ସ୍ମାର୍ଟ ସିଟି ଅଭିଯାନ , ଭାରତ

ସ୍ମାର୍ଟ ସିଟି ଅଭିଯାନ , ଭାରତ ସରକାରଙ୍କଦ୍ୱାରା ଭାରତର 100ଟି ( ପରେ ଏହାକୁ 109 କରାଯାଇଥିଲା ) ମୁଖ୍ୟ ସହରର ପୁନର୍ବିନ୍ୟାସ ତଥା ଆଧୂନିକୀକରଣ ପାଇଁ ଏକ ପ୍ରକଳ୍ପ । ଏହି ସହର ଗୁଡିକରେ ରହୁଥିବା ବାସିନ୍ଦାମାନଙ୍କ ସୁଖ ଓ ସୁବିଧା ଜନକ[] ଚଳଣି ପାଇଁ ବ୍ୟବସ୍ଥାର ଉନ୍ନତିକରଣର ଲକ୍ଷ୍ୟ ନେଇ ଏହା ଭାରତୀୟ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କଦ୍ୱାରା ପ୍ରଣିତ ଯୋଜନା ଅନୁସାରେ ଏହା 2015ରୁ ଲାଗୁ କରାଯାଇଛି । 

ସ୍ମାର୍ଟ ସିଟି ଅଭିଯାନ , ଭାରତ
Prime Minister Narendra Modi at the launch of Smart Cities Mission, Pune; June 2016
CountryIndia
[[Prime Minister of ଛାଞ୍ଚ:Unlink|Prime Minister(s)]]Narendra Modi
MinistryMoUD
Key peopleVenkaiah Naidu
Launched2015
FundingIndian Rupee ₹୯୮,୦୦୦ crore (US$୨୧.୭୬ billion)
Status: Active

ଇତିହାସ 

ସମ୍ପାଦନା

ଭାରତର ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଯୋଜନାକୁ ଜୁନ , 2015[]ରେ ଉଦଘାଟନ କରିଥିଲେ ।ଏଠି ପାଇଁ କେନ୍ଦ୍ର ସରକାର 980 ବିଲିଅନ ତାଙ୍କର ବ୍ୟବସ୍ଥା ରଖିବା ସହ ପ୍ରଥମ ପର୍ଯ୍ୟାୟରେ 100ଟି ସହରକୁ ବଛା ଯାଇଥିଲା । ଏହା ସହିତ ୫୦୦ଟି ଅନ୍ୟାନ୍ୟ ସହରର ମଧ୍ୟ ପୁନଃ ସଂସ୍ଥାନ ପାଇଁ 48,000 କୋଟି ଟଙ୍କାର  ବ୍ୟୟ ଅଟକଳ ମଧ୍ୟ ରହିଥିଲା । ଏହି ସ୍ମାର୍ଟ ସିଟି ମିସନ ଓ ଅଟଳ ସହରାଞ୍ଚଳ ପୁନର୍ବିନ୍ୟାସ ଓ ଉନ୍ନତିକାରଣ ଯୋଜନା ପାଇଁ ସମୁଦାୟ 50,000 କୋଟିର ଆର୍ଥିକ ବ୍ୟବସ୍ଥା ରହିଛି ।  

ଚୟନ ପ୍ରକ୍ରିୟା 

ସମ୍ପାଦନା

ପ୍ରଥମ ସ୍ତରରେ ସର୍ଭେ ଜରିଆରେ 100ଟି ସହରକୁ ବଛା ଗଲା ଯହିଁରେ ବିଭିନ୍ନ ରାଜ୍ୟ ରାଜଧାନୀ ମଧ୍ୟ ସମ୍ମିଳିତ ରହିଲା । []

ସହରାଞ୍ଚଳ ଉନ୍ନୟନ ମନ୍ତ୍ରୀ ଭେଙ୍କିଆ ନାଇଡୁ 28 ଜାନୁଆରୀ , 2016 ଘୋଷଣା କରିଥିବା ସହର ମଧ୍ୟରୁ ପ୍ରଥମ 20ଟି ସହର ମଧ୍ୟରେ ଭୁବନେଶ୍ୱର ପ୍ରଥମ ସ୍ଥାନରେ ରହିବା ସହ ତାହା ତଳେ ପୁନେ ଓ ଜଯପୁର ରହିଥିଲେ । []

ରାଜ୍ୟ ୱାରି ଘୋଷିତ ସ୍ମାର୍ଟ ସିଟି ସମୂହର ତାଲିକା 

ସମ୍ପାଦନା

98ଟି ପ୍ରସ୍ତାବିତ ସ୍ମାର୍ଟ ସିଟି .[][]

