କୋହିମା, ନାଗାଲାଣ୍ଡ ରାଜ୍ୟର ରାଜଧାନୀ ଅଟେ।

କୋହିମା
ସହର
At Kohima Town.jpg
ଦେଶଭାରତ
ରାଜ୍ୟାନାଗାଲାଣ୍ଡ
ଜିଲ୍ଲାକୋହିମା ଜିଲ୍ଲା
Area
 • Total20 km2 (8 sq mi)
Elevation
1,444 m (4,738 ft)
Population
 (2001)
 • Total୭୮,୫୮୪
 • Density3,900/km2 (10,000/sq mi)
ଭାଷା
 • ସରକାରୀଇଂରାଜୀ ଭାଷା
Time zoneUTC+5:30 (IST)
PIN
797001
Telephone code91 (0)370
ଯାନବାହାନ ପଞ୍ଚୀକରଣNL-01
Sex ratio927 /
Websitekohima.nic.in

ଉତତ୍ପତି ସ୍ଥଳସମ୍ପାଦନ କରନ୍ତୁ

ଇତିହାସସମ୍ପାଦନ କରନ୍ତୁ

ଭୌଗଳିକସମ୍ପାଦନ କରନ୍ତୁ

କୋହିମାରେ ଶୀତଋତୁରେ ପ୍ରବଳ ଶୀତ ଓ ଗ୍ରୀଷ୍ମଋତୁରେ ପ୍ରବଳ ଗରମ।ଡିସେମ୍ବରଠାରୁ ଫେବୃୟାରୀ ପର୍ଯ୍ୟନ୍ତ ପ୍ରବଳ ଥଣ୍ଡା। ପ୍ରାୟତଃ ବହୁମାତ୍ରାରେ ତୁଷାର ପାତ ହୁଏ। ଜୁନଠାରୁ ଅଗଷ୍ଟ ଗରମ ପ୍ରବଳ ହୁଏ। ଗ୍ରୀଷ୍ମଋତୁରେ ପ୍ରବଳ ବର୍ଷା ହୁଏ। ଖରାଦିନର ତାପମାତ୍ରା 27–32 °C (80–90 °F) ରୁହେ।

ପାଣିପାଗସମ୍ପାଦନ କରନ୍ତୁ

Climate data for Kohima
Month Jan Feb Mar Apr May Jun Jul Aug Sep Oct Nov Dec Year
Record high °C (°F) ୨୫.୦ ୨୯.୧ ୩୨.୨ ୩୩.୯ ୩୦.୫ ୩୩.୧ ୩୧.୧ ୩୧.୦ ୩୧.୫ ୨୯.୫ ୨୬.୦ ୩୩.୯
(nil)
Average high °C (°F) ୧୬.୬ ୧୭.୯ ୨୨.୧ ୨୪.୧ ୨୪.୪ ୨୪.୯ ୨୫.୦ ୨୫.୪ ୨୫.୦ 23.୪ ୨୦.୬ ୧୭.୭ ୨୨.୨
Average low °C (°F) ୮.୧ ୯.୩ ୧୨.୭ ୧୫.୬ ୧୬.୯ ୧୮.୧ ୧୮.୮ ୧୮.୯ ୧୮.୧ ୧୬.୬ ୧୩.୧ ୯.୪ ୧୪.୬
Record low °C (°F) ୧.୦ ୨.୩ ୪.୦ ୫.୦ ୧୦.୦ ୯.୫ ୭.୮ ୮.୪ ୮.୯ ୫.୦ ୪.୧ ୨.୮ 1.୦
(nil)
Average rainfall mm (inches) ୧୧.୭ ୩୫.4 ୪୭.6 ୮୮.7 1୫୯.୨ ୩୩୩.୮ ୩୭୧.୮ ୩୬୪.୦ ୨୫୦.୧ ୧୨୬.୦ ୩୫.୨ 7.୮ 1831.୩
Average rainy days 2.୦ 3.୯ 5.୮ ୧୨.୨ ୧୬.୯ ୨୩.୧ ୨୪.୬ ୨୨.୯ ୧୯.୧ ୧୦.୭ ୩.୬ ୧.୪ ୧୪୬.୨
Source #1: World Meteorological Organization[୧]
Source #2: India Meteorological Department (record low and high up to 2010)[୨]

ପ୍ରଶାସନସମ୍ପାଦନ କରନ୍ତୁ

ଜନସଂଖ୍ୟାସମ୍ପାଦନ କରନ୍ତୁ

ପର୍ବପର୍ବାଣିସମ୍ପାଦନ କରନ୍ତୁ

ନାଗଲାଣ୍ଡ ସରକାରଦ୍ୱାରା ୨୦୦୨ ଡିସେମ୍ବରରୁ ମହୋତ୍ସବ ଆରମ୍ଭ ହୋଇଥିଲା।ଲକ୍ଷ୍ୟ ଥିଲାକି ଲୋକକଳା ଓ ଲୋକସଂସ୍କୃତି ବିକାଶ ଓ ପ୍ରୋସ୍ରହନ କରିବା। ହର୍ନବିଲ ମହୋତ୍ସବ ମୁଖ୍ୟ ଲକ୍ଷ୍ୟ ନାଗଲାଣ୍ଡ ସଂସ୍କୃତିକୁ ଗୋଟେ ଜାଗାରେ ଏକାଠି କରି ଲୋକଲୋଚନକୁ ଆଣିବା।ପ୍ରତି ବର୍ଷ ୧ ଡିସେମ୍ବରଠାରୁ ୧୦ ଡିସେମ୍ବର ମଧ୍ୟରେ ପାଳିତ ହୁଏ।

