ଉଇକିପିଡ଼ିଆ:ଉଇକିପ୍ରକଳ୍ପ ଓଡ଼ିଆ ସାହିତ୍ୟ
ଆସନ୍ତୁ, ସମକାଳୀନ ଓଡ଼ିଆ ସାହିତ୍ୟର ଗାଥାରେ ଏହି ଉଇକିପିଡ଼ିଆକୁ ଭରିବା
~• ଓଡ଼ିଆ ସାହିତ୍ୟ ଓ ସାହିତ୍ୟିକଙ୍କ ବିଷୟରେ ଲେଖା ପାଇଁ ଏକ ଅଭିଯାନ •~
ଓଡ଼ିଆ ଉଇକିପିଡ଼ିଆରେ ଓଡ଼ିଆ ସାହିତ୍ୟ ଓ ସାହିତ୍ୟିକଙ୍କର ବିବରଣୀ ଆଦିରେ ଭରି ତାହାକୁ ଆହୁରି ସୁନ୍ଦର କରିବା ଏହି ପ୍ରକଳ୍ପର ମୂଳ ଲକ୍ଷ । ଉଇକିପିଡ଼ିଆର ନିୟମ, କାମ ପ୍ରଣାଳୀ ଏବଂ ଆଉସବୁ ସୂଚନା ପାଇଁ ଆଲୋଚନା ସଭାକୁ ଯାଇ ଆଲୋଚନା କରନ୍ତୁ ।
ଓଡ଼ିଆ ସାହିତ୍ୟ ଉପରେ ଥିବା ସବୁ ଲେଖା ଏହି ଶ୍ରେଣୀ ଭିତରେ ଦେଖିହେବ ।
ଉତ୍ସାହୀ କର୍ମୀସମ୍ପାଦନ କରନ୍ତୁ
ପ୍ରସଙ୍ଗ ପାଇଁସମ୍ପାଦନ କରନ୍ତୁ
ଛାଞ୍ଚ, ବୈଷୟିକ କାମ ପାଇଁସମ୍ପାଦନ କରନ୍ତୁ
ଫଟୋସମ୍ପାଦନ କରନ୍ତୁ
- ପ୍ରତୀକ ପଟ୍ଟନାୟକ - ପ୍ରସିଦ୍ଧ ଓଡ଼ିଆ କବିମାନଙ୍କ ଚିତ୍ର, ଲେଖକମାନଙ୍କ ଦସ୍ତଖତ
ଅଡ଼ିଓସମ୍ପାଦନ କରନ୍ତୁ
ଭିଡ଼ିଓସମ୍ପାଦନ କରନ୍ତୁ
ଆଲୋଚନାସମ୍ପାଦନ କରନ୍ତୁ
ଦୟାକରି ଏହି ପ୍ରକଳ୍ପ ବାବଦରେ ଥିବା ଆଲୋଚନାସବୁ ଏହି ଆଲୋଚନା ପୃଷ୍ଠାରେ ଯାଇ କରନ୍ତୁ ।