ଅଉରଙ୍ଗାବାଦ, ମହାରାଷ୍ଟ୍ର
ଅଉରଙ୍ଗାବାଦ ଏକ ଭାରତୀୟ ପୌର ପରିଷଦ (Municipal Corporation) ଅଟେ । ଏହା ମହାରାଷ୍ଟ୍ରର ଔରଙ୍ଗାବାଦ ଜିଲ୍ଲାରେ ଅବସ୍ଥିତ ।
ଅଉରଙ୍ଗାବାଦ Aurangabad औरंगाबाद | |
---|---|
ସହର | |
![]() ଅଉରଙ୍ଗାବାଦରେ ଥିବା ବିବି କା ମକ୍ବରା | |
Nickname(s): | |
ଦେଶ | ଭାରତ |
ରାଜ୍ୟ | ମହାରାଷ୍ଟ୍ର |
ଅଞ୍ଚଳ | ମରାଠୱାଡା |
ଜିଲ୍ଲା | ଔରଙ୍ଗାବାଦ |
ସ୍ଥାପିତ | ଖ୍ରୀ.ଅ. ୧୬୧୦ |
ସ୍ଥାପନକର୍ତ୍ତା | ମଲିକ୍ ଅମ୍ବର୍ |
ନାମରେ ନାମିତ | ଔରଙ୍ଗଜେବ |
ସରକାର | |
• Divisional Commissioner of Aurangabad | Dr. Umakant Dangat (I.A.S.) |
• ମେୟର | Tryambak Tupe |
କ୍ଷେତ୍ରଫଳ | |
• ସହର | 123 km2 (47 sq mi) |
Elevation | 568 m (1,864 ft) |
ଜନସଂଖ୍ୟା (2011)[୧] | |
• ସହର | ୧୧,୮୯,୩୭୬ |
• କ୍ରମାଙ୍କ | 31 |
• ଘନତା | 9,700/km2 (25,000/sq mi) |
• ମହାନଗର | ୧୫,୧୩,୭୧୧ |
Demonym(s) | Aurangabadkar, Aurangabadi |
ଭାଷା | |
• ସରକାରୀ | ମରାଠୀ |
ସମୟ ମଣ୍ଡଳ | UTC+୫:୩୦ (IST) |
ପିନ କୋଡ଼ | 431 001 |
ଟେଲିଫୋନ କୋଡ଼ | ୦୨୦୪ |
ଗାଡ଼ି ପଞ୍ଜିକରଣ | MH 20 |
ୱେବସାଇଟ | aurangabad.nic.in |
ଭୌଗଳିକ ଅବସ୍ଥିତିସମ୍ପାଦନ କରନ୍ତୁ
ଅଉରଙ୍ଗାବାଦ ୧୯.୮୮୦୯ ଉତ୍ତର ଅକ୍ଷାଂଶ ଓ ୭୫.୩୪୬୭ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୧୯୪୮ ଫୁଟ ଉଚ୍ଚତାରେ ରହିଛି ।[୨]
ଜନସଂଖ୍ୟା ଓ ସାକ୍ଷରତାସମ୍ପାଦନ କରନ୍ତୁ
ଜନସଂଖ୍ୟା ବୃଦ୍ଧି | |||
---|---|---|---|
Census | Pop. | %± | |
1901 | ୩୬,୮୩୭ | — | |
1911 | ୩୪,୯୦୨ | -5.3% | |
1921 | ୩୬,୮୭୬ | 5.7% | |
1931 | ୩୬,୮୭୦ | 0.0% | |
1941 | ୫୦,୯୨୪ | 38.1% | |
1951 | ୬୬,୬୩୬ | 30.9% | |
1961 | ୯୭,୭୦୧ | 46.6% | |
1971 | ୧,୬୫,୨୫୩ | 69.1% | |
1981 | ୩,୦୧,୦୦୦ | 82.1% | |
1991 | ୫,୯୨,୦୦୦ | 96.7% | |
2001 | ୯,୦୨,୧୭୯ | 52.4% | |
2011 | ୧୧,୭୧,୨୬୦ | 29.8% | |
Source:Census of India[୧][୩] |
୨୦୧୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ଅଉରଙ୍ଗାବାଦ ସହରର ମୋଟ ଜନସଂଖ୍ୟା ୧୧,୭୧,୨୬୦ ଅଟେ ।[୪] ଏଠାରେ ପ୍ରତି ୧୦୦୦ ଜଣ ପୁରୁଷରେ ୯୨୯ ଜଣ ନାରୀ ବାସ କରୁଥିବାବେଳେ ଶିଶୁ ନାରୀ-ପୁରୁଷ ଅନୁପାତ ୮୭୧ ଅଟେ । ଅଉରଙ୍ଗାବାଦର ସାକ୍ଷରତା ହାର ୮୭.୪୯% ଅଟେ । ଏହା ଜାତୀୟ ହାର (୭୫.୩%) ଠାରୁ ୧୨.୧୯% ପ୍ରତିଶତ ଅଧିକ । ସେଥିରୁ ୯୨.୧୮% ପ୍ରତିଶତ ପୁରୁଷ ଓ ୮୨.୫୦% ନାରୀ ଅଟନ୍ତି । ୧୩.୫୧% ଲୋକଙ୍କ ବୟସ ସେଠାରେ ୬ ବର୍ଷ ବୟସରୁ କମ ।[୪]
ଭାଷାସମ୍ପାଦନ କରନ୍ତୁ
ମରାଠୀ ଅଉରଙ୍ଗାବାଦର ସରକାରୀ ଭାଷା ଅଟେ ।
ପାଣିପାଗସମ୍ପାଦନ କରନ୍ତୁ
Aurangabad | ||||||||||||||||||||||||||||||||||||||||||||||||||||||||||||
---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|
Climate chart (explanation) | ||||||||||||||||||||||||||||||||||||||||||||||||||||||||||||
| ||||||||||||||||||||||||||||||||||||||||||||||||||||||||||||
|
ପ୍ରାୟତଃ ଭାରତୀୟ ସହର ଗୁଡ଼ିକ ଗ୍ରୀଷ୍ମ ମଣ୍ଡଳୀୟ ହୋଇଥାନ୍ତି । ଅଉରଙ୍ଗାବାଦରେ ବାର୍ଷିକ ସର୍ବାଧିକ ହାରାହାରି ତାପମାତ୍ରା ୩୨.୫ ଡିଗ୍ରୀ ସେଣ୍ଟିଗ୍ରେଡ ଅନୁଭୂତ ହେଉଥିବା ବେଳେ ସର୍ବନିମ୍ନ ହାରାହାରି ତାପମାତ୍ରା ୧୭.୯ ଡିଗ୍ରୀ ସେଣ୍ଟିଗ୍ରେଡ ଅଟେ । ଏଠାରେ ବାର୍ଷିକ ହାରାହାରି ବୃଷ୍ଟିପାତ ୭୧୦.୭ mm/inches ହୋଇଥାଏ ।
