|
ଉଇକିପ୍ରକଳ୍ପ
ଖାଦ୍ୟ
|
ଖାଦ୍ୟ ସମ୍ବନ୍ଧିତ ପ୍ରସଙ୍ଗ ଗଠନ କରିବା ଆମର ଲକ୍ଷ୍ୟ
|
ଉଇକିପ୍ରକଳ୍ପ ଖାଦ୍ୟ, ସମଗ୍ର ଦେଶରେ ପ୍ରସ୍ତୁତ ଭିନ୍ନ ଭିନ୍ନ ରକମର ସ୍ୱାଦିଷ୍ଟ ଖାଦ୍ୟ ସମ୍ପର୍କରେ ଉନ୍ନତ ମାନର ପ୍ରସଙ୍ଗ ଗଢିବା ଏହି ପ୍ରକଳ୍ପର ଲକ୍ଷ ।
- ଓଡ଼ିଆରେ ନାଲି ଲିଙ୍କ ଥିବା ଏକ ପ୍ରସଙ୍ଗକୁ ଯାଇ ତାହାକୁ "ତିଆରି" କରନ୍ତୁ ବା ଆଗରୁ ଥିବା ନୀଳ ଲିଙ୍କ ଥିବା ଏକ ଛୋଟ ପ୍ରସଙ୍ଗର ଲେଖାକୁ ଉନ୍ନତ କରନ୍ତୁ ।
- ପ୍ରସଙ୍ଗଟି ପାଖାପାଖି ୨୦୦୦ ବାଇଟ ହୋଇଥିବା ଆବଶ୍ୟକ ।
- ସୂଚନା ଘର (info box) ଯୋଡିବାକୁ ଚେଷ୍ଟା କରନ୍ତୁ ।
- ଦରକାରୀ ଚିତ୍ର ଯୋଡ଼ନ୍ତୁ ।
- ପ୍ରସଙ୍ଗଟିକୁ ଉଇକିପିଡ଼ିଆ ଯୋଗ୍ୟ କରନ୍ତୁ ।
- ବିଶ୍ଵସନୀୟ ଆଧାର ଯୋଡ଼ନ୍ତୁ ।
- ଦରକାରୀ ଶ୍ରେଣୀ ଯୋଡ଼ନ୍ତୁ ।
- ପ୍ରସଙ୍ଗ ଶେଷ ହେବା ପରେ ପ୍ରସଙ୍ଗ ତାଲିକାରେ ପ୍ରସଙ୍ଗ ସହ ନିଜ ନାମ ଲେଖନ୍ତୁ ।
- ଡାଲ ମଖନୀ Done Aliva Sahoo (ମୋ ଆଲୋଚନା) ୧୯:୨୯, ୧୨ ଜୁଲାଇ ୨୦୧୮ (IST)[reply]
- ଆଳୁ ଟିକ୍କୀ Done Aliva Sahoo (ମୋ ଆଲୋଚନା) ୨୩:୩୦, ୧୨ ଜୁଲାଇ ୨୦୧୮ (IST)[reply]
- ଟମାଟୋ ଚଟଣୀ Done Dibyadarsi Nayak (ମୋ ଆଲୋଚନା) ୧୭:୩୭, ୧୯ ଜୁଲାଇ ୨୦୧୮ (IST)[reply]
- ମକ୍କା ରୁଟି Done --Aliva Sahoo (ମୋ ଆଲୋଚନା) ୨୧:୦୪, ୨୬ ଜୁଲାଇ ୨୦୧୮ (IST)[reply]
- ଇଟିଲି ପିଠା Done --Aliva Sahoo (ମୋ ଆଲୋଚନା) ୨୦:୧୯, ୨୭ ଜୁଲାଇ ୨୦୧୮ (IST)[reply]
- ମସଲା ଭେଣ୍ଡି Done --Aliva Sahoo (ମୋ ଆଲୋଚନା) ୨୦:୩୮, ୨୭ ଜୁଲାଇ ୨୦୧୮ (IST)[reply]
ଅବଦାନ କରୁଥିବା ବ୍ୟବହାରକାରୀ ନିଜ ବ୍ୟବହାରକାରୀ ପୃଷ୍ଠାରେ {{ଉଇକିପ୍ରକଳ୍ପ ଖାଦ୍ୟର ଅବଦାନକାରୀ}} ଛାଞ୍ଚଟିକୁ ବ୍ୟବହାର କରିପାରିବେ,
ଯାହା ନିମ୍ନମତେ ଦେଖାଇବ:
| ଏହି ବ୍ୟବହାରକାରୀଙ୍କର ଉଇକିପ୍ରକଳ୍ପ ଖାଦ୍ୟ ପାଇଁ ଅବଦାନ ରହିଛି । |
Aliva Sahoo
|