S. No. Name of State/UT Names of Cities Shortlisted
1 Maharashtra Greater Mumbai, Thane, Kalyan-Dombivali, Navi Mumbai, Nashik, Amravati, Solapur, Nagpur, Pune, Aurangabad
2 West Bengal New Town Kolkata, Bidhannagar, Durgapur, Haldia
3 Gujarat Gandhinagar, Ahmedabad, Surat, Vadodara, Rajkot, Dahod
4 Madhya Pradesh Bhopal, Indore, Gwalior, Jabalpur, Satna, Ujjain, Sagar
5 Tamil Nadu Coimbatore, Chennai, Madurai, Tiruchirapalli, Vellore, Salem, Erode, Tiruppur, Thanjavur, Tirunelveli, Dindigul, Thoothukudi,
6 Karnataka Bangalore, Mangaluru, Belagavi, Shivamogga, Hubbali-Dharwad, Tumakuru, Davanagere
7 Kerala Kochi
8 Telangana Warangal, Karimnagar
9 Andhra Pradesh Vishakhapatnam, Tirupati, Kakinada
10 Uttar Pradesh Meerut, Moradabad, Aligarh, Saharanpur, Bareilly, Jhansi, Kanpur, Allahabad, Lucknow, Varanasi, Ghaziabad, Agra, Rampur
11 Rajasthan Jaipur, Udaipur, Ajmer, Kota
12 Punjab Ludhiana, Jalandhar, Amritsar
13 Bihar Muzaffarpur, Bhagalpur, Biharsharif
14 Haryana Karnal, Faridabad
15 Assam Guwahati
16 Odisha Bhubaneshwar, Rourkela
17 Himachal Pradesh Dharamshala
18 Uttarakhand Dehradun
19 Jharkhand Ranchi
20 Sikkim Namchi
21 Manipur Imphal
22 Andaman and Nicobar Islands Port Blair
23 Arunachal Pradesh Pasighat
24 Chandigarh Chandigarh
25 Chhattisgarh Raipur, Bilaspur
26 Dadra and Nagar Haveli Silvassa
27 Daman and Diu Diu
28 Delhi New Delhi
29 Goa Panaji
30 Lakshadweep Kavaratti
31 Meghalaya Shillong
32 Mizoram Aizawl
33 Nagaland Kohima
34 Puducherry Oulgaret
35 Tripura Agartala
  • ଜମ୍ମୁ ଓ କାଶ୍ମୀର ପ୍ରସ୍ତାବ ଦେବା ପାଇଁ ଅଧିକ ସମୟ ମାଗିଥିଲା 
  • ଉତ୍ତର ପ୍ରଦେଶର ପ୍ରସ୍ତାବିତ 13ଟି ମଧ୍ୟରୁ 12 ଟିକୁ ବିଚାରାଧୀନ କରାଯାଇଛି 

ପ୍ରଥମ ପ୍ରସ୍ତରେ ସ୍ମାର୍ଟ ସିଟି ଘୋଷିତ 20ଟି ସହର 

ସମ୍ପାଦନା
Ranking Name of State/UT Cities Shortlisted
1 Odisha Bhubaneswar
2 Maharashtra Pune
3 Rajasthan Jaipur
4 Gujarat Surat
5 Kerala Kochi
6 Gujarat Ahmedabad
7 Madhya Pradesh Jabalpur
8 Andhra Pradesh Visakhapatnam
9 Maharashtra Solapur
10 Karnataka Davangere
11 Madhya Pradesh Indore
12 New Delhi New Delhi
13 Tamil Nadu Coimbatore
14 Andhra Pradesh Kakinada
15 Karnataka Belgaum
16 Rajasthan Udaipur
17 Assam Guwahati
18 Tamil Nadu Chennai
19 Punjab Ludhiana
20 Madhya Pradesh Bhopal


ଦ୍ୱିତୀୟ ପ୍ରସ୍ତରେ ଘୋଷିତ 13ଟି ସହର 

ସମ୍ପାଦନା
Ranking Name of State/UT Cities Shortlisted[]
21 Uttar Pradesh Lucknow
22 Telangana Warangal
23 Himachal Pradesh Dharamasala
24 Chandigarh Chandigarh
25 Chhattisgarh Raipur
26 West Bengal New Town, Kolkata
27 Bihar Bhagalpur
28 Goa Panaji
29 Andaman & Nicobar Port Blair
30 Manipur Imphal
31 Jharkhand Ranchi
32 Tripura Agartala
33 Haryana Faridabad

