|
ଉଇକିପ୍ରକଳ୍ପ
ଓଡ଼ିଆ କଥାଚିତ୍ର
|
ଓଡ଼ିଆ କଥାଚିତ୍ର ଏବଂ କଥାଚିତ୍ର ଜଗତ ସହ ଜଡ଼ିତ ପ୍ରସଙ୍ଗ ଗଢ଼ିବା ଏବଂ ଉନ୍ନତ କରିବା ଆମର ଲକ୍ଷ୍ୟ
|
ଏହି ପ୍ରକଳ୍ପ ଜରିଆରେ କିପରି ଅଧିକରୁ ଅଧିକ ସିନେମା ସମ୍ବନ୍ଧିତ ପ୍ରସଙ୍ଗ ଲେଖିବେ ସେ ବାବଦରେ ଉଇକିଆଳି ସଂଗ୍ରାମ କେଶରୀ ସେନାପତିଙ୍କର ସଂକ୍ଷିପ୍ତ ଭାଷଣ
ଉଇକିପ୍ରକଳ୍ପ ଓଡ଼ିଆ କଥାଚିତ୍ର, ହେଉଛି ଏକ ଉଇକି ପ୍ରକଳ୍ପ, ଯାହା ଅଧିନରେ ଓଡ଼ିଆରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ରଗୁଡ଼ିକର ପ୍ରସଙ୍ଗ ସମାପ୍ତ କରିବା ସହ ଗଢ଼ାସରିଥିବା ପ୍ରସଙ୍ଗଗୁଡ଼ିକରେ ଆଧାର ଯୋଡ଼ାଯିବ ।
- ନୂଆକରି ଗଢ଼ିଥିବା ପ୍ରସଙ୍ଗର ଆଲୋଚନା ପୃଷ୍ଠାରେ
{{ଉଇକିପ୍ରକଳ୍ପ ଓଡ଼ିଆ କଥାଚିତ୍ର|created=yes}} ଛାଞ୍ଚଟିକୁ ଯୋଡ଼ନ୍ତୁ ।
- ପୂର୍ବରୁ ଥିବା ଧାଡ଼ିକିଆ କିମ୍ବା ଅସଜଡ଼ା ପ୍ରସଙ୍ଗକୁ ସମୃଦ୍ଧ କରିଥିଲେ, ପ୍ରସଙ୍ଗର ଆଲୋଚନା ପୃଷ୍ଠାରେ
{{ଉଇକିପ୍ରକଳ୍ପ ଓଡ଼ିଆ କଥାଚିତ୍ର}} ଛାଞ୍ଚଟିକୁ ଯୋଡ଼ନ୍ତୁ ।
- ଆଧାର ନଥିବା ପ୍ରସଙ୍ଗରେ ଆଧାର ଯୋଡ଼ିବା ପରେ ସେହି ପ୍ରସଙ୍ଗର ଆଲୋଚନା ପୃଷ୍ଠାରେ
{{ଉଇକିପ୍ରକଳ୍ପ ଓଡ଼ିଆ କଥାଚିତ୍ର|reference=yes}} ଛାଞ୍ଚଟିକୁ ଯୋଡ଼ନ୍ତୁ ।
ନିକୃଷ୍ଟ ପ୍ରସଙ୍ଗରେ ଅଧିକ ତଥ୍ୟ ଯୋଡ଼ି, ଗୁଣାତ୍ମକ ପ୍ରସଙ୍ଗ ଗଠନରେ ସହାୟକ ହୁଅନ୍ତୁ ।
ପ୍ରକଳ୍ପକୁ ଉନ୍ନତ କରିଥିବା ବ୍ୟବହାରକାରୀଗଣସମ୍ପାଦନ କରନ୍ତୁ
(ତଳେ ନିଜ ନାମ ଯୋଡନ୍ତୁ)
ନାମ
|
ନୂତନ ଗଢ଼ା ପ୍ରସଙ୍ଗ ସଂଖ୍ୟା
|
ଉନ୍ନତ କରିଥିବା ପ୍ରସଙ୍ଗ ସଂଖ୍ୟା
|
ଆଧାର ଯୋଡ଼ିଥିବା ପ୍ରସଙ୍ଗ ସଂଖ୍ୟା
|
---|
ସଂଗ୍ରାମ କେଶରୀ ସେନାପତି |
୩୫୦ |
୧ |
|
ସଂଗ୍ରାମ କେଶରୀ ସେନାପତି
|