ଉଇକିପିଡ଼ିଆ:ଉଇକିପ୍ରକଳ୍ପ ପ୍ରତ୍ନତତ୍ତ୍ୱ

ଉଇକିପ୍ରକଳ୍ପ

ପ୍ରତ୍ନତତ୍ତ୍ୱ

 
ଉଇକିପିଡ଼ିଆରେ ପ୍ରାଚୀନ ଦେଉଳଗୁଡ଼ିକର ସମ୍ପୂର୍ଣ୍ଣ ତଥ୍ୟ ସଜାଡ଼ି ରଖିବା ଏହି ଉଇକିପ୍ରକଳ୍ପର ଲକ୍ଷ୍ୟ ।

ଓଡ଼ିଶାରେ ଥିବା ଐତିହାସିକ ସ୍ଥଳୀଗୁଡ଼ିକର ପୂର୍ଣ୍ଣାଙ୍ଗ ବିବରଣୀ ଉଇକିପିଡ଼ିଆରେ ରଖିବା ଏହି ଉଇକିପ୍ରକଳ୍ପର ଲକ୍ଷ୍ୟ ।

ପ୍ରକଳ୍ପରେ ଭାଗ ନେଉଥିବା ଉଇକିଆଳି ସମ୍ପାଦନ କରନ୍ତୁ

  1. ପ୍ରତୀକ ପଟ୍ଟନାୟକ (ମୋ ଆଲୋଚନା) ୧୨:୨୮, ୯ ଜୁଲାଇ ୨୦୧୮ (IST)Reply[reply]
  2. ସୌମେନ୍ଦ୍ର (ମୋ ଆଲୋଚନା) ୧୩:୨୪, ୧୧ ଜାନୁଆରୀ ୨୦୨୦ (IST)Reply[reply]
  • ଏହି ଉଇକିପ୍ରକଳ୍ପରେ ପୁରୁଣା ପ୍ରସଙ୍ଗର ଆବଶ୍ୟକୀୟ ଉନ୍ନତି (ଉଇକିକରଣ, ଚିତ୍ର ଓ ଛାଞ୍ଚ ଇତ୍ୟାଦି ଯୋଡ଼ିବା) କିମ୍ବା ନୂଆ ପ୍ରସଙ୍ଗ ଗଢ଼ା ଉଭୟ କାମ କରାଯିବ ।
  • ପ୍ରସଙ୍ଗଟି ପାଖାପାଖି ୨୦୦୦ ବାଇଟ ହୋଇଥିବା ଆବଶ୍ୟକ ।
  • ଇନଫୋବାକ୍ସ ଯୋଡିବାକୁ ଚେଷ୍ଟା କରନ୍ତୁ ।
  • ଚିତ୍ର ଯୋଡ଼ନ୍ତୁ ।
  • ବିଶ୍ଵସନୀୟ ଆଧାର ଯୋଡ଼ନ୍ତୁ ।
  • ଦରକାରୀ ଶ୍ରେଣୀ ଯୋଡ଼ନ୍ତୁ ।
  • ପ୍ରସଙ୍ଗ ଶେଷ ହେବା ପରେ ପ୍ରସଙ୍ଗ ତାଲିକାରେ ପ୍ରସଙ୍ଗ ସହ ନିଜ ନାମ ଲେଖନ୍ତୁ ।
ଉଦାହରଣ ପ୍ରସଙ୍ଗ : ବାରାହୀ ଦେଉଳ, ଚଉରାଶି

ପ୍ରସଙ୍ଗ ସୂଚୀ ସମ୍ପାଦନ କରନ୍ତୁ

ପ୍ରସଙ୍ଗର ମାନ ସମ୍ପାଦନ କରନ୍ତୁ

ପ୍ରସଙ୍ଗ ନାହିଁ ପ୍ରସଙ୍ଗ ପୃଷ୍ଠା ଏଯାବତ ନାହିଁ ।
ଅଧମ ପ୍ରସଙ୍ଗ ପ୍ରସଙ୍ଗ ପୃଷ୍ଠା ଆରମ୍ଭ କରାଯାଇଛି କିନ୍ତୁ ଇନଫୋବାକ୍ସ, ଚିତ୍ର ନାହିଁ ଅଥବା ଲେଖା ଉଇକି ଶୈଳୀରେ ଆଦୌ ନାହିଁ ବା ବନାନ ବ୍ୟାକରଣ ଆଦିରେ ଭୁଲ ଅଛି ।
ମଧ୍ୟମ ପ୍ରସଙ୍ଗ ଇନଫୋବାକ୍ସ ବା ଚିତ୍ର ଅଛି । ଲେଖା ଗ୍ରହଣୀୟ କିନ୍ତୁ ଉତ୍ତମ ଓ ଯଥେଷ୍ଟ ନୁହେଁ । ପ୍ରସଙ୍ଗର ଉଇକିକରଣ ଓ ଆକାର ବୃଦ୍ଧି ନିହାତି ଆବଶ୍ୟକ ।
ଉତ୍ତମ ପ୍ରସଙ୍ଗ ଇନଫୋବାକ୍ସ ଅଛି ଓ ସେଥିରେ ସମସ୍ତ ତଥ୍ୟ ରଖାଯାଇଛି । ଭଲ ମାନର ଓ ସଠିକ ପରିମାଣରେ ଚିତ୍ର ରହିଛି । ଲେଖା ଉଇକି ଶୈଳୀରେ ଅଛି ଓ ଆବଶ୍ୟକ ତଥ୍ୟକୁ ପାଠକ ସହଜରେ ଜାଣିପାରିଲା ଭଳି ଗଠିତ ।

