ଉଇକିପିଡ଼ିଆ:ଉଇକିପ୍ରକଳ୍ପ ଖାଦ୍ୟ

ଉଇକିପ୍ରକଳ୍ପ

ଖାଦ୍ୟ

 
ଖାଦ୍ୟ ସମ୍ବନ୍ଧିତ ପ୍ରସଙ୍ଗ ଗଠନ କରିବା ଆମର ଲକ୍ଷ୍ୟ

ସମୁଦାୟ ୬ ଟି ପ୍ରସଙ୍ଗ

ପ୍ରକଳ୍ପର ଲକ୍ଷ ସମ୍ପାଦନା

ଉଇକିପ୍ରକଳ୍ପ ଖାଦ୍ୟ, ସମଗ୍ର ଦେଶରେ ପ୍ରସ୍ତୁତ ଭିନ୍ନ ଭିନ୍ନ ରକମର ସ୍ୱାଦିଷ୍ଟ ଖାଦ୍ୟ ସମ୍ପର୍କରେ ଉନ୍ନତ ମାନର ପ୍ରସଙ୍ଗ ଗଢିବା ଏହି ପ୍ରକଳ୍ପର ଲକ୍ଷ ।

ପ୍ରକ୍ରିୟା ସମ୍ପାଦନା

  • ଓଡ଼ିଆରେ ନାଲି ଲିଙ୍କ ଥିବା ଏକ ପ୍ରସଙ୍ଗକୁ ଯାଇ ତାହାକୁ "ତିଆରି" କରନ୍ତୁ ବା ଆଗରୁ ଥିବା ନୀଳ ଲିଙ୍କ ଥିବା ଏକ ଛୋଟ ପ୍ରସଙ୍ଗର ଲେଖାକୁ ଉନ୍ନତ କରନ୍ତୁ ।
  • ପ୍ରସଙ୍ଗଟି ପାଖାପାଖି ୨୦୦୦ ବାଇଟ ହୋଇଥିବା ଆବଶ୍ୟକ ।
  • ସୂଚନା ଘର (info box) ଯୋଡିବାକୁ ଚେଷ୍ଟା କରନ୍ତୁ ।
  • ଦରକାରୀ ଚିତ୍ର ଯୋଡ଼ନ୍ତୁ ।
  • ପ୍ରସଙ୍ଗଟିକୁ ଉଇକିପିଡ଼ିଆ ଯୋଗ୍ୟ କରନ୍ତୁ ।
  • ବିଶ୍ଵସନୀୟ ଆଧାର ଯୋଡ଼ନ୍ତୁ ।
  • ଦରକାରୀ ଶ୍ରେଣୀ ଯୋଡ଼ନ୍ତୁ ।
  • ପ୍ରସଙ୍ଗ ଶେଷ ହେବା ପରେ ପ୍ରସଙ୍ଗ ତାଲିକାରେ ପ୍ରସଙ୍ଗ ସହ ନିଜ ନାମ ଲେଖନ୍ତୁ ।

ଆଗ୍ରହୀ ଉଇକିଆଳି ସମ୍ପାଦନା

ପ୍ରସଙ୍ଗ ତାଲିକା ସମ୍ପାଦନା

ନୂଆ ପ୍ରସଙ୍ଗ ସମ୍ପାଦନା

  1. ଡାଲ ମଖନୀ  Done Aliva Sahoo (ମୋ ଆଲୋଚନା) ୧୯:୨୯, ୧୨ ଜୁଲାଇ ୨୦୧୮ (IST)[reply]
  2. ଆଳୁ ଟିକ୍କୀ  Done Aliva Sahoo (ମୋ ଆଲୋଚନା) ୨୩:୩୦, ୧୨ ଜୁଲାଇ ୨୦୧୮ (IST)[reply]
  3. ଟମାଟୋ ଚଟଣୀ  Done Dibyadarsi Nayak (ମୋ ଆଲୋଚନା) ୧୭:୩୭, ୧୯ ଜୁଲାଇ ୨୦୧୮ (IST)[reply]
  4. ମକ୍କା ରୁଟି  Done --Aliva Sahoo (ମୋ ଆଲୋଚନା) ୨୧:୦୪, ୨୬ ଜୁଲାଇ ୨୦୧୮ (IST)[reply]
  5. ଇଟିଲି ପିଠା  Done --Aliva Sahoo (ମୋ ଆଲୋଚନା) ୨୦:୧୯, ୨୭ ଜୁଲାଇ ୨୦୧୮ (IST)[reply]

ଉନ୍ନତ (ପୁରୁଣା) ପ୍ରସଙ୍ଗ ସମ୍ପାଦନା

  1. ମସଲା ଭେଣ୍ଡି  Done --Aliva Sahoo (ମୋ ଆଲୋଚନା) ୨୦:୩୮, ୨୭ ଜୁଲାଇ ୨୦୧୮ (IST)[reply]

Aliva Sahoo

ପ୍ରକଳ୍ପକୁ ଉନ୍ନତ କରିଥିବା ବ୍ୟବହାରକାରୀଗଣ ସମ୍ପାଦନା

ଅବଦାନ କରୁଥିବା ବ୍ୟବହାରକାରୀ ନିଜ ବ୍ୟବହାରକାରୀ ପୃଷ୍ଠାରେ {{ଉଇକିପ୍ରକଳ୍ପ ଖାଦ୍ୟର ଅବଦାନକାରୀ}} ଛାଞ୍ଚଟିକୁ ବ୍ୟବହାର କରିପାରିବେ, ଯାହା ନିମ୍ନମତେ ଦେଖାଇବ:

ଏହି ବ୍ୟବହାରକାରୀଙ୍କର ଉଇକିପ୍ରକଳ୍ପ ଖାଦ୍ୟ ପାଇଁ ଅବଦାନ ରହିଛି ।



ଯୋଗାଯୋଗ ସମ୍ପାଦନା

Aliva Sahoo