ବହୁଦିନ ଧରି ଚାଲୁଥିବା ପର୍ବ ହ୍ରନବିଲ କିସାମା ଗ୍ରାମରେ ପାଳିତ ହୁଏ, କିସାମ କୋହିମା ରାଜଧାନୀ ନାଗଲାଣ୍ଡଠାରୁ ୧୨ କିମି ଦୂରତାରେ ଅବସ୍ଥିତ।ନାଗଲାଣ୍ଡର ସବୁ ଅଧିବାସୀ ସମ୍ପ୍ରଦାୟର ଲୋକମାନେ ସେ ପର୍ବରେ ସାମିଲ ହୁଅନ୍ତି। ପର୍ବର ମୂଳ ଲକ୍ଷ୍ୟ ହଉଛି ଭାବର ଆଦାନ ପ୍ରଦାନ ଏବଂ ନିଜ ସଂସ୍କୃତିକୁ ବଞ୍ଚାଇ ରଖି ସମସ୍ତଙ୍କ ଲୋକଲୋଚନକୁ ଆଣିବା।[୩]

ପରିବହନସମ୍ପାଦନ କରନ୍ତୁ

କୋହିମାକୁ ଯିବା ପାଇଁଦୀମାପୁର ବିମାନବନ୍ଦର ଦୀମାପୁର ସବୁଠାରୁ ପାଖ ରାସ୍ତା ତା ଦୂରତା ପାଖାପାଖି 74 kilometres (46 miles) କୋହିମା ୨ ନମ୍ବର ନ୍ୟାସନାଲ ହାଇୱେବ ସହ ଜଡ଼ିତ ଏବଂ ୨୯ ନମ୍ବର ଜାତୀୟ ରାଜପଥ ମଧ୍ୟ କୋହିମା ସହ ସଂଯୋଗ। କୋହିମା ସହ ରେଳପଥର ସଂଯୋଗ ନାହିଁ।ନିକଟତମ ରେଳପଥର ଷ୍ଟେସନ ହଉଛି ଦୀମାପୁର।୨୦୦୯ ମସିହାଠାରୁ ଦୀମାପୁରଠୁ କୋହିମାକୁ ରେଳପଥରେ ସଂଯୋଗ ପାଇଁ କାମ ଚାଲୁଅଛି।[୪] ବାଦବିବାଦ ପାଇଁ କାମ ବନ୍ଦ ରହିଥିଲା ତା ପରେ ଅନୁମାନ କରାଯାଉଥିଲା କି ୨୦୦୧୩ ଭିତରେ କାମ ସାରିଯିବ ବୋଲି କିନ୍ତୁ କାମ ୨୦୨୦ରେ ଶେଷ ହେବ।[୫]

ଶିକ୍ଷାସମ୍ପାଦନ କରନ୍ତୁ

ବିଦ୍ୟାଳୟସମ୍ପାଦନ କରନ୍ତୁ

ବିଶ୍ୱବିଦ୍ୟାଳୟ ଏବଂ କଲେଜସମ୍ପାଦନ କରନ୍ତୁ

ଖେଳସମ୍ପାଦନ କରନ୍ତୁ

ଫୁଟବଲସମ୍ପାଦନ କରନ୍ତୁ

କୋହିମାରରେ ଏକ ଫୁଟବଲ କ୍ଲବ ଅଛି ତା ନାମ କୋହିମା କମେଟ୍ସ,ସେହି କ୍ଲବରୁ ଭଲ ଭଲ ଖେଳାଳି ନାଗାଲାଣ୍ଡ ପ୍ରିମିୟମ ଲିଗରେ ଖେଳିଥାନ୍ତି।

ଯୋଗାଯୋଗ ଓ ମିଡ଼ିଆସମ୍ପାଦନ କରନ୍ତୁ

ସହରରେ ଅଲ ଇଣ୍ଡିଆ ରେଡ଼ିଓର ଲୋକାଲ ଷ୍ଟେସନ ଅଛି। ସେ ମଧ୍ୟ ଲୋକମାନଙ୍କ ମନରଞ୍ଜନ ପାଇଁ ଅଲଗା କିଛି ପୋଗ୍ରାମ ପ୍ରସାରଣ କରନ୍ତି।

ଗ୍ୟାଲେରିସମ୍ପାଦନ କରନ୍ତୁ

କୋହିମା ରାଜ୍ୟ ସଂଗ୍ରହାଳୟ 
କୋହିମା ଗ୍ରାମ 
କଚରି ଗାଁ,କୋହିମା 
କୋହିମା ସହର 
ସମଧିପୀଠର ଦୃଶ୍ୟ 
ସମାଧିପୀଠର ପ୍ରବେଶ ପଥ 
ତୋମ୍ବ ଜଣେ ଅଜଣା ସୈନିକ ସମାଧି ସ୍ଥଳ 
କୋହିମା ବଜାର 

ଆଧାରସମ୍ପାଦନ କରନ୍ତୁ

  1. "World Weather Information Service–Kohima". World Meteorological Organisation. Archived from the original on 6 May 2012. Retrieved 16 May 2014.
  2. "Ever recorded Maximum and minimum temperatures upto 2010" (PDF). India Meteorological Department. Archived from the original (PDF) on 21 May 2013. Retrieved 18 January 2014. {{cite web}}: Unknown parameter |deadurl= ignored (|url-status= suggested) (help)
  3. Hornbill Festival www.festivalsofindia.in
  4. Sechü, Neidilhoutuo (26 July 2013). "Slow Train Ride to Zubza". Eastern Mirror. Archived from the original on 4 December 2014. Retrieved 23 May 2018.
  5. "The Sentinel". Retrieved 10 June 2015.