ତୃତୀୟ ପ୍ରସ୍ତରେ ଘୋଷିତ 27ଟି ସହର 

ସମ୍ପାଦନା

ନୂତନ ସ୍ମାର୍ଟ ସିଟି ତାଲିକା  [୧୦]

Ranking Name of State/UT Cities Shortlisted
34 Punjab Amritsar
35 Maharashtra Kalyan
36 Madhya Pradesh Ujjain
37 Andhra Pradesh Tirupati
38 Maharashtra Nagpur
39 Karnataka Mangalore
40 Tamil Nadu Vellore
41 Maharashtra Thane
42 Madhya Pradesh Gwalior
43 Uttar Pradesh Agra
44 Maharashtra Nashik
45 Odisha Rourkela
46 Uttar Pradesh Kanpur
47 Tamil Nadu Madurai
48 Karnataka Tumakuru
49 Rajasthan Kota
50 Tamil Nadu Thanjavur
51 Sikkim Namchi
52 Punjab Jalandhar
53 Karnataka Shimoga
54 Tamil Nadu Salem
55 Rajasthan Ajmer
56 Uttar Pradesh Varanasi
57 Nagaland Kohima
58 Karnataka Hubli-Dharwad
59 Maharashtra Aurangabad
60 Gujarat Vadodara

କାର୍ଯ୍ୟକାରିତା 

ସମ୍ପାଦନା

ଏହି ସବୁ ସହରରେ ଉନ୍ନୟନ ପ୍ରକଳ୍ପ ସବୁ ଆରମ୍ଭ ହେଇଗଲାଣି । 

  • ଅହମଦାବାଦରେ ଜଳ ନିଷ୍କାସନ , ଗୃହଯୋଗଣ ପ୍ରକଳ୍ପ , ଆଧୁନିକ ଶିକ୍ଷା ପ୍ରକଳ୍ପ ସବୁ ଆରମ୍ଭ ହୋଇଛି । 
  • ଭୁବନେଶ୍ୱରରେ ରେଳ ଆଧୂନିକୀକରଣ , ଟ୍ରାଫିକ ବ୍ୟବସ୍ଥାର ନୂତନୀକରଣ , ସହରାଞ୍ଚଳ ଜ୍ଞାନ କେନ୍ଦ୍ରର ବ୍ୟବସ୍ଥା ପ୍ରଚାଳନ ହେଲାଣି । 
  • ନୂଆ ଦିଲ୍ଲୀରେ ଜଳ ନିଷ୍କାସନ , ସହର ସୁରକ୍ଷ୍ୟା ବ୍ୟବସ୍ଥାରେ CCTV ଇତ୍ୟାଦିର ବ୍ୟବସ୍ଥା , ଉନ୍ନତ ଶିକ୍ଷାର ବ୍ୟବସ୍ଥା ସବୁର ଆରମ୍ଭ ହେଇଛି । 
  • ପୁନେ ସହର ପାଇଁ ମଧ୍ୟ ଯୋଜନା ସବୁର ଆରଭ ହେଇଛି । 
    []
  1. "Mission Statement and Guidelines - Smart Cities" (PDF). Ministry of Urban Development, GOI. Retrieved 1 ଫେବୃଆରୀ 2016.
  2. ୨.୦ ୨.୧ Narendra Modi launches smart city projects in Pune, 25 ଜୁନ 2016
  3. Smart Cities in India
  4. Bhubaneswar leads Govt’s Smart City list, Rs 50,802 crore to be invested over five years, New Delhi, 29 ଜାନୁଆରୀ 2016{{citation}}: CS1 maint: location missing publisher (link)
  5. List of 98 Smart Cities, The Times of India
  6. http://indianexpress.com/article/india/india-news-india/india-20-smart-cities-list/
  7. ୭.୦ ୭.୧ "SmartCities.gov.in". smartcities.gov.in. Retrieved 10 ମଇ 2016.
  8. http://www.thehindu.com/news/national/lucknow-warangal-among-13-smart-cities-announced-by-govt/article8640477.ece
  9. "SmartCities.gov.in". smartcities.gov.in. Retrieved 21 ସେପ୍ଟେମ୍ବର 2016.
  10. http://timesofindia.indiatimes.com/city/amritsar/Amritsar-tops-new-smart-city-list/articleshow/54448624.cms

ବାହାର ଲିଙ୍କ 

ସମ୍ପାଦନା