ମଧ୍ୟ ପ୍ରଦେଶ

ଭାରତର ଏକ ରାଜ୍ୟ


ମଧ୍ୟ ପ୍ରଦେଶ ଭାରତର ମଧ୍ୟଭାଗରେ ଥିବା ଏକ ରାଜ୍ୟ ।ଏହାର ରାଜଧାନୀ ଭୋପାଳ । ଏହାର ବଡ଼ ସହର ଇନ୍ଦୋର । ଏହାର ଭୌଗୋଳିକ ଅବସ୍ଥିତି ଯୋଗୁଁ ଏହାକୁ "ଭାରତର ହୃଦୟ" କୁହାଯାଏ । କ୍ଷେତ୍ରଫଳ ଦୃଷ୍ଟିରୁ ଏହା ଦେଶର ଦ୍ୱିତୀୟ ବୃହତମ ରାଜ୍ୟ ଏଟେ । ଜନସଂଖ୍ୟା ଦୃଶ୍ଟିରୁ ଏହା ଦେଶର ପଞ୍ଚମ ବୃହତମ ରାଜ୍ୟ । ଏହାର ଉତ୍ତର-ପଶ୍ଚିମରେ ରାଜସ୍ଥାନ , ପଶ୍ଚମରେ ଗୁଜରାଟ , ଦକ୍ଷିଣରେ ମହାରାଷ୍ଟ୍ର , ଦକ୍ଷିଣ-ପୂର୍ବରେ ଛତିଶଗଡ଼ , ଉତ୍ତର-ପୂର୍ବରେ ଉତ୍ତରପ୍ରଦେଶ ଅଛି ।

ମଧ୍ୟ ପ୍ରଦେଶ
ଭାରତରେ ମଧ୍ୟ ପ୍ରଦେଶର ଅବସ୍ଥାନ
ଭାରତରେ ମଧ୍ୟ ପ୍ରଦେଶର ଅବସ୍ଥାନ
ଦେଶ ଭାରତ
ସ୍ଥାପନ୧ ନଭେମ୍ବର ୧୯୫୬
ରାଜଧାନୀଭୋପାଲ
ବୃହତ୍ତମ ନଗରଇନ୍ଦୋର
ଜିଲ୍ଲା ସଂଖ୍ୟା୫୦
ସରକାର
 • ରାଜ୍ୟପାଳରାମ ନରେଶ ଯାଦବ
 • ମୁଖ୍ୟମନ୍ତ୍ରୀଶିବରାଜ ସିଂ ଚୌହାନ
 • ନ୍ୟାୟପାଳିକାଏକ ନ୍ୟାୟପାଳିକା (୨୩୦ ଆସନ)
 • ସାଂସଦ୨୯ (ଲୋକ ସଭା)
କ୍ଷେତ୍ରଫଳ
 • ମୋଟ308252 km2 (1,19,017 sq mi)
କ୍ଷେତ୍ରଫଳ କ୍ରମାଙ୍କ୨ୟ
ଜନସଂଖ୍ୟା
 (୨୦୧୧)
 • ମୋଟ୭,୫୬,୯୭,୫୬୫
 • କ୍ରମାଙ୍କ୬ଷ୍ଟ
 • ଘନତା250/km2 (640/sq mi)
ସମୟ ମଣ୍ଡଳUTC+୦୫:୩୦ (IST)
ISO 3166 codeIN-MP
HDIIncrease ୦.୪୮୮ (କମ)
HDI କ୍ରମାଙ୍କ୨୬ ତମ(୨୦୦୫)
ସାକ୍ଷରତା୭୬.୫%
ସରକାରୀ ଭାଷାହିନ୍ଦୀ
ୱେବସାଇଟmp.gov.in

ଭୂଗୋଳସମ୍ପାଦନ କରନ୍ତୁ

ଇତିହାସସମ୍ପାଦନ କରନ୍ତୁ

ଭାଷା ଓ ସାହିତ୍ୟସମ୍ପାଦନ କରନ୍ତୁ

== ଆଧାର ==ବୋଲ୍‌ଡ (Bold) ଲେଖା

ଅଧିକ ତଥ୍ୟସମ୍ପାଦନ କରନ୍ତୁ