଯୁକ୍ତି ବିଦ୍ୟା ଚିନ୍ମୟୀ ମିଶ୍ର କମ୍ପ୍ୟୁଟର୍ ବିଜ୍ଞାନ ଛାତ୍ରୀ ନାମ କାମ ନାମ କାମ ନାମ କାମ ନାମ କାମ ନାମ କାମ
୧୧ ଉଇକିପ୍ରକଳ୍ପ ପ୍ରତ୍ନତତ୍ତ୍ୱ ପ୍ରତୀକ ପଟ୍ଟନାୟକ କାମ ନାମ କାମ ନାମ କାମ ନାମ କାମ ନାମ କାମ ନାମ କାମ
୧୨ ଉଇକିପ୍ରକଳ୍ପ ଖାଦ୍ୟ ଅଲିଭା ସାହୁ କାମ ଦିବ୍ୟଦର୍ଶୀ ନାୟକ କାମ ନାମ କାମ ନାମ କାମ ନାମ କାମ ନାମ କାମ
୧୩ ଉଇକିପ୍ରକଳ୍ପ ଖେଳ ଆଭା ପ୍ରଧାନ କାମ ନାମ କାମ ନାମ କାମ ନାମ କାମ ନାମ କାମ ନାମ କାମ
୧୪ ଉଇକିପ୍ରକଳ୍ପ ଭାରତୀୟ ଆଇନ ବିକାଶ ଓଝା କାମ ହରିହର ପ୍ରସାଦ ଶତପଥି କାମ ନାମ କାମ ନାମ କାମ ନାମ କାମ ନାମ କାମ
୧୫ ଉଇକିପ୍ରକଳ୍ପ ଅର୍ଥନୀତି ସୌମେନ୍ଦ୍ର କୁମାର ସାହୁ କାମ ନାମ କାମ ନାମ କାମ ନାମ କାମ ନାମ କାମ ନାମ କାମ