ଉଇକିପିଡ଼ିଆ:ଉଇକିପ୍ରକଳ୍ପ ମହିଳା
ସମୁଦାୟ
୧୮୮
ପ୍ରସଙ୍ଗ
ପ୍ରକଳ୍ପର ଲକ୍ଷ୍ୟସମ୍ପାଦନ କରନ୍ତୁଉଇକିପ୍ରକଳ୍ପ ମହିଳା, ପ୍ରତିଷ୍ଠିତ ମହିଳାମାନଙ୍କ ସମ୍ପର୍କରେ ତଥ୍ୟ ପ୍ରଦାନ ପାଇଁ ଉଦ୍ଦିଷ୍ଟ । ପ୍ରସଙ୍ଗସମ୍ପାଦନ କରନ୍ତୁନୂଆକରି ଗଢ଼ିଥିବା ବା ସମୃଦ୍ଧ କରିଥିବା ପ୍ରସଙ୍ଗର ଆଲୋଚନା ପୃଷ୍ଠାରେ ଗୁଣାତ୍ମକ ପ୍ରସଙ୍ଗ ପରିସଂଖ୍ୟନସମ୍ପାଦନ କରନ୍ତୁନିକୃଷ୍ଟ ପ୍ରସଙ୍ଗରେ ଅଧିକ ତଥ୍ୟ ଯୋଡି, ଗୁଣାତ୍ମକ ପ୍ରସଙ୍ଗ ଗଠନରେ ସହାୟକ ହୁଅନ୍ତୁ ।
ପ୍ରକଳ୍ପକୁ ଉନ୍ନତ କରିଥିବା ବ୍ୟବହାରକାରୀଗଣସମ୍ପାଦନ କରନ୍ତୁ(ତଳେ ନିଜ ନାମ ଯୋଡନ୍ତୁ) ଅବଦାନ କରୁଥିବା ବ୍ୟବହାରକାରୀ ନିଜ ବ୍ୟବହାରକାରୀ ପୃଷ୍ଠାରେ {{ଉଇକିପ୍ରକଳ୍ପ ମହିଳାର ଅବଦାନକାରୀ}} ଛାଞ୍ଚଟିକୁ ବ୍ୟବହାର କରିପାରିବେ, ଯାହା ନିମ୍ନମତେ ଦେଖାଇବ:
ଯୋଗାଯୋଗସମ୍ପାଦନ କରନ୍ତୁ |