ଝିଲିମିଲି
୧୯୭୮ର ଓଡ଼ିଆ କଥାଚିତ୍ର
ଝିଲିମିଲି - ୧୯୭୮ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଅଭିନେତ୍ରୀ ଜୟାସ୍ୱାମୀ ଝିଲିମିଲି କଥାଚିତ୍ରରୁ ନିଜ ଅଭିନୟ ଜୀବନ ଆରମ୍ଭ କରିଥିଲେ ।[୧]
ଝିଲିମିଲି | |
---|---|
ନିର୍ଦ୍ଦେଶକ | କେ. ଏଚ. ଡି. ରାଓ |
ଚିତ୍ରନାଟ୍ୟ | କେ. ଏଚ. ଡି. ରାଓ |
କଳାକାର | ଶ୍ରୀରାମ ପଣ୍ଡା, ମହାଶ୍ୱେତା ରାୟ, ଦୁଃଖୀରାମ ସ୍ୱାଇଁ |
ସଙ୍ଗୀତ | ଅକ୍ଷୟ ମହାନ୍ତି |
ସମ୍ପାଦକ | ମହେଶ |
ମୁକ୍ତିଲାଭ ତାରିଖ | ୬ ଜୁନ ୧୯୭୮ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଖର୍ଚ୍ଚ | ୧ ଲକ୍ଷ ୮୦ ହଜାର |
ଅଭିନୟରେ
ସମ୍ପାଦନାଓଡ଼ିଆ କଥାଚିତ୍ର ‘ଝିଲିମିଲି’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ:
ଆଧାର
ସମ୍ପାଦନା- ↑ "ଜୟାଙ୍କ ଜୟଯାତ୍ରା". enewspapr.com/News/NITIDIN. ୨୩ ଅପ୍ରେଲ ୨୦୨୧. p. ୯. Archived from the original on ୨୩ ଅପ୍ରେଲ ୨୦୨୧. Retrieved 23 April 2021.
{{cite web}}
: Check date values in:|date=
and|archivedate=
(help)
ଅଧିକ ତଥ୍ୟ
ସମ୍ପାଦନା- ଇଣ୍ଟରନେଟ ମୁଭି ଡାଟାବେସରେ ଝିଲିମିଲି