କେରଳ
ତୃଟି: the {{Wikify}} template is deprecated and has been deemed by the community as too ambiguous; please do not use/transclude/substitute it. Instead, use a more specific template, such as those listed in this template's documentation.
କେରଳ കേരളം | ||
---|---|---|
ରାଜ୍ୟ | ||
| ||
![]() ଭାରତରେ କେରଳର ଅବସ୍ଥାନ | ||
![]() କେରଳର ମାନଚିତ୍ର | ||
ଅବସ୍ଥିତି (ଥିରୁଅନନ୍ତପୁରମ): 8°30′27″N 76°58′19″E / 8.5074°N 76.972°ECoordinates: 8°30′27″N 76°58′19″E / 8.5074°N 76.972°E | ||
ଦେଶ | ![]() | |
ସ୍ଥାପନ | ୧ ନଭେମ୍ବର ୧୯୫୬ | |
ରାଜଧାନୀ | ଥିରୁଅନନ୍ତପୁରମ | |
ବୃହତ୍ତମ ନଗର | ଥିରୁଅନନ୍ତପୁରମ | |
ଜିଲ୍ଲା ସଂଖ୍ୟା | ୧୪ | |
ସରକାର | ||
• ରାଜ୍ୟପାଳ | ଏମ୍.ଓ.ଏଚ. ଫାରୁକ | |
• ମୁଖ୍ୟମନ୍ତ୍ରୀ | ଓମେନ ଚଣ୍ଡି | |
• ନ୍ୟାୟପାଳିକା | ଏକ ନ୍ୟାୟପାଳିକା (୧୪୧ ଆସନ) | |
କ୍ଷେତ୍ରଫଳ | ||
• ମୋଟ | km2 (ପ୍ରକାଶନରେ ଅସୁବିଧା: ଅଜଣା < ଯୁକ୍ତାକ୍ଷର । acres) | |
କ୍ଷେତ୍ରଫଳ କ୍ରମାଙ୍କ | ଷୋଡଶ (୧୬ଶ) | |
ଜନସଂଖ୍ୟା (୨୦୧୧) | ||
• କ୍ରମାଙ୍କ | ଦ୍ୱାଦଶ (୧୨ଶ) | |
• ଘନତା | /km2 (2,200/sq mi) | |
IST (UTC+୦୫:୩୦) | ||
ଆଇଏସଓ ୩୧୬୬ କୋଡ଼ | IN-KL | |
HDI | ![]() | |
HDI କ୍ରମାଙ୍କ | ପ୍ରଥମ (୨୦୦୫) | |
ସାକ୍ଷରତା | ୯୯% | |
ସରକାରୀ ଭାଷା | ମାଲାୟାଲାମ | |
ୱେବସାଇଟ | kerala.gov.in |
କେରଳ (ମାଲାୟଲମ: കേരളം, केरळम्) ଭାରତର ଦକ୍ଷିଣ ପ୍ରାନ୍ତରେ ଅବସ୍ଥିତ । ଏହାର ରାଜଧାନୀ ତିରୁବନନ୍ତପୁରମ୍ (ଥିରୁଅନନ୍ତପୁରମ) ଅଟେ । ମଲାୟଲମ୍ (മലയാളം, मलयाळम्) ଏହି ରାଜ୍ୟର ମୁଖ୍ୟ ଭାଷା ଅଟେ । ଏହା ୧୯୫୬ ମସିହା ନଭେମ୍ବର ୧ ତାରିଖ ଦିନ ରାଜ୍ୟର ମନ୍ୟତା ପ୍ରାପ୍ତ କଲା । ଏଠାରେ ହିନ୍ଦୁ ଓ ମୁସଲମାନମାନଙ୍କ ବ୍ୟତୀତ ଖ୍ରୀଷ୍ଟିଆନମାନେ ମଧ୍ୟ ବହୁଳ ସଙ୍ଖ୍ୟାରେ ବସବାସ କରନ୍ତି । ଭାରତର ଦକ୍ଷଣ - ପଶ୍ଚିମ ସୀମାରେ ଆରବ ସାଗର ଓ ସହାଦ୍ରି ପର୍ବତ ଶୃଙ୍ଖଳାମାନଙ୍କ ମଧ୍ୟରେ ଏକ ଚିତାକର୍ଶକ ଭୂଭାଗ ଅବସ୍ଥିତ ଯାହାକୁ କେରଳ କୁହାଯାଏ ।
ବିଷୟସୂଚୀ
ଭୂଗୋଳସମ୍ପାଦନ କରନ୍ତୁ
ଇତିହାସସମ୍ପାଦନ କରନ୍ତୁ
ଭାଷା ଓ ସାହିତ୍ୟସମ୍ପାଦନ କରନ୍ତୁ
ଆଧାରସମ୍ପାଦନ କରନ୍ତୁ
ଅଧିକ ତଥ୍ୟସମ୍ପାଦନ କରନ୍ତୁ
Kerala ବାବଦରେ ଉଇକିମିଡ଼ିଆର ସହଯୋଗୀ ପ୍ରକଳ୍ପଗୁଡ଼ିକରୁ ଅଧିକ ଜାଣନ୍ତୁ: | |
ଉଇକିଅଭିଧାନରେ ଶବ୍ଦାର୍ଥମାନ ଖୋଜନ୍ତୁ | |
କମନ୍ସରେ ଛବି ଓ ମିଡ଼ିଆସବୁ ଖୋଜନ୍ତୁ | |
ଉଇକିମହାବିହାରରେ ଶିକ୍ଷଣ ଆଧାରମାନ ଖୋଜନ୍ତୁ | |
ଉଇକିସମ୍ବାଦରେ ସମ୍ବାଦ ଲେଖାମାନ ଖୋଜନ୍ତୁ | |
ଉଇକିକଥାରୁ ଢଗଢମାଳି ଓ କଥାମାନ | |
ଉଇକିଉତ୍ସରୁ ମୂଳାଧାର ଲେଖାମାନ | |
ଉଇକିପୋଥିରେ ପଢ଼ାବହିମାନ |
Wikivoyage has travel information related to: Kerala |
- Government
- Official entry portal of the Government of Kerala
- Department of Tourism, Government of Kerala
- Directorate of Census Operations of Kerala
ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |