ଗୁଜରାଟ
ଗୁଜରାଟ (/ˌɡʊdʒəˈrɑːt/ Gujarat [ˈɡudʒəɾɑt] (listen)) ଭାରତର ପଶ୍ଚିମ[୩][୧୦] ଓ ଦକ୍ଷିଣପଶ୍ଚିମରେ[୧୧][୧୨] ଥିବା ଏକ ରାଜ୍ୟ । ଏହାର ସମୁଦ୍ରତଟ 1,600 km (990 mi) ଓ ତାହାର ଅଧିକାଂଶ ଭାଗ କାଠିଆୱାଡ଼ ଉପଦ୍ୱୀପରେ ଅବସ୍ଥିତ । ଗୁଜରାଟର ମୋଟ ଜନସଂଖ୍ୟା ୬୦ ମିଲିଅନ । ଭାରତର ପଶ୍ଚିମରେ ଥିବା ଗୁଜରାଟର ପଶ୍ଚିମରେ ଆରବ ସାଗର ଉତ୍ତରରେ ସିନ୍ଧ (ପାକିସ୍ତାନ), ଉତ୍ତରପୂର୍ବରେ ରାଜସ୍ଥାନ, ପୂର୍ବରେ ମଧ୍ୟ ପ୍ରଦେଶ ଏବଂ ଦକ୍ଷିଣ ପୂର୍ବରେ ମହାରାଷ୍ଟ୍ର ରାଜ୍ୟ ତଥା ଡାମନ ଓ ଡିଉ ଏବଂ ଦାଦ୍ରା ଓ ନଗର ହବେଳୀ କେନ୍ଦ୍ରଶାସିତ ଅଞ୍ଚଳ ରହିଛି । ଗୁଜରାଟର ରାଜଧାନୀ ଗାନ୍ଧୀନଗର । ଅମଦାବାଦ ଗୁଜରାଟର ଏକମାତ୍ର ମହାନଗରୀ ।[୧୩] ଗୁଜରାଟ ରାଜ୍ୟର ନାମ "ଗୁଜ୍ଜର"ରୁ ଆସିଛି ।
ଗୁଜରାଟ | ||
---|---|---|
![]() ଉପରୁ ଡାହାଣରୁ ଗୁଜରାଟ ମୁଖ୍ୟ ନ୍ୟାୟାଳୟ, ଦ୍ୱାରକା ବେଳାଭୂମି, ଲକ୍ଷ୍ମୀବିଳାସ ପ୍ୟାଲେସ, କଙ୍କରିଆ ହ୍ରଦ, ସାବରମତୀ ଆଶ୍ରମ, କଚ୍ଛର ବୃହତ ରଣ | ||
| ||
![]() ଭାରତରେ ଗୁଜରାଟ ଅବସ୍ଥିତି | ||
ଅବସ୍ଥାନ (ଗାନ୍ଧୀନଗର): 23°13′N 72°41′E / 23.217°N 72.683°ECoordinates: 23°13′N 72°41′E / 23.217°N 72.683°E | ||
ଦେଶ | ![]() | |
ପ୍ରତିଷ୍ଠା | ୧ ମଇ ୧୯୬୦† | |
ରାଜଧାନୀ | ଗାନ୍ଧୀନଗର | |
ବୃହତ୍ତମ ନଗର | ଅହମଦାବାଦ | |
ଜିଲ୍ଲା | ୩୩ | |
ସରକାର | ||
• ରାଜ୍ୟପାଳ | ଓମ ପ୍ରକାଶ କୋହଲି | |
• ମୁଖ୍ୟମନ୍ତ୍ରୀ | ବିଜୟ ରୂପାନୀ | |
• ବିଧାନ ସଭା | ଏକକକ୍ଷବିଶିଷ୍ଟ (୧୮୨ଟି ସିଟ) | |
• କେନ୍ଦ୍ରୀୟ ଉପସ୍ଥାପନା | ରାଜ୍ୟ ସଭା ୧୧ ଲୋକ ସଭା ୨୬ | |
• ଉଚ୍ଚନ୍ୟାୟାଳୟ | ଗୁଜରାଟ ହାଇକୋର୍ଟ | |
କ୍ଷେତ୍ରଫଳ | ||
• ମୋଟ | 196,024 km2 (75,685 sq mi) | |
କ୍ଷେତ୍ରଫଳ କ୍ରମାଙ୍କ | ୬ଷ୍ଠ | |
