ସମୟ ବଡ଼ ବଳବାନ

୧୯୮୫ର ଓଡ଼ିଆ କଥାଚିତ୍ର

ସମୟ ବଡ଼ ବଳବାନ, ୧୯୮୫ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ଶିଶିର ମିଶ୍ର[୧][୨]

ସମୟ ବଡ଼ ବଳବାନ
ନିର୍ଦ୍ଦେଶକଶିଶିର ମିଶ୍ର
ପ୍ରଯୋଜକଧୀର ବିଶ୍ୱାଳ
ଚିତ୍ରନାଟ୍ୟଶିଶିର ମିଶ୍ର
କାହାଣୀଶିଶିର ମିଶ୍ର
କଳାକାରଉତ୍ତମ ମହାନ୍ତି, ବିଜୟ ମହାନ୍ତି, ଶ୍ରୀରାମ ପଣ୍ଡା, ମହାଶ୍ୱେତା ରାୟ, ଝରଣା ଦାସ
ସଙ୍ଗୀତପ୍ରଫୁଲ୍ଲ କର
ଚିତ୍ରଗ୍ରହଣରାଜନ କିନ୍ନାଗି, ଦିଲୀପ ଦତ୍ତ
ସମ୍ପାଦକଶ୍ରୀକାନ୍ତ ତେଲଙ୍ଗ
ମୁକ୍ତିଲାଭ ତାରିଖ
୧୯୮୫
ଦେଶ ଭାରତ
ଭାଷାଓଡ଼ିଆ

ଅଭିନୟ ସମ୍ପାଦନ କରନ୍ତୁ

ଓଡ଼ିଆଚଳଚ୍ଚିତ୍ର ‘ସମୟ ବଡ଼ ବଳବାନ’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ:

ଆଧାର ସମ୍ପାଦନ କରନ୍ତୁ

  1. "Five from Odisha get Padma honours". Odisha Sun Times. 25 January 2018. Retrieved 13 July 2018.
  2. "ଏହି ପପୁଲାର ନିର୍ଦ୍ଦେଶକଙ୍କ ସହ କାମ କରିନାହାନ୍ତି ଓଲିଉଡ ସୁପରଷ୍ଟାର ଅନୁଭବ". OdishaLIVE. 31 May 2018. Archived from the original on 27 August 2018. Retrieved 27 August 2018.
  3. "ଷ୍ଟାଇଲ ମାଷ୍ଟର ବିଜୟ" (PDF). ନିତିଦିନ. 8 April 2018. Retrieved 30 August 2018.
  4. III, Harris M. Lentz (2011). Obituaries in the Performing Arts, 2010 (in ଇଂରାଜୀ). McFarland. ISBN 9780786441754. Retrieved 21 September 2018.

ବାହାର ଆଧାର ସମ୍ପାଦନ କରନ୍ତୁ