ହୁବଲି-ଧାରୱାଦ ଏକ ଭାରତୀୟ ପୌର ପରିଷଦ (Municipal Corporation) ଅଟେ । ଏହା କର୍ଣ୍ଣାଟକର ଧର୍ୱଦ୍ ଜିଲ୍ଲାରେ ଅବସ୍ଥିତ ।

Unkal1

ଜନସଂଖ୍ୟା ଓ ସାକ୍ଷରତା ସମ୍ପାଦନା

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ହୁବଲି-ଧାରୱାଦ ସହରର ମୋଟ ଜନସଂଖ୍ୟା ୭୮୬୦୧୮ ଅଟେ ।[୧] ସେଥି ମଧ୍ୟରୁ ୫୧.୩୧% ଜଣ ପରୁଷ ହୋଇଥିବା ବେଳେ ୪୮.୬୯% ଜଣ ନାରୀ ଅଟନ୍ତି । ହୁବଲି-ଧାରୱାଦର ସାକ୍ଷରତା ହାର ୭୨.୧୩% ଅଟେ । ଏହା ଜାତୀୟ ହାରଠାରୁ ୭.୨୯% ପ୍ରତିଶତ କମ ଅଟେ । ସେଥିରୁ ୩୯.୮୧% ପ୍ରତିଶତ ପୁରୁଷ ଓ ୩୨.୩୨% ନାରୀ ଅଟନ୍ତି । ୧୧.୮୨% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୧]

ଭାଷା ସମ୍ପାଦନା

କନ୍ନଡ ହୁବଲି-ଧାରୱାଦର ସରକାରୀ ଭାଷା ଅଟେ ।

ଆହୁରି ପଢନ୍ତୁ ସମ୍ପାଦନା

ଆଧାର ସମ୍ପାଦନା

  1. ୧.୦ ୧.୧ "way back machine - ସେନ୍‌ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.

ବାହାର ଲିଙ୍କ ସମ୍ପାଦନା