ଜନସଂଖ୍ୟା (୨୦୧୧) | ||
• ମୋଟ | ୬୦,୩୮୩,୬୨୮ | |
• କ୍ରମାଙ୍କ | ୯ମ | |
• ଘନତା | 308/km2 (800/sq mi) | |
Demonym(s) | ଗୁଜରାଟୀ | |
ଜିଡିପି (2018–19) | ||
• ମୋଟ | ||
• ମୁଣ୍ଡପିଛା | ![]() | |
ଭାଷା | ||
• ସରକାରୀ | ବମ୍ବେ (ପୁନର୍ଗଠନ) ଆଇନ ୧୯୬୦[୩] | |
• ଅନ୍ୟାନ୍ୟ ସରକାରୀ | ହିନ୍ଦୀ[୪] | |
ସମୟ ମଣ୍ଡଳ | UTC+୦୫:୩୦ (ଆଇଏସଟି) | |
ISO 3166 code | IN-GJ | |
ଗାଡ଼ି ପଞ୍ଜିକରଣ | GJ | |
ଏଚଡିଆଇ (2017) | ![]() medium · 21st | |
ସାକ୍ଷରତା (2011) | ୭୮.୦୩%[୬] | |
ଲିଙ୍ଗ ଅନୁପାତ (2011) | ୯୧୯ ♀/୧୦୦୦ ♂[୬] | |
ୱେବସାଇଟ | gujaratindia | |
†ବମ୍ବେ (ପୁନର୍ଗଠନ) ଆଇନ ୧୯୬୦ ଅନୁସାରେ ବମ୍ବେ ରାଜ୍ୟ ମହାରାଷ୍ଟ୍ର ଓ ଗୁଜରାଟ ନାମରେ ଦୁଇ ଭାଗରେ ବିଭକ୍ତ ହେଲା |
ଭାରତରେ ଗୁଜରାଟୀଭାଷୀ ଲୋକ ଦେଶର ଆଦିମ ଅଧିବାସୀ । ଗୁଜରାଟର ଅର୍ଥନୀତି ଭାରତର ମୋଟ ତୃତୀୟ ବୃହତ୍ତମ ରାଜସ୍ୱ ଅର୍ଥନୀତି ଯାହାର ମୋଟ ଘରୋଇ ପଣ୍ୟ ଏବଂ ମୁଣ୍ଡପିଛା ଜିଡିପି ୧,୫୭,୦୦୦ (US$୩,୪୮୫.୪)।[୧][୨]
ପ୍ରାଚୀନ ସିନ୍ଧୁ ଉପତ୍ୟକାର କିଛି ସ୍ଥାନ ଏହି ରାଜ୍ୟର ଅନ୍ତର୍ଭୁକ୍ତ ଯଥା ଲୋଥାଲ, ଧୋଲବୀର, ଏବଂ ଗୋଲା ଧୋରୋ । ଲୋଥାଲ ବିଶ୍ୱର ପ୍ରଥମ ବନ୍ଦର ବୋଲି ବିଶ୍ୱାସ କରାଯାଏ । ମୌର୍ଯ୍ୟ ଓ ଗୁପ୍ତ ସାମ୍ରାଜ୍ୟର ଏବଂ ଶାକ୍ୟ ରାଜବଂଶର ଉତ୍ତରାଧିକାରୀ ପଶ୍ଚିମ ଶତ୍ରପଙ୍କଦ୍ୱାରା ବନ୍ଦର ଓ ବାଣିଜ୍ୟ କେନ୍ଦ୍ର ଭାବେ ବ୍ୟବହୃତ ଭରୁଚ ଏବଂ ଖମ୍ବାଟ ହେଲେ ଗୁଜରାଟର ମୁଖ୍ୟ ଉପକୂଳୀୟ ସହର । ଭାରତୀୟ ରାଜ୍ୟ ବିହାର ଓ ନାଗାଲାଣ୍ଡଭଳି ଗୁଜରାଟରେ ମଧ୍ୟ ମଦ୍ୟବିକ୍ରି ନିଷେଧ ।
ଆଧାରସମ୍ପାଦନ କରନ୍ତୁ
- ↑ ୧.୦ ୧.୧ "Gujarat Budget Analysis 2018–19" (PDF). PRS Legislative Research. Retrieved 19 November 2017.
