ରହିଚି ରହିବି ତୋରି ପାଇଁ

୨୦୦୩ର ଓଡ଼ିଆ କଥାଚିତ୍ର

ରହିଚି ରହିବି ତୋ'ରି ପାଇଁ, ୨୦୦୩ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ପ୍ରାଭାଂଶୁ ସାମନ୍ତରାୟ ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଏବଂ କାହାଣୀ ରଚନା କରିଥିଲେ । ସଞ୍ଜୟ ନାୟକ ଏହି କଥାଚିତ୍ରଟିର କାହାଣୀ ଓ ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୧]

ରହିଚି ରହିବି ତୋରି ପାଇଁ
ନିର୍ଦ୍ଦେଶକସଞ୍ଜୟ ନାୟକ
ପ୍ରଯୋଜକପ୍ରାଭାଂଶୁ ସାମନ୍ତରାୟ
ସଂଳାପସଞ୍ଜୟ ନାୟକ
ଚିତ୍ରନାଟ୍ୟସଞ୍ଜୟ ନାୟକ
କାହାଣୀପ୍ରାଭାଂଶୁ ସାମନ୍ତରାୟ
କଳାକାରସିଦ୍ଧାନ୍ତ ମହାପାତ୍ର
ଉଷସୀ ମିଶ୍ର
ମାମା ମିଶ୍ର
ବିଜୟ ମହାନ୍ତି
ନମ୍ରତା ଦାସ
ଅନିତା ଦାସ
ବିଭୂତି ଭୂଷଣ ବେହେରା
ସଙ୍ଗୀତମଳୟ ମିଶ୍ର
ପ୍ରାଭାଂଶୁ ସାମନ୍ତରାୟ
ଚିତ୍ରଗ୍ରହଣରଞ୍ଜନ ମିଶ୍ର
ସମ୍ପାଦକବିଶ୍ୱନାଥ ରାଓ
ମୁକ୍ତିଲାଭ ତାରିଖ
୨୦୦୩
ଦେଶ ଭାରତ
ଭାଷାଓଡ଼ିଆ

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ସିଦ୍ଧାନ୍ତ ମହାପାତ୍ର ଏବଂ ମାମା ମିଶ୍ର । ଉଷାସୀ ମିଶ୍ର, ବିଜୟ ମହାନ୍ତି, ନମ୍ରତା ଦାସ, ଅନିତା ଦାସ, ଶ୍ରୀତମ ଦାସ, ପ୍ରଦ୍ୟୁମ୍ନ ଲେଙ୍କା, ହରିହର ମହାପାତ୍ର, ସୁମନ, ସଲିଲ ମିତ୍ର, ଜୟୀରାମ ସାମଲ, କୁନା ତ୍ରିପାଠୀ, ବିଜୁ ବଡ଼ଜେନା ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

ଅଭିନୟ ସମ୍ପାଦନା

କାହାଣୀ ସମ୍ପାଦନା

ଗୀତ ଏବଂ ସଙ୍ଗୀତ ସମ୍ପାଦନା

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ମଳୟ ମିଶ୍ର[୫][୧] ଓ ପ୍ରାଭାଂଶୁ ସାମନ୍ତରାୟ । ଶ୍ରୀକାନ୍ତ ଗୌତମ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ ।

ଗୀତ ସମ୍ପାଦନା

କ୍ରମଗୀତସମୟ
1."ଏ ଜୀବନ ନୁହେଁ" 
2."ଆମର ଢୋ ହେଇ ହେଇ ହୋ" 
3."କ‌ହିବକୁ ପ୍ରେମ କାହିଁକି ହୁଏ" 
4."ମସାରୀ ଭିତରେ ମସା" 
5."ଏ ଜୀବନ ନୁହେଁ ଲୁହର ସାଗର" 
6."ରଙ୍ଗିଲାରେ ରଙ୍ଗିଲା" 

ଆଧାର ସମ୍ପାଦନା

  1. ୧.୦ ୧.୧ "ପୁଣି ଯୋଡି ହେଲେ ଓଲିଉଡର ଏହି ଦୁଇ ସେଲିବ୍ରିଟି | Sambad". Sambad. 7 September 2018. Archived from the original on 22 October 2021. Retrieved 7 September 2018.
  2. "୫୭ ବର୍ଷରେ ପାଦ ଥାପିଲେ ସିଦ୍ଧାନ୍ତ, ଅଭିନେତାରୁ ନେତା ସାଜି ଆଜିବି ଦର୍ଶକଙ୍କ ହୃଦୟରେ କରୁଛନ୍ତି ରାଜ୍‌". Prameya News7 (in ଆମେରିକୀୟ ଇଂରାଜୀ). 4 May 2023. Archived from the original on 29 August 2023. Retrieved 29 August 2023.
  3. ୩.୦ ୩.୧ "ପୁଣି ବାହୁଡିଲେ ଜଗାବଳିଆ! ୧୬ ବର୍ଷ ପରେ ସିଦ୍ଧାନ୍ତ ଓ ଶ୍ରୀତମଙ୍କୁ ପରଦାରେ ଦେଖିବାକୁ ମିଳିବ ।". Kanak News. 8 April 2018. Retrieved 16 April 2018.
  4. "ଏହି ଓଲିଉଡ ନାୟିକାମାନଙ୍କର ପରଦା ଉପରେ କେହି ନାୟକ ନ ଥିଲେ". OdishaLIVE. 11 July 2018. Archived from the original on 13 August 2020. Retrieved 1 September 2018.
  5. "ଅଭୟ ମଲିଆ" (PDF). ସମ୍ବାଦ. 29 December 2014. Retrieved 16 April 2018.[permanent dead link]

ବାହାର ଆଧାର ସମ୍ପାଦନା