ଅନୁତାପ (ଓଡ଼ିଆ କଥାଚିତ୍ର)

୧୯୭୭ର ଓଡ଼ିଆ କଥାଚିତ୍ର

ଜଲାଲ ଆଦେନୀଙ୍କ ନିର୍ଦ୍ଦେଶନାରେ ନିର୍ମିତ, ଅଭିଯାତ୍ରିକ ପ୍ରଡ଼କ୍ସନର ଓଡ଼ିଆ କଥାଚିତ୍ର 'ଅନୁତାପ' ୧୯୭୭ ମସିହାରେ ମୁକ୍ତିଲାଭ କରିଥିଲା । [୧]

ଅନୁତାପ
ନିର୍ଦ୍ଦେଶକଜଲାଲ ଆଦେନୀ
ପ୍ରଯୋଜକଜୟନ୍ତ କୁମାର
ସଂଳାପ(ସଂଳାପ): ରମେଶ ପାଣିଗ୍ରାହୀ
ଚିତ୍ରନାଟ୍ୟଜୟନ୍ତ କୁମାର
କାହାଣୀଜୟନ୍ତ କୁମାର
କଳାକାରସୁରେଶ ମହାପାତ୍ର, ପ୍ରୀତି, ସାମୁଏଲ ସାହୁ (ବାବି)
ସଙ୍ଗୀତଜଲାଲ ଆଦେନୀ
ମୁକ୍ତିଲାଭ ତାରିଖ
୨୮ ଅପ୍ରେଲ ୧୯୭୭
କଥାଚିତ୍ରର ସମୟ
୧୩୯ ମିନଟ
ଦେଶଭାରତ
ଭାଷାଓଡ଼ିଆ

ଅଭିନୟରେ ସମ୍ପାଦନା

ଓଡ଼ିଆ କଥାଚିତ୍ର ‘ଅନୁତାପ’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ:

ଗୀତ ଓ ସଙ୍ଗୀତ ସମ୍ପାଦନା

ଆଧାର ସମ୍ପାଦନା

  1. Indian Films. 1978.
  2. http://www.newindianexpress.com/states/odisha/Eminent-Lyricist-Nizam-is-no-More-Hospital-in-Trouble-for-Withholding-Body/2015/09/21/article3039956.ece
  3. http://timesofindia.indiatimes.com/city/bhubaneswar/Tansen-Singh-in-penury/articleshow/18719341.cms

ଅଧିକ ତଥ୍ୟ ସମ୍ପାଦନା