କାବେରୀ (୧୯୮୩ର କଥାଚିତ୍ର)

୧୯୮୩ର ଓଡ଼ିଆ କଥାଚିତ୍ର

ରବି କିନାଗୀଙ୍କ ନିର୍ଦ୍ଦେଶନାରେ ନିର୍ମିତ ଓଡ଼ିଆ କଥାଚିତ୍ର କାବେରୀ ୧୯୮୩ ମସିହାରେ ମୁକ୍ତିଲାଭ କରିଥିଲା ।[୨]

କାବେରୀ
ନିର୍ଦ୍ଦେଶକରବି କିନାଗୀ, ଗୋବିନ୍ଦ ତେଜ
ପ୍ରଯୋଜକନଗେନ ସାହୁ
ସଂଳାପଗାୟତ୍ରୀ ବସୁ ମଲିକ[୧]
ଚିତ୍ରନାଟ୍ୟଗୋବିନ୍ଦ ତେଜ
କାହାଣୀସଂଳାପ: ନାଟ୍ୟକାର ବିଶ୍ୱଜିତ ଦାସ
କଳାକାରଦେବୁ ବୋଷ, ବିଜୟ ମହାନ୍ତି, ଶ୍ରୀରାମ ପଣ୍ଡା, ଅଜିତ ଦାସ, ଜୟୀରାମ ସାମଲ, ମହାଶ୍ୱେତା ରାୟ
ସଙ୍ଗୀତବାସୁଦେବ ରଥ
ସମ୍ପାଦକଏ. ଶ୍ରୀକର ପ୍ରସାଦ
ମୁକ୍ତିଲାଭ ତାରିଖ
୧୯୮୩
ଦେଶ ଭାରତ
ଭାଷାଓଡ଼ିଆ
ଖର୍ଚ୍ଚIndian Rupee ₹୧୪ ଲକ୍ଷ ୨୫ ହଜାର

କାହାଣୀ ସମ୍ପାଦନ କରନ୍ତୁ

କାବେରୀ (ମହାଶ୍ୱେତା ରାୟ) ପିଲାଦିନରୁ ଭଲପାଏ ସାଗର (ଶ୍ରୀରାମ ପଣ୍ଡା)କୁ୤ ସାଗର କଲେଜରେ ପଢ଼ିବାକୁ ସହରକୁ ଆସେ ୤ ସାଗର ଟିଉସନ କରୁଥିବା ଯୁବତୀ (ନିହାରିକା) ସାଗରକୁ ଭଲପାଇ ବସେ ୤ ସାଗର ଘରେ ନ ଜଣାଇ ନିହାରିକାକୁ ବାହାହୋଇ ଗାଆଁକୁ ଆସେ ୤ ଏଥିରେ ମର୍ମାହତ ହୋଇ କାବେରୀ ଅବିବାହିତା ରହିବାର ନିଷ୍ପତ୍ତି ନିଏ ୤ ପରିଶେଷରେ କାବେରୀକୁ ସାଗର ସ୍ତ୍ରୀର ମର୍ଯ୍ୟାଦା ଦିଏ ୤

ଅଭିନୟରେ ସମ୍ପାଦନ କରନ୍ତୁ

ଓଡ଼ିଆ କଥାଚିତ୍ର ‘କାବେରୀ’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ:

ଗୀତ ଓ ସଙ୍ଗୀତ ସମ୍ପାଦନ କରନ୍ତୁ

  • ସଙ୍ଗୀତକାର: ବାସୁଦେବ ରଥ
  • ଗୀତିକାର: ନାରାୟଣ ପ୍ରସାଦ ସିଂ, ଗୌର ପଟ୍ଟନାୟକ, ବନବିହାରୀ ପଣ୍ଡା
  • ପ୍ରଚ୍ଛଦପଟ ଗାୟକ: ଚିତ୍ତଜେନା, ଭୁବନେଶ୍ୱରୀ ମିଶ୍ର, ସୁରେଶ ୱାଡ଼େକର, ଅନୁରାଧା ପୌଡ଼ୱାଲ

ଗୀତ ସମ୍ପାଦନ କରନ୍ତୁ

  • ଝୁମି ଝୁମି ଯାଉଛି ମନ ନାଚି ଯାଉଛି ଆଜି ଜୀବନର ସବୁକିଛି ପାଇଛି
  • ଆସିବ ବର ତୋର ହୋଇବ ବାହାଘର
  • ଏ ଦୁନିଆ ବୁକୁରେ ବଞ୍ଚିବାକୁ ହେଲେ
  • ଆସୁନ ଆସ
  • ଜୀବନର ସବୁକିଛି ମା ପାଇଁ
  • ଶୁଭ କାମନା ଘେନ ଶୁଭକାମନା

ଆଧାର ସମ୍ପାଦନ କରନ୍ତୁ

  1. http://www.orissadiary.com/CurrentNews.asp?id=45579
  2. http://www.orissadiary.com/ShowEntertainmentNews.asp?id=27464
  3. "ଷ୍ଟାଇଲ ମାଷ୍ଟର ବିଜୟ" (PDF). ନିତିଦିନ. 8 April 2018. Retrieved 30 August 2018.
  4. "ଏହି ସିନେମା ପାଇଁ ମହାଶ୍ୱେତା ଭଏସ୍‌ ଡବିଂ କରି ନ ଥିଲେ ! | Sambad". Sambad. 1 February 2018. Archived from the original on 24 August 2018. Retrieved 24 August 2018.
  5. "ଓଲିଉଡରେ ଏକା ନାମରେ ଅଛନ୍ତି ଏ ଦୁଇ ଅଭିନେତ୍ରୀ | Sambad". Sambad. 24 November 2017. Archived from the original on 24 August 2018. Retrieved 24 August 2018.
  6. "Veteran Odia Actor Sudharani Jena Dies". odishabytes (in English). Bhubaneswar. 23 August 2023. Archived from the original on 23 August 2023. Retrieved 23 August 2023.{{cite news}}: CS1 maint: unrecognized language (link)

ବାହାର ଆଧାର ସମ୍ପାଦନ କରନ୍ତୁ