ଉଇକିପିଡ଼ିଆ:ପ୍ରଯୁକ୍ତି ବିଦ୍ୟା
ପ୍ରକଳ୍ପର ଲକ୍ଷ୍ୟ
ସମ୍ପାଦନାଏବେକାର ଇଣ୍ଟର୍ନେଟ ଯୁଗରେ ସମସ୍ତେ ସୂଚନା ଓ ପ୍ରଯୁକ୍ତିବିଦ୍ୟା ସହିତ କିଛି ନା କିଛି ଉପାୟରେ ଜଡ଼ିତ ହେଉଛନ୍ତି । ଫଳରେ ଦିନକୁ ଦିନ ଆଧୁନିକ ପ୍ରଯୁକ୍ତିଭିତ୍ତକ ଉତ୍ପାଦ(Technical products) ଗୁଡିକର ତିଆରି ତଥା ବ୍ୟବହାର ବୃଦ୍ଧି ପାଉଛି । ସେ ମଧ୍ୟରୁ କିଛି ଲୋକପ୍ରିୟ ବିଷୟ ଉପରେ ଉନ୍ନତ ମାନର ପ୍ରସଙ୍ଗ ଗଢିବା ଏହି ପ୍ରକଳ୍ପର ଲକ୍ଷ୍ୟ ।
କିପରି ଏଥିରେ ଭାଗନେବେ
ସମ୍ପାଦନାଆଗ୍ରହୀ ଉଇକିଆଳି
ସମ୍ପାଦନାପ୍ରସଙ୍ଗ
ସମ୍ପାଦନାନୂଆ ତିଆରି କରିଥିବା ପ୍ରସଙ୍ଗ ଗୁଡିକ ବା ଉଇକିକରଣ କରିଥିବା ପ୍ରସଙ୍ଗର ଆଲୋଚନା ପୃଷ୍ଠାରେ ଛାଞ୍ଚ:ଉଇକିପ୍ରକଳ୍ପ ପ୍ରଯୁକ୍ତି ବିଦ୍ୟା
ଛାଞ୍ଚଟିକୁ ବ୍ୟବହାର କରନ୍ତୁ ।
କୌଣସି ପ୍ରସଙ୍ଗରେ ଚିତ୍ର ନଥିଲେ, ତା'ର ଆଲୋଚନା ପୃଷ୍ଠାରେ
It is requested that an image or photograph be included in this article to improve its quality. Please replace this template with a more specific media request template where possible.
The Free Image Search Tool may be able to locate suitable images on Flickr and other web sites.
ଛାଞ୍ଚଟିକୁ ଯୋଡି ଦିଅନ୍ତୁ ।
ପ୍ରକ୍ରିୟା
ସମ୍ପାଦନା- ଓଡ଼ିଆରେ ନାଲି ଲିଙ୍କ ଥିବା ଏକ ପ୍ରସଙ୍ଗକୁ ଯାଇ ତାହାକୁ "ତିଆରି" କରନ୍ତୁ ବା ଆଗରୁ ଥିବା ନୀଳ ଲିଙ୍କ ଥିବା ଏକ ଛୋଟ ପ୍ରସଙ୍ଗର ଲେଖାକୁ ଉନ୍ନତ କରନ୍ତୁ ।
- ସୂଚନା ଘର (info box) ଯୋଡିବାକୁ ଚେଷ୍ଟା କରନ୍ତୁ ।
- ଦରକାରୀ ଚିତ୍ର ଯୋଡ଼ନ୍ତୁ ।
- ପ୍ରସଙ୍ଗଟିକୁ ଉଇକିପିଡ଼ିଆ ଯୋଗ୍ୟ କରନ୍ତୁ ।
- ବିଶ୍ଵସନୀୟ ଆଧାର ଯୋଡ଼ନ୍ତୁ ।
- ଦରକାରୀ ଶ୍ରେଣୀ ଯୋଡ଼ନ୍ତୁ ।