- ↑ ୨.୦ ୨.୧ "STATE WISE DATA" (PDF). esopb.gov.in. Economic and Statistical Organization, Government of Punjab. Retrieved 17 February 2017.
- ↑ ୩.୦ ୩.୧ ୩.୨ "50th Report of the Commissioner for Linguistic Minorities in India" (PDF). 16 ଜୁଲାଇ 2014. p. 118. Archived from the original (PDF) on 8 ଜୁଲାଇ 2016. Retrieved 6 ନଭେମ୍ବର 2016.
- ↑ Benedikter, Thomas (2009). Language Policy and Linguistic Minorities in India: An Appraisal of the Linguistic Rights of Minorities in India. LIT Verlag Münster. p. 89. ISBN 978-3-643-10231-7.
- ↑ "Sub-national HDI - Area Database". Global Data Lab (in ଇଂରାଜୀ). Institute for Management Research, Radboud University. Retrieved 25 September 2018.
- ↑ ୬.୦ ୬.୧ "Census 2011 (Final Data) - Demographic details, Literate Population (Total, Rural & Urban)" (PDF). planningcommission.gov.in. Planning Commission, Government of India. Retrieved 3 October 2018.
- ↑ ୭.୦ ୭.୧ ୭.୨ ୭.୩ ୭.୪ "Gujarat forgets state bird, tree and flower". The Times of India. 14 January 2016. Retrieved 14 July 2017.
- ↑ "Newest version of Jay Jay Garvi Gujarat song launched(Video)". DeshGujarat. 2011-05-07. Retrieved 2016-11-12.
- ↑ "Which is State Fruit of Gujarat India – Mango (Keri)". Nri Gujarati News. Retrieved 14 July 2017.
- ↑ Other sources:
- "INTER-STATE COUNCIL SECRETARIAT, Ministry of Home Affairs". Retrieved 13 February 2018.
- "West Zone Cultural Centre". wzccindia.com. Ministry of Culture, Government of India. Retrieved 13 February 2018.
- "Geological Survey of India". Retrieved 13 February 2018.
- ↑ "History of Gujarat". Official Portal of the Gujarat Government.
- ↑ Other sources:
- Vijay P. Singh; Il Won Seo; Jung H. Sonu (2006), Water Resources Planning and Management, Water Resources Publication, p. 19, ISBN 9781887201247
- Alison Arnold; Bruno Nettl (2000), The Garland Encyclopedia of World Music: South Asia : the Indian subcontinent, Taylor & Francis, p. 623, ISBN 9780824049461
- V. V. Sugunan (1995), Reservoir Fisheries of India, Food and Agriculture Organization, p. 287, ISBN 9789251036730
- ↑ "Gujarat Population 2018". worldpopulationreview.com. Retrieved 2018-01-24.
ଅଧିକ ତଥ୍ୟସମ୍ପାଦନ କରନ୍ତୁ
ଗୁଜରାଟ ବାବଦରେ ଉଇକିମିଡ଼ିଆର ସହଯୋଗୀ ପ୍ରକଳ୍ପଗୁଡ଼ିକରୁ ଅଧିକ ଜାଣନ୍ତୁ: | |
ଉଇକିଅଭିଧାନରେ ଶବ୍ଦାର୍ଥମାନ ଖୋଜନ୍ତୁ | |
କମନ୍ସରେ ଛବି ଓ ମିଡ଼ିଆସବୁ ଖୋଜନ୍ତୁ | |
ଉଇକିମହାବିହାରରେ ଶିକ୍ଷଣ ଆଧାରମାନ ଖୋଜନ୍ତୁ | |
ଉଇକିସମ୍ବାଦରେ ସମ୍ବାଦ ଲେଖାମାନ ଖୋଜନ୍ତୁ | |
ଉଇକିକଥାରୁ ଢଗଢମାଳି ଓ କଥାମାନ | |
ଉଇକିଉତ୍ସରୁ ମୂଳାଧାର ଲେଖାମାନ | |
ଉଇକିପୋଥିରେ ପଢ଼ାବହିମାନ |
- ସରକାରୀ
- ଅନ୍ୟାନ୍ୟ
- Gujarat at Curlie
ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |