ଉଇକିପିଡ଼ିଆ:ଉଇକିପ୍ରକଳ୍ପ ଭାରତୀୟ ଆଇନ

ପ୍ରକଳ୍ପର ଲକ୍ଷ୍ୟ ସମ୍ପାଦନ କରନ୍ତୁ

ଦେଶର ଆଇନ ବିଷୟରେ ସାଧାରଣ ଜ୍ଞାନ ସବୁ ନାଗରିକଙ୍କ ପାଇଁ ନିହାତି ଆବଶ୍ୟକ । ଭାରତୀୟ ସମ୍ବିଧାନ ଓ ସେହିପରି ଅନ୍ୟାନ୍ୟ ଜରୁରୀ ଆଇନ ଉପରେ ପ୍ରସଙ୍ଗ ସବୁ ଗଢ଼ି ଓଡ଼ିଆ ଉଇକିପିଡ଼ିଆରେ ଆଇନ ସଙ୍କ୍ରାନ୍ତୀୟ ଲେଖାର ଅଭାବ ପୂରଣ କରିବା ଏହି ପ୍ରକଳ୍ପର ଲକ୍ଷ୍ୟ ଅଟେ ।

କିପରି ଏଥିରେ ଭାଗନେବେ ସମ୍ପାଦନ କରନ୍ତୁ

ଭାଗ ନେବାପାଇଁ ଏଠାରେ ନିଜ ନାମ ଯୋଡନ୍ତୁ ।

ଆଗ୍ରହୀ ଉଇକିଆଳି ସମ୍ପାଦନ କରନ୍ତୁ

ପ୍ରସଙ୍ଗ ତାଲିକା ସମ୍ପାଦନ କରନ୍ତୁ

  1. ଓଡ଼ିଆରେ ନାଲି ଲିଙ୍କ ଥିବା ଏକ ପ୍ରସଙ୍ଗକୁ ଯାଇ ତାହାକୁ "ତିଆରି" କରନ୍ତୁ ବା ଆଗରୁ ଥିବା ନୀଳ ଲିଙ୍କ ଥିବା ଏକ ଛୋଟ ପ୍ରସଙ୍ଗର ଲେଖାକୁ ଉନ୍ନତ କରନ୍ତୁ ।
  2. ସୂଚନା ଘର (info box) ଯୋଡିବାକୁ ଚେଷ୍ଟା କରନ୍ତୁ ।
  3. ଦରକାରୀ ଚିତ୍ର ଯୋଡ଼ନ୍ତୁ ।
  4. ପ୍ରସଙ୍ଗଟିକୁ ଉଇକିପିଡ଼ିଆ ଯୋଗ୍ୟ କରନ୍ତୁ ।
  5. ବିଶ୍ଵସନୀୟ ଆଧାର ଯୋଡ଼ନ୍ତୁ ।
  6. ଦରକାରୀ ଶ୍ରେଣୀ ଯୋଡ଼ନ୍ତୁ ।