Climate data for Aurangabad, ଭାରତ (୧୯୭୧–୨୦୦୦) | |||||||||||||
---|---|---|---|---|---|---|---|---|---|---|---|---|---|
Month | Jan | Feb | Mar | Apr | May | Jun | Jul | Aug | Sep | Oct | Nov | Dec | Year |
ହାରାହାରି ସର୍ବାଧିକ °C (°F) | 29.1 (84.4) |
31.7 (89.1) |
35.5 (95.9) |
38.6 (101.5) |
39.5 (103.1) |
34.7 (94.5) |
30.5 (86.9) |
29.2 (84.6) |
30.4 (86.7) |
32.0 (89.6) |
30.1 (86.2) |
28.3 (82.9) |
32.5 (90.5) |
ହାରାହାରି ସର୍ବନିମ୍ନ °C (°F) | 10.9 (51.6) |
12.9 (55.2) |
17.5 (63.5) |
21.7 (71.1) |
23.6 (74.5) |
22.6 (72.7) |
21.5 (70.7) |
20.9 (69.6) |
20.4 (68.7) |
17.8 (64) |
13.7 (56.7) |
10.8 (51.4) |
17.9 (64.2) |
Average rainfall mm (inches) | 3.4 (0.134) |
3.4 (0.134) |
6.6 (0.26) |
3.1 (0.122) |
27.5 (1.083) |
110.0 (4.331) |
150.9 (5.941) |
152.2 (5.992) |
145.3 (5.72) |
61.9 (2.437) |
33.1 (1.303) |
13.3 (0.524) |
710.7 (27.98) |
ହାରାହାରି ମେଘାତ୍ସନ ଦିବସ | 0.2 | 0.4 | 0.7 | 0.3 | 1.9 | 6.8 | 10.1 | 10.4 | 8.2 | 3.1 | 1.4 | 0.9 | 44.4 |
ହାରାହାରି ବିଜୁଳି ଘଡ଼ଘଡ଼ି ମାରୁଥିବା ଦିବସ | 0.5 | 0.6 | 0.0 | 1.5 | 3.2 | 6.2 | 2.3 | 2.3 | 4.1 | 1.8 | 0.6 | 0.2 | 24.8
|
ହାରାହାରି କୁହୁଡ଼ି ଘେରା ଦିବସ | 0.1 | 0.0 | 1.3 | 0.0 | 0.0 | 0.0 | 0.0 | 0.1 | 0.2 | 0.2 | 0.1 | 0.0 | 0.9 |
Source: India Meteorological Department (temperatures and precipitation)[୬][୭] |
ଆହୁରି ପଢନ୍ତୁସମ୍ପାଦନ କରନ୍ତୁ
ଆଧାରସମ୍ପାଦନ କରନ୍ତୁ
- ↑ ୧.୦ ୧.୧ ୧.୨ Paper 2 – Cities having population 1 million and above – 2011 census
- ↑ "Directory of Cities, Towns, and Regions in India". Retrieved 27 September 2015.
- ↑ Govt of Maharashtra Aurangabad Gazetteer. Section – The People (population)
- ↑ ୪.୦ ୪.୧ http://www.census2011.co.in/census/city/360-aurangabad.html
- ↑ "World Weather Information Service -Aurangabad". Worldweather.wmo.int. 5 October 2006. Retrieved 28 June 2015.
- ↑ "Aurangabad- Climatological Information". India Meteorological Department. Retrieved 29 May 2014.
- ↑ India Meteorological Department. "Ever Recorded Maximum Temperature, Minimum Temperature and 24 Hours Heaviest Rainfall up to 2010" (PDF). India Meteorological Department, Pune. Retrieved 29 May 2014.
ବାହାର ଲିଙ୍କସମ୍ପାଦନ କରନ୍ତୁ
ଉଇକିମିଡ଼ିଆ କମନ୍ସରେ Aurangabad ବାବଦରେ ମାଧ୍ୟମ ରହିଛି । |
- Aurangabad District website
- Gazetteer of Aurangabad. Times of India. 1884. Unknown parameter
|city=
ignored (help)