ଚେନ୍ନାଇ
ତାମିଲନାଡୁର ରାଜଧାନୀ
(Chennaiରୁ ଲେଉଟି ଆସିଛି)
ଚେନ୍ନାଇ଼ 'ତାମିଲନାଡୁ' ରାଜ୍ୟର ରାଜଧାନୀ ଅଟେ।
ଚେନ୍ନାଇ | |
---|---|
ରାଜଧାନୀ, ସହର | |
![]() Clockwise from top: Chennai Central, Marina Beach, Kapaleeswarar Temple, Santhome Basilica, Bharata Natyam recital. | |
Country | ଭାରତ |
State | ତାମିଲନାଡୁ |
District | ଚେନ୍ନାଇ |
ପୁରୁଣା ନାମ | ମାଡ୍ରାସ |
ସରକାର | |
• Mayor | Saidai Duraisamy[୧] |
• Deputy Mayor | P. Benjamin |
• Corporation Commissioner | D.Karthikeyan |
• Police Commissioner | J K Tripathy[୨] |
କ୍ଷେତ୍ରଫଳ | |
• ରାଜଧାନୀ, ସହର | ୪୨୬.୭ km୨ (୧୬୪.୪୮ sq mi) |
• ନଗର | 1,189 km2 (464.45 sq mi) |
Elevation | 6 m (20 ft) |
ଜନସଂଖ୍ୟା (2011)[୩] | |
• ରାଜଧାନୀ, ସହର | ୪୬,୮୧,୦୮୭ |
• କ୍ରମାଙ୍କ | 6th |
• ଘନତା | 26,702/km2 (69,160/sq mi) |
• ମହାନଗର | ୮୬,୯୬,୦୧୦ |
• Metro rank | ୪th |
• Demonym | Chennaite |
ସମୟ ମଣ୍ଡଳ | UTC+05:30 (IST) |
ପିନ କୋଡ଼ | 600 xxx, |
ଗାଡ଼ି ପଞ୍ଜିକରଣ | TN 01–10, 18, 20, 22 |
UN/LOCODE | IN MAA |
Telephone | 91-44-XXXX XXXX |
ସରକାରୀ ଭାଷା | ତାମିଲ |
ୱେବସାଇଟ | www |
ଭୂଗୋଳସମ୍ପାଦନ କରନ୍ତୁ
ଇତିହାସସମ୍ପାଦନ କରନ୍ତୁ
ଚେନ୍ନାଇର ପୂର୍ବ ନାମ ମାଡ୍ରାସ ଥିଲା। ୧୬୩୯ ଅଗଷ୍ଟ ୨୨ରେ ବ୍ରିଟିଶ ଇଷ୍ଟ ଇଣ୍ଡିଆ କମ୍ପାନୀଦ୍ୱାରା ମାଡ୍ରାସ ସହର ପ୍ରତିଷ୍ଠା ହୋଇଥିଲା। କରମଣ୍ଡଳ ଉପକୂଳରେ ୩ ମାଇଲ୍ସର ଆୟତନ ପରିମିତ ଏକ ଅଞ୍ଚଳକୁ ତତ୍କାଳୀନ ନାୟକ ଶାସକଙ୍କ ଠାରୁ କିଣି ଏହାର ନାମକରଣ କରିଥିଲେ। ଏହି ଦିବସକୁ ମାଡ୍ରାସ ଦିବସ ଘୋଷଣା କରାଯାଇଥିଲା। ଭାରତ ସ୍ୱାଧୀନତା କରିବା ପରେ ମାଡ୍ରାସ ଷ୍ଟେଟର ରାଜଧାନୀ ଭାବେ ଏହି ସହରକୁ ଘୋଷଣା କରାଯାଇଥିଲା। ପରେ ୧୯୬୯ରେ ମାଡ୍ରାସ ଷ୍ଟେଟ ତାମିଲନାଡୁ ରାଜ୍ୟରେ ସାମିଲ ହୋଇଥିଲା। [୫]ବଙ୍ଗୋପସାଗରର କରମଣ୍ଡଳ ଉପକୂଳରେ ଅବସ୍ଥିତ ଏହି ସହର ବାଣିଜ୍ୟିକ, ସାଂସ୍କୃତିକ, ଅର୍ଥନୈତିକ ଏବଂ ଶିକ୍ଷା କ୍ଷେତ୍ରରେ ବେଶ ଗୁରୁତ୍ୱପୂର୍ଣ୍ଣ ଭୂମିକା ବହନ କରୁଛି। ଅପର ପକ୍ଷରେ ଏଠାରେ ଥିବା ମାଡ୍ରାସ ବନ୍ଦର ଭାରତର ଦ୍ୱିତୀୟ ସର୍ବବୃହତ ବନ୍ଦର।
ପର୍ଯ୍ୟଟନସମ୍ପାଦନ କରନ୍ତୁ
ଆଧାରସମ୍ପାଦନ କରନ୍ତୁ
- ↑ "Who's Who". About Corporation of Chennai. Corporation of Chennai. Retrieved 10 September 2012.
- ↑ "Commissioner of Police". Government of Tamil Nadu. Retrieved 10 September 2012.
- ↑ "Tamil Nadu district wise population" (PDF). Census of Tamil Nadu. Retrieved 5 April 2011.
- ↑ "Urban Agglomerations/Cities having population 1 lakh and above" (PDF). Census of India. Retrieved 17 October 2011.
- ↑ http://www.madras.com/v/history/
ଅଧିକ ତଥ୍ୟସମ୍ପାଦନ କରନ୍ତୁ
ଚେନ୍ନାଇ ବାବଦରେ ଉଇକିମିଡ଼ିଆର ସହଯୋଗୀ ପ୍ରକଳ୍ପଗୁଡ଼ିକରୁ ଅଧିକ ଜାଣନ୍ତୁ: | |
ଉଇକିଅଭିଧାନରେ ଶବ୍ଦାର୍ଥମାନ ଖୋଜନ୍ତୁ | |
କମନ୍ସରେ ଛବି ଓ ମିଡ଼ିଆସବୁ ଖୋଜନ୍ତୁ | |
ଉଇକିମହାବିହାରରେ ଶିକ୍ଷଣ ଆଧାରମାନ ଖୋଜନ୍ତୁ | |
ଉଇକିସମ୍ବାଦରେ ସମ୍ବାଦ ଲେଖାମାନ ଖୋଜନ୍ତୁ | |
ଉଇକିକଥାରୁ ଢଗଢମାଳି ଓ କଥାମାନ | |
ଉଇକିଉତ୍ସରୁ ମୂଳାଧାର ଲେଖାମାନ | |
ଉଇକିପୋଥିରେ ପଢ଼ାବହିମାନ |
- Chennai ସଙ୍ଗେ ଯୋଡ଼ାଥିବା ଉଇକିମିଡ଼ିଆ କମନ୍ସରେ ଥିବା ମିଡ଼ିଆ
- Official government website of Chennai District
- Official website of the Corporation of Chennai
Wikivoyage has a travel guide for Chennai. |
ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |