ଶ୍ୟାମଳେନ୍ଦୁ ଭଟ୍ଟାଚାର୍ଯ୍ୟ

ହାସ୍ୟ-ଅଭିନେତା
(ଶ୍ୟାମଳେନ୍ଦୁରୁ ଲେଉଟି ଆସିଛି)

ଶ୍ୟାମଳେନ୍ଦୁ ଭଟ୍ଟାଚାର୍ଯ୍ୟ ଜଣେ ଓଡ଼ିଆ ସିନେ ଅଭିନେତା [୧] ଓ ନୃତ୍ୟନିର୍ଦ୍ଦେଶକ । ସେ ମୁଖ୍ୟତଃ ଜଣେ ହାସ୍ୟ-ଅଭିନେତା ଭାବେ ପାଖାପାଖି ସିନେମାରେ ଅଭିନୟ କରିଛନ୍ତି । ସେ ସ୍ତ୍ରୀ, ଝିଲିମିଲି, କିଏ କାହାର (୧୯୬୮)[୨]ଅଭିମାନ (୧୯୭୭) ଆଦି କଥାଚିତ୍ରରେ ନିଜ ଅଭିନୟ ପାଇଁ ଜଣା ।[୩] ତାଙ୍କ ଅଭିନୀତ ଶେଷ ଚଳଚ୍ଚିତ୍ର ଥିଲା ୨୦୧୧ ମସିହାର ତୁମେ ହିଁ ସାଥି ମୋର[୪] ସେ ଦୁଇଟି ଓଡ଼ିଆ ଚଳଚ୍ଚିତ୍ର ଓରେ ନୃତ୍ୟ ନିର୍ଦ୍ଦେଶନା ଦେଇଥିଲେ ।[୫] [୬]

ଶ୍ୟାମଳେନ୍ଦୁ ଭଟ୍ଟାଚାର୍ଯ୍ୟ
ଜନ୍ମ
ବୃତ୍ତିଅଭିନେତା

ଅଭିନୀତ ଓଡ଼ିଆ କଥାଚିତ୍ର ସମ୍ପାଦନ କରନ୍ତୁ

ନୃତ୍ୟ ନିର୍ଦ୍ଦେଶନା ସମ୍ପାଦନ କରନ୍ତୁ

କଥାଚିତ୍ର ମୁକ୍ତିଲାଭ ବର୍ଷ
ଅଭିଳାଷ ୧୯୮୩
ଅଭିମାନ ୧୯୭୭

ଆଧାର ସମ୍ପାଦନ କରନ୍ତୁ

  1. "Odiya Celebrities: Actors". Retrieved 30 August 2015.
  2. "Classic in theatre after 42 years". The Telegraph. 6 September 2011. Retrieved 30 August 2015.
  3. Palit, Ashok. "FJF of Orissa screened yeaster year commercial hit movie Kiea Kahar". Odisha Diary. Retrieved 30 August 2015.
  4. "A musical entertainer in the offing". The New Indian Express. 27 March 2009. Retrieved 30 August 2015.
  5. "Year 1984: Abhilash". Odia Movie Database. Retrieved 30 August 2015.
  6. ସିଂ, ଭୀମ. ଓଡ଼ିଆ ଚଳଚ୍ଚିତ୍ରର ଅଜ୍ଞାତ ଅଧ୍ୟାୟ.

ବାହାର ଲିଙ୍କ ସମ୍ପାଦନ କରନ୍ତୁ