ଯୋର ଯା'ର ମୂଲକ ତାର

୧୯୮୬ର ଓଡ଼ିଆ କଥାଚିତ୍ର

ଯୋର୍ ଯା'ର ମୂଲକ ତାର ୧୯୮୬ରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ରବି ସ୍ୱାଇଁ ।[୧] ରାଜୁ ମିଶ୍ର ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।[୨][୩]

ଯୋର୍ ଯା'ର ମୂଲକ ତାର
ନିର୍ଦ୍ଦେଶକରାଜୁ ମିଶ୍ର
ପ୍ରଯୋଜକରବି ସ୍ୱାଇଁ
ଚିତ୍ରନାଟ୍ୟରାଜୁ ମିଶ୍ର
କାହାଣୀରାଜୁ ମିଶ୍ର
କଳାକାରଉତ୍ତମ ମହାନ୍ତି
ଅପରାଜିତା ମହାନ୍ତି
ଶ୍ରୀରାମ ପଣ୍ଡା
ବୈଶାଳୀ ପରିଡ଼ା
ହର ପଟ୍ଟନାୟକ
ସଙ୍ଗୀତଅକ୍ଷୟ ମହାନ୍ତି
ଚିତ୍ରଗ୍ରହଣରାଜୁ ମିଶ୍ର
ସମ୍ପାଦକଦେବେନ ମିଶ୍ର
ମୁକ୍ତିଲାଭ ତାରିଖ
୧୯୮୬
ଦେଶ ଭାରତ
ଭାଷାଓଡ଼ିଆ
ଖର୍ଚ୍ଚIndian Rupee ₹ ୧୮ଲକ୍ଷ ୨୫ହଜାର

ଅଭିନୟସମ୍ପାଦନ କରନ୍ତୁ

ସଙ୍ଗୀତସମ୍ପାଦନ କରନ୍ତୁ

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅକ୍ଷୟ ମହାନ୍ତି[୨]

ଆଧାରସମ୍ପାଦନ କରନ୍ତୁ

  1. "ଯେଉଁ ଗୀତଟି ଟି-ସୌରୀଙ୍କୁ ଷ୍ଟାର ବନାଇଥିଲା - Odisha Live". DailyHunt (in Odia). Odisha: Odisha.live. 21 May 2018. Archived from the original on 14 January 2019. Retrieved 14 January 2019.{{cite news}}: CS1 maint: unrecognized language (link)
  2. ୨.୦ ୨.୧ "ସଙ୍ଗୀତକାର ଅକ୍ଷୟ ମହାନ୍ତି ଏବଂ ଓଡ଼ିଆ ସିନେ ନିର୍ଦ୍ଦେଶକ". sambad.in. 12 October 2017. Retrieved 11 July 2018.
  3. "ଏହି ପପୁଲାର ନିର୍ଦ୍ଦେଶକଙ୍କ ସହ କାମ କରିନାହାନ୍ତି ଓଲିଉଡ ସୁପରଷ୍ଟାର ଅନୁଭବ". OdishaLIVE. 31 May 2018. Archived from the original on 27 August 2018. Retrieved 27 August 2018.
  4. "ନିଜ ନିର୍ଦ୍ଦେଶିତ ଏହି ଛବିରେ ପଜିଟିଭ୍‌ ରୋଲ୍‌ କରିଥିଲେ ହର ପଟ୍ଟନାୟକ!". Sambad. 20 September 2017. Archived from the original on 22 July 2018. Retrieved 22 July 2018.

ବାହାର ଆଧାରସମ୍ପାଦନ କରନ୍ତୁ