ଉଇକିପ୍ରକଳ୍ପ ଓଡ଼ିଶାର ବିଦ୍ୟାଳୟ ଓଡ଼ିଶାର ବିଦ୍ୟାଳୟମାନଙ୍କର ତାଲିକାରେ ଥିବା ଦରକାରୀ ପ୍ରସଙ୍ଗର ଲିଖନ ଓ ପରିଚାଳନା ପାଇଁ ଆରମ୍ଭ କରାଯାଇଛି, ଓଡ଼ିଶାର ବିଦ୍ୟାଳୟ ମାନଙ୍କ ବିଷୟରେ ଜାଣିବାକୁ ଆଗ୍ରହୀ ଥିବା ବ୍ୟବହାରକାରୀଗଣ ଏଥିରେ ଭାଗ ନେଇ ପାରିବେ ।
- ଓଡ଼ିଆରେ ଏହି ପ୍ରକଳ୍ପରେ ଭାଗ ନେବା ପାଇଁ ଇଚ୍ଛୁକ ସମ୍ପାଦକଗଣ ତଳେ ଥିବା ଇଚ୍ଛୁକ ବ୍ୟବହାରକାରୀ ବିଭାଗକୁ ଯାଇ ନିଜ ନାମ ଲେଖାନ୍ତୁ ।
- ତାଲିକା ମଧ୍ୟରୁ ନିଜ ପସନ୍ଦର ଏକ ପ୍ରସଙ୍ଗ ବାଛି ତାହାକୁ ଉନ୍ନତ କରନ୍ତୁ/ ନୂଆ ପ୍ରସଙ୍ଗଟିଏ (ନାଲି ରଙ୍ଗରେ ଚିହ୍ନିତ) ଗଢ଼ନ୍ତୁ ।
- ତଳେ ଦିଆଯାଇଥିବା ତାଲିକାରେ ଥିବା ପ୍ରସଙ୍ଗସମୂହ ଇଂରାଜୀରୁ ଓଡ଼ିଆକୁ ଅନୁବାଦ କରନ୍ତୁ ।
- ପ୍ରତିଟି ପ୍ରସଙ୍ଗ ଇଂରାଜୀରୁ ପୁରାପୁରି ଅନୁବାଦ ନକରି ପାରିଲେ ବି ତାହାର ମୁଖ୍ୟ ଭାଗ ଅନୁବାଦ କରନ୍ତୁ ।
- ଚିକିତ୍ସା ବିଜ୍ଞାନ ସହ ଜଡ଼ିତ ଛାତ୍ର, ଡାକ୍ତର ଆଦି ଏହି ପ୍ରକଳ୍ପରେ ଭାଗ ନେଇ ପାରିବେ ।
- ଯଦି ଆଗରୁ ଚିକିତ୍ସା ବିଜ୍ଞାନ ଉପରେ ଆଗରୁ କିଛି ପ୍ରସଙ୍ଗ ରହିଛି ତେବେ ତାହାକୁ ଉନ୍ନତ ଓ ବିସ୍ତାର କରନ୍ତୁ ।
- ସୁଲିଖିତ, ନିର୍ବାଚିତ ପ୍ରସଙ୍ଗସମୂହକୁ ପି.ଡି.ଏଫ. ଭାବରେ ପ୍ରକାଶିତ କରାଯିବ ।
- ଓଡ଼ିଆରେ ନାଲି ଲିଙ୍କ ଥିବା ଏକ ପ୍ରସଙ୍ଗକୁ ଯାଇ ତାହାକୁ "ତିଆରି" କରନ୍ତୁ ବା ଆଗରୁ ଥିବା ନୀଳ ଲିଙ୍କ ଥିବା ଏକ ପ୍ରସଙ୍ଗର ଲେଖାକୁ ଉନ୍ନତ କରନ୍ତୁ ।
- ସୂଚନା ଘର (info box) ଯୋଡ଼ନ୍ତୁ ।
- ଛବି ଯୋଡ଼ନ୍ତୁ।
- ଶ୍ରେଣୀ ଯୋଡ଼ନ୍ତୁ ।
- ପ୍ରସଙ୍ଗଟିକୁ ଉଇକିପିଡ଼ିଆ ଯୋଗ୍ୟ ପ୍ରସଙ୍ଗରେ ପରିଣତ କରନ୍ତୁ (ଉଇକିପିଡ଼ିଆର ପ୍ରସଙ୍ଗ ଲିଖନ ନିୟମ ଅନୁସାରେ ଅଛି କି ନାହିଁ ପରଖି ଲେଖାକୁ ସୁଧାରନ୍ତୁ) ।
- ଆଧାର ଯୋଡ଼ନ୍ତୁ ।
- ଉପବିଭାଗ ମାନଙ୍କୁ ବଢ଼ାନ୍ତୁ ।
କ୍ର:ନ |
ଓଡ଼ିଆ ଉଇକିପିଡ଼ିଆ ପ୍ରସଙ୍ଗ |
ନୂଆ ପ୍ରସଙ୍ଗ ତିଆରି |
ସୂଚନା ଘର (info box) ଯୋଗ |
ଛବି ଯୋଗ |
ଶ୍ରେଣୀ ଯୋଗ |
ପ୍ରସଙ୍ଗର ଲିଖନ ଶୈଳୀରେ ସୁଧାର |
ଆଧାର ଯୋଗ |
ଭିତରର ଉପବିଭାଗ ଯୋଗ
|
୧ |
କ୍ୟାପିଟାଲ ହାଇସ୍କୁଲ |
ପ୍ରକୃତ ନାମ |
ବ୍ୟବହାରକାରୀ ୨ |
ବ୍ୟବହାରକାରୀ ୩ |
ବ୍ୟବହାରକାରୀ ୪ |
ବ୍ୟବହାରକାରୀ ୫ |
ବ୍ୟବହାରକାରୀ ୬ |
ବ୍ୟବହାରକାରୀ ୭
|