ଉଇକିପିଡ଼ିଆ:ଉଇକିପ୍ରକଳ୍ପ/ଜୁନ/୧୦୦୦ଟି ଲେଖାର ମେଳା

ଉତ୍ସାହୀ କର୍ମୀ ସମ୍ପାଦନ କରନ୍ତୁ

ପ୍ରସଙ୍ଗ ପାଇଁ ସମ୍ପାଦନ କରନ୍ତୁ

  1. ମୃତ୍ୟୁଞ୍ଜୟ କର
  2. ଆଶୁତୋଷ କର
  3. ସୁଭ ପା
  4. ଅଂଶୁମାନ ଗିରି
  5. ଜଗଦୀଶ ଉତ୍ତରକବାଟ

ଛାଞ୍ଚ, ବୈଷୟିକ କାମ ପାଇଁ ସମ୍ପାଦନ କରନ୍ତୁ

  1. ଶ୍ରୀକାନ୍ତ କେଡିଆ
  2. ସୌରଭ ମହାନ୍ତି

ବାଲେଶ୍ଵର ସମ୍ପାଦନ କରନ୍ତୁ

ଅନୁଗୁଳ ସମ୍ପାଦନ କରନ୍ତୁ

ସମସ୍ତଙ୍କୁ ସାଧୁବାଦ ୧୦୦୦ ଲେଖାର ଏହି ମାଇଲି ଖୁଣ୍ଟ ପାଇଁ। (ଆଶୁତୋଷ କର (Asutosh Kar) (ମୋ ଆଲୋଚନା) ୧୫:୨୩, ୩୦ ମେ ୨୦୧୧ (UTC))

ପ୍ରକଳ୍ପ ବିବରଣୀ ସମ୍ପାଦନ କରନ୍ତୁ

ଏହି ପ୍ରକଳ୍ପର ଲକ୍ଷ ଥିଲା ଜୁନ ୧, ୨୦୧୧ ଆଗରୁ ୧୦୦୦ଟି ଲେଖାରେ ପହଞ୍ଚିବା ଯାହା ସଭ୍ୟମାନଙ୍କର ଅବଦାନ ଯୋଗୁଁ ମେ ୩୦ରେ ୧୦୦୩ ଲେଖାରେ ପହଞ୍ଚିଲା । ଓଡ଼ିଆ ଉଇକିପିଡ଼ିଆର ଗଠନ ହେବାର ଦୀର୍ଘ ୮ ବର୍ଷ ପରେ ଏହା ଥିଲା ଏକ ଖୁବ ବଡ଼ ସଫଳତା । ଏଥିରେ ଭାଗନେଇଥିବା ସଭିଙ୍କୁ ଓଡ଼ିଆ ଉଇକି ଉଇକିପିଡ଼ିଆ ଅନୁରୋଧ କରୁଅଛି ଏହାକୁ ଆହୁରି ଆଗକୁ ନେବା ପାଇଁ ଯୋଗଦାନ କରନ୍ତୁ ।