ଭୁଲି ହୁଏନା
୧୯୮୭ର ଓଡ଼ିଆ କଥାଚିତ୍ର
ଭୁଲି ହୁଏନା, ୧୯୮୭ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଅଶୋକ ସ୍ୱାଇଁ ଓ ଅସିତ ଦାସ ମହାପାତ୍ର । ଯଦୁନାଥ ଦାସ ମହାପାତ୍ର ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ ।[୧] ପ୍ରଣବ ଦାସ ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ।[୨] ଅଭିନେତା ବିଜୟ ମହାନ୍ତି ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।[୨]
ଭୂଲି ହୁଏନା | |
---|---|
ନିର୍ଦ୍ଦେଶକ | ବିଜୟ ମହାନ୍ତି |
ପ୍ରଯୋଜକ | ଅଶୋକ ସ୍ୱାଇଁ, ଅସିତ ଦାସ ମହାପାତ୍ର |
ଚିତ୍ରନାଟ୍ୟ | ପ୍ରଣବ ଦାସ |
କାହାଣୀ | ଯଦୁନାଥ ଦାସ ମହାପାତ୍ର |
କଳାକାର | ଦେବୁ ବୋଷ, ବିଜୟ ମହାନ୍ତି, ଶ୍ରୀରାମ ପଣ୍ଡା, ରାମେଶ୍ୱରୀ, ଜୟୀରାମ ସାମଲ |
ସଙ୍ଗୀତ | ଅକ୍ଷୟ ମହାନ୍ତି, ପ୍ରଫୁଲ୍ଲ କର |
ସମ୍ପାଦକ | ଏ. ଶ୍ରୀକର ପ୍ରସାଦ |
ମୁକ୍ତିଲାଭ ତାରିଖ | ୧୯୮୭ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଖର୍ଚ୍ଚ | ୪ଲକ୍ଷ ୨୫ହଜାର |
ବିଜୟ ମହାନ୍ତିଙ୍କ ନିର୍ଦ୍ଦେଶନାରେ ନିର୍ମିତ ଓଡ଼ିଆଚଳଚ୍ଚିତ୍ର ଭୂଲି ହୁଏନା [୩] ୧୯୮୭ ମସିହାରେ ମୁକ୍ତିଲାଭ କରିଥିଲା ।
ଅଭିନୟରେ
ସମ୍ପାଦନାଆଧାର
ସମ୍ପାଦନା- ↑ "ଯଦୁନାଥ ଦାସ ମହାପାତ୍ରଙ୍କ ପରଲୋକ". Retrieved 3 October 2018.
- ↑ ୨.୦ ୨.୧ ଦାସ, ପ୍ରଣବ (8 April 2018). "ଷ୍ଟାଇଲ ମାଷ୍ଟର ବିଜୟ" (PDF). ନିତିଦିନ. Retrieved 30 August 2018.[permanent dead link]
- ↑ ଇଣ୍ଟରନେଟ ମୁଭି ଡାଟାବେସରେ ଭୁଲି ହୁଏନା