ଧରିତ୍ରୀ (୧୯୭୩ର କଥାଚିତ୍ର)

୧୯୭୩ର ଓଡ଼ିଆ କଥାଚିତ୍ର

ନିତ୍ୟାନନ୍ଦ ପାଲିତଙ୍କ ନିର୍ଦ୍ଦେଶନାରେ ନିର୍ମିତ ଓଡ଼ିଆ କଥାଚିତ୍ର ଧରିତ୍ରୀ ୧୯୭୩ ମସିହାରେ ମୁକ୍ତିଲାଭ କରିଥିଲା । []

ଧରିତ୍ରୀ
ଧରିତ୍ରୀ (୧୯୭୩ର କଥାଚିତ୍ର) କଥାଚିତ୍ରର ପୋଷ୍ଟର
ନିର୍ଦ୍ଦେଶକନିତ୍ୟାନନ୍ଦ ପାଲିତ
ପ୍ରଯୋଜକଧିର ବିଶ୍ୱାଳ
କାହାଣୀଶ୍ରାବଣୀ
କଳାକାରଶ୍ରୀରାମ ପଣ୍ଡା, ଧୀର ବିଶ୍ୱାଳ, ପ୍ରଶାନ୍ତ ନନ୍ଦ, ଶରତ ପୂଜାରୀ
ସଙ୍ଗୀତଉପେନ୍ଦ୍ର କୁମାର
ମୁକ୍ତିଲାଭ ତାରିଖ
୧୯୭୩ []
ଦେଶ ଭାରତ
ଭାଷାଓଡ଼ିଆ

ଅଭିନୟରେ

ସମ୍ପାଦନା

ଓଡ଼ିଆ କଥାଚିତ୍ର ‘ଧରିତ୍ରୀ’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ:

ଗୀତ ଓ ସଙ୍ଗୀତ

ସମ୍ପାଦନା

ଗୀତ ଗୁଡ଼ିକର ସାରଣୀ

ସମ୍ପାଦନା
କ୍ରମ ଗୀତ ଗୀତିକାର ଗାୟକ / ଗାୟିକା
ସ୍ବର୍ଗାଦପି ଗରୀୟସୀ ଶିବବ୍ରତ ଦାସ ଶ୍ଯାମଲ ମିତ୍ର
ମୋହନ ହେ ମୋହନ ନାରାୟଣ ପ୍ରସାଦ ସିଂହ ନିର୍ମଳା ମିଶ୍ର
ପୀରତି ତୋର ଦୂରୁ ଜୁହାର ବୃନ୍ଦାବନ ଜେନା ଚିତ୍ତ ଜେନାସିପ୍ରା ବୋଷ
ସପନର ପଥେ ପଥେ ଶିବବ୍ରତ ଦାସ ମହମ୍ମଦ ସିକନ୍ଦର ଆଲାମ
ବାରମ୍ବାର ଦେଲେ ପରିଚୟ ନନ୍ଦକିଶୋର ସିଂହ ମହମ୍ମଦ ସିକନ୍ଦର ଆଲାମସିପ୍ରା ବୋଷ
ପ୍ରାଣନାଥ ନଇଲେ ତ ବନମାଳୀ ଦାସ ସିପ୍ରା ବୋଷ
  1. ସିନେ ସମ୍ବାଦ, ଅଗଷ୍ଟ ୧୯୯୭, ପୃଷ୍ଠା-୮୧
  2. Debut film of Shriram Panda: Dharitri
  3. "ଆଜି ଜନ୍ମଦିନ". ସମ୍ବାଦ ୨୦/୦୬/୨୦୧୭ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୨. Archived from the original on 25 June 2017. Retrieved 20 June 2017.

ଅଧିକ ତଥ୍ୟ

ସମ୍ପାଦନା