ଫରିଦାବାଦ
(Faridabadରୁ ଲେଉଟି ଆସିଛି)
ଫରିଦାବାଦ ଏକ ଭାରତୀୟ ପୌର ପରିଷଦ ଅଟେ । ଏହା ହରିଆଣାର fଅରିଦବଦ୍ ଜିଲ୍ଲାରେ ଅବସ୍ଥିତ ।
Faridabad
फ़रीदाबाद ਫਰੀਦਾਬਾਦ فریدآباد | |
---|---|
Country | India |
State | Haryana |
District | Faridabad |
Government | |
• Chief Minister of Haryana | Manohar Lal Khattar |
• Commissioner | Ashok Kumar Sharma |
• Mayor | Ashok Arora |
Area | |
• ସମୁଦାୟ | 742.9 km2 (286.8 sq mi) |
Elevation | 198 m (650 ft) |
Population (2011)[୧] | |
• Total | ୧୪,୧୪,୦୫୦ |
• Density | 2,421/km2 (6,270/sq mi) |
Demonym | Faridabadi |
Languages | |
• Official | Hindi, Punjabi |
Time zone | UTC+5:30 (IST) |
PIN | 121004 |
Telephone code | 0129 |
ଯାନବାହାନ ପଞ୍ଚୀକରଣ | HR-51, HR-29, HR-38(commercial), DL-16(Delhi NCR) |
Website | faridabad mcfbd |
ଭୌଗଳିକ ଅବସ୍ଥିତି
ସମ୍ପାଦନାଫରିଦାବାଦ ୨୮.୪୧୨୫ ଉତ୍ତର ଅକ୍ଷାଂଶ ଓ ୭୭.୩୧୯୮ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୮୩୦ ଫୁଟ ଉଚ୍ଚତାରେ ରହିଛି ।[୨]
ଜନସଂଖ୍ୟା ଓ ସାକ୍ଷରତା
ସମ୍ପାଦନା୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ଫରିଦାବାଦ ସହରର ମୋଟ ଜନସଂଖ୍ୟା ୧୦୫୪୯୮୧ ଅଟେ ।[୩] ସେଥି ମଧ୍ୟରୁ ୫୫.୦୩% ଜଣ ପରୁଷ ହୋଇଥିବା ବେଳେ ୪୪.୯୭% ଜଣ ନାରୀ ଅଟନ୍ତି । ଫରିଦାବାଦର ସାକ୍ଷରତା ହାର ୬୮.୫୪% ଅଟେ । ଏହା ଜାତୀୟ ହାରଠାରୁ -୩.୭୦% ପ୍ରତିଶତ କମ ଅଟେ । ସେଥିରୁ ୪୧.୩୩% ପ୍ରତିଶତ ପୁରୁଷ ଓ ୨୭.୨୦% ନାରୀ ଅଟନ୍ତି । ୧୪.୬୫% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୩]
ଭାଷା
ସମ୍ପାଦନାହିନ୍ଦୀ ଫରିଦାବାଦର ସରକାରୀ ଭାଷା ଅଟେ ।
ଆହୁରି ପଢନ୍ତୁ
ସମ୍ପାଦନାଆଧାର
ସମ୍ପାଦନା- ↑ "Census 2011" (PDF). The Registrar General & Census Commissioner, India. Retrieved 14 June 2015.
- ↑ "Directory of Cities, Towns, and Regions in India". Retrieved 27 September 2015.
- ↑ ୩.୦ ୩.୧ "way back machine - ସେନ୍ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.