ଭୁଲି ହୁଏନା

୧୯୮୭ର ଓଡ଼ିଆ କଥାଚିତ୍ର

ଭୁଲି ହୁଏନା, ୧୯୮୭ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଅଶୋକ ସ୍ୱାଇଁ ଓ ଅସିତ ଦାସ ମହାପାତ୍ର । ଯଦୁନାଥ ଦାସ ମହାପାତ୍ର ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ ।[୧] ପ୍ରଣବ ଦାସ ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ।[୨] ଅଭିନେତା ବିଜୟ ମହାନ୍ତି ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।[୨]

ଭୂଲି ହୁଏନା
ନିର୍ଦ୍ଦେଶକବିଜୟ ମହାନ୍ତି
ପ୍ରଯୋଜକଅଶୋକ ସ୍ୱାଇଁ, ଅସିତ ଦାସ ମହାପାତ୍ର
ଚିତ୍ରନାଟ୍ୟପ୍ରଣବ ଦାସ
କାହାଣୀଯଦୁନାଥ ଦାସ ମହାପାତ୍ର
କଳାକାରଦେବୁ ବୋଷ, ବିଜୟ ମହାନ୍ତି, ଶ୍ରୀରାମ ପଣ୍ଡା, ରାମେଶ୍ୱରୀ, ଜୟୀରାମ ସାମଲ
ସଙ୍ଗୀତଅକ୍ଷୟ ମହାନ୍ତି, ପ୍ରଫୁଲ୍ଲ କର
ସମ୍ପାଦକଏ. ଶ୍ରୀକର ପ୍ରସାଦ
ମୁକ୍ତିଲାଭ ତାରିଖ
୧୯୮୭
ଦେଶ ଭାରତ
ଭାଷାଓଡ଼ିଆ
ଖର୍ଚ୍ଚIndian Rupee ₹ ୪ଲକ୍ଷ ୨୫ହଜାର

ବିଜୟ ମହାନ୍ତିଙ୍କ ନିର୍ଦ୍ଦେଶନାରେ ନିର୍ମିତ ଓଡ଼ିଆଚଳଚ୍ଚିତ୍ର ଭୂଲି ହୁଏନା [୩] ୧୯୮୭ ମସିହାରେ ମୁକ୍ତିଲାଭ କରିଥିଲା ।

ଅଭିନୟରେ ସମ୍ପାଦନା

ଆଧାର ସମ୍ପାଦନା

  1. "ଯଦୁନାଥ ଦାସ ମହାପାତ୍ରଙ୍କ ପରଲୋକ". Retrieved 3 October 2018.
  2. ୨.୦ ୨.୧ ଦାସ, ପ୍ରଣବ (8 April 2018). "ଷ୍ଟାଇଲ ମାଷ୍ଟର ବିଜୟ" (PDF). ନିତିଦିନ. Retrieved 30 August 2018.[permanent dead link]
  3. ଇଣ୍ଟରନେଟ ମୁଭି ଡାଟାବେସରେ ଭୁଲି ହୁଏନା