ଗୁଆହାଟୀ (/ɡʊwəˈhɑːti/ (listen); ଆସାମ ରାଜ୍ୟର ବୃହତ୍ତମ ତଥା ଉତ୍ତର-ପୂର୍ବ ଭାରତର ଏକ ପ୍ରମୁଖ ସହର ଅଟେ। ଏହାକୁ ଉତ୍ତର-ପୂର୍ବ ଭାରତର ପ୍ରବେଶ ଦ୍ୱାର ମଧ୍ୟ କୁହାଯାଏ । ଏହାର ପୁରାତନ ନାମ ପ୍ରାଗଜ୍ୟୋତିଷପୁର ଥିଲା ଓ ଏହା ପ୍ରାଚୀନ ଆସାମ (କାମରୂପ)ର ରାଜଧାନୀ ଥିଲା । [୩][୪][୫]

ଗୁଆହାଟୀ

গুৱাহাটী

ପ୍ରାଗଜ୍ୟୋତିଷ୍ପୁର, ଦୁର୍ଜୟ
ମହାନଗର
Guwahati sg.png
Nickname(s): 
City of Eastern Light,[୧] City of Eastern Astrology, City of Temples, Gateway of the North-East India
ଦେଶ India
ରାଜ୍ୟଆସାମ
RegionLower Assam
ଜିଲ୍ଲାକାମରୂପ ମହାନଗର ଜିଲ୍ଲା
ସରକାର
 • ପରିଚାଳନାGMC, GMDA
 • MayorAbir Patra (INC)
 • Deputy CommissionerShri Ashutosh Agnihotri, IAS[୨]
Elevation
55.5 m (182.1 ft)
ଜନସଂଖ୍ୟା
 (2011 (cencus))
 • କ୍ରମାଙ୍କ46
 • ମହାନଗର
୯୬୦,୭୮୭
ଭାଷା
 • ସରକାରୀଆସାମି, ଇଂରାଜୀ
ସମୟ ମଣ୍ଡଳUTC+5:30 (IST)
ପିନ କୋଡ଼
781 XXX
Telephone code+91 - (0) 361 - XX XX XXX
ଗାଡ଼ି ପଞ୍ଜିକରଣAS-01 (Guwahati) / AS-25 (Dispur)
Planning agencyGMC, GMDA
ClimateCwa (Köppen)
ୱେବସାଇଟwww.gmcportal.in

ଇତିହାସସମ୍ପାଦନ କରନ୍ତୁ

ଭୂଗୋଳସମ୍ପାଦନ କରନ୍ତୁ

ପର୍ଯ୍ୟଟନସମ୍ପାଦନ କରନ୍ତୁ

ଆଧାରସମ୍ପାଦନ କରନ୍ତୁ

  1. Raatan, T, History, religion and culture of north east India, p. 71
  2. Web.com(india) Pvt. Ltd. "Deputy Commissioner & Superintendent of Police". Assamgovt.nic.in. Retrieved 2013-02-12.
  3. Barthakur, Pulin Behari, Assam
  4. "History". Government of Assam. Retrieved June 14, 2012.
  5. Kishore, Sharma, Dr. B.R., Dr. Shiv, India - A Travel Guide)

ବାହାର ତଥ୍ୟସମ୍ପାଦନ କରନ୍ତୁ