ପ୍ରସଙ୍ଗ ସୂଚୀ ସମ୍ପାଦନ କରନ୍ତୁ

କ୍ରମ ନାମ ସ୍ଥାନ ଅବସ୍ଥା
ସ୍ୱର୍ଣ୍ଣଜଳେଶ୍ୱର ମନ୍ଦିର ଭୁବନେଶ୍ୱର
ମାର୍କଣ୍ଡେଶ୍ୱର ମନ୍ଦିର ଭୁବନେଶ୍ୱର
କପାଳମୋଚନ ଦେଉଳ ପୁରୀ
ଜମ୍ବେଶ୍ୱର ଦେଉଳ ପୁରୀ
ଚୂଡ଼ାଖିଆ ସୋମନାଥ ମନ୍ଦିର ବୁଢ଼ାପଡ଼ା
ବୁଦ୍ଧନାଥ ମନ୍ଦିର ଗାରେଡ଼ିପାଞ୍ଚଣ
ଦକ୍ଷ ପ୍ରଜାପତି ମନ୍ଦିର ବାଣପୁର
ଚିତ୍ରକାରିଣୀ ମନ୍ଦିର ଭୁବନେଶ୍ୱର
ପାପନାଶିନୀ ଦେଉଳ ଭୁବନେଶ୍ୱର
୧୦ ଗୋପୀନାଥ ଦେଉଳ କାକୁଡ଼ିଆ
୧୧ ପଦ୍ମାବତୀ ମନ୍ଦିର କେନ୍ଦୁଲି
୧୨ ଅଙ୍ଗେଶ୍ୱର ଦେଉଳ ପିତାପଡ଼ା
୧୩ ବକ୍ରେଶ୍ୱର ମନ୍ଦିର ଭୁବନେଶ୍ୱର
୧୪ ସିଦ୍ଧେଶ୍ୱର ମନ୍ଦିର ଭୁବନେଶ୍ୱର
୧୫ ବରାହନାଥ ମନ୍ଦିର ଯାଜପୁର
୧୬ ଶରଣ ଶ୍ରୀକ୍ଷେତ୍ର ମାରଦା
୧୭ ଜଗନ୍ନାଥ ମନ୍ଦିର ଆଠଗଡ଼
୧୮ ଶିଶିରେଶ୍ୱର ମନ୍ଦିର ଭୁବନେଶ୍ୱର
୧୯ ଆଖଣ୍ଡଳେଶ୍ୱର ମନ୍ଦିର ପ୍ରତାପରୁଦ୍ରପୁର
୨୦ ନୀଳକଣ୍ଠ ଦେଉଳ ପୁରୀ
୨୧ ସ୍ୱପ୍ନେଶ୍ୱର ମନ୍ଦିର ଅଡ଼ଶପୁର
୨୨ ତାଳେଶ୍ୱର ମନ୍ଦିର ଭୁବନେଶ୍ୱର
୨୩ ଶୁକଶାରୀ ମନ୍ଦିର ଭୁବନେଶ୍ୱର
୨୪ ସିଦ୍ଧ ବଳରାମ ଜୀଉ ମନ୍ଦିର ଢେଙ୍କାନାଳ
୨୫ ଚନ୍ଦ୍ରଶେଖର ଜୀଉ ମନ୍ଦିର କପିଳାସ
୨୬ ସୁବର୍ଣ୍ଣ ଜଳେଶ୍ୱର ମନ୍ଦିର ଭୁବନେଶ୍ୱର
୨୭ ସମ୍ପୂର୍ଣ୍ଣ ଜଳେଶ୍ୱର ମନ୍ଦିର ଭୁବନେଶ୍ୱର
୨୮ ମେଘେଶ୍ୱର ମନ୍ଦିର ଭୁବନେଶ୍ୱର
୨୯ ବ୍ରହ୍ମେଶ୍ୱର ମନ୍ଦିର ଭୁବନେଶ୍ୱର
୩୦ ଭାସ୍କରେଶ୍ୱର ମନ୍ଦିର ଭୁବନେଶ୍ୱର
୩୧ ମୁକ୍ତେଶ୍ୱର ଦେଉଳ ଭୁବନେଶ୍ୱର
୩୨ ରାଜାରାଣୀ ମନ୍ଦିର ଭୁବନେଶ୍ୱର
୩୩ ରାମେଶ୍ୱର ମନ୍ଦିର ଭୁବନେଶ୍ୱର
୩୪ ଲିଙ୍ଗରାଜ ମନ୍ଦିର ଭୁବନେଶ୍ୱର
୩୫ ମୋହିନୀ ମନ୍ଦିର ଭୁବନେଶ୍ୱର
୩୬ ପର୍ଶୁରାମେଶ୍ୱର ମନ୍ଦିର ଭୁବନେଶ୍ୱର
୩୭ ମାଧବାନନ୍ଦ ଜୀଉ ମନ୍ଦିର ଭୁବନେଶ୍ୱର
୩୮ ଶୋଭନେଶ୍ୱର ଦେଉଳ ନିଆଳି
୩୯ କେଦାରେଶ୍ୱର ମନ୍ଦିର ଭୁବନେଶ୍ୱର
୪୦ ଅନନ୍ତ ବାସୁଦେବ ମନ୍ଦିର ଭୁବନେଶ୍ୱର