ବିଜୁ ବଡ଼ଜେନା

ଓଡ଼ିଆ କଥାଚିତ୍ର ଏବଂ ଦୂରଦର୍ଶନ ଧାରାବାହିକ ଅଭିନେତା

ବିଜୁ ବଡ଼ଜେନା ଜଣେ ଓଡ଼ିଆ କଥାଚିତ୍ର ଏବଂ ଦୂରଦର୍ଶନ ଧାରାବାହିକ ଅଭିନେତା ।[୧] ସେ ୧୯୯୪ ମସିହାରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ତାଙ୍କ ଅଭିନୀତ ପ୍ରଥମ ଓଡ଼ିଆ କଥାଚିତ୍ର ଥିଲା ମୋ ମନ ଖାଲି ତୋରି ପାଇଁ । ସେ ୫୦ରୁ ଅଧିକ ଚଳଚ୍ଚିତ୍ରରେ ଅଭିନୟ କରିସାରିଲେଣି ।[୨]

ବିଜୁ ବଡ଼ଜେନା
ଜନ୍ମ
ବୃତ୍ତିଓଡ଼ିଆ କଥାଚିତ୍ର ଅଭିନେତା
ସକ୍ରିୟ ବର୍ଷ୧୯୯୫-ଏବେଯାଏଁ

ପ୍ରାରମ୍ଭିକ ଜୀବନ ସମ୍ପାଦନା

ଅଭିନୟ ଜୀବନ ସମ୍ପାଦନା

ବିଜୁ ୧୯୯୫ ମସିହାରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ସେ ମୋ ମନ ଖାଲି ତୋରି ପାଇଁ କଥାଚିତ୍ର ଜରିଆରେ ଅଭିନୟ ଆରମ୍ଭ କରିଥିଲେ । ଏହାପରେ ସେ ଧର୍ମର ହେବ ଜୟ, ବାବୁ ଆଇ ଲଭ୍ ୟୁ, ତତେ ମୋ ରାଣ, ଦେ ମା ଶକ୍ତି ଦେ, ତୋ ବିନା ମୋ କାହାଣୀ ଅଧା, ମୁନ୍ନା- ଏ ଲଭ୍ ଷ୍ଟୋରୀ, ଆରେ ସାଥି ଆ, ଦିଲ୍ ତତେ ଦେଇଚି, ଏଇ ମିଳନ ଯୁଗ ଯୁଗର, ଫ୍ୟାମିଲି ନମ୍ବର ୱାନ୍, ବାଇଶି ପାହାଚେ ଖେଳିବ ମୀନ, ମୁଁ ପ୍ରେମୀ ମୁଁ ପାଗଳ, ଏସିପି ସାଗରିକା, ମିତ ବସିଛି ମୁଁ ଭୂତ ସାଥୀରେ, ତୋ ବାଟ ଚାହିଁଛି ରାତି ସାରା, ତମେ ଥିଲେ ସାଥିରେ, ମାୟା, ରାଙ୍ଗିଲା ବାବା, ଏକ୍ସକ୍ୟୁଜ ମି କ'ଣ କଲା ସେ ଆଦି କଥାଚିତ୍ରରେ ଅଭିନୟ କରିଥିଲେ ।

ବିଜୁ ବଡ଼ଜେନା ଓଡ଼ିଆ କଥାଚିତ୍ର ସ‌ହିତ ଓଡ଼ିଆ ଦୂରଦର୍ଶନ ଧାରାବାହିକରେ ଅଭିନୟ କରିଥିଲେ । ସେ ଗାୟତ୍ରୀ, ମହାଯଜ୍ଞ ଭଳି ଅନେକ ଚର୍ଚ୍ଚିତ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ।

ଅଭିନୀତ କଥାଚିତ୍ର ସମ୍ପାଦନା

ଅଭିନୀତ ଧାରାବାହିକ ସମ୍ପାଦନା

  • ସାବିତ୍ରୀ[୪]
  • ମହାଯଜ୍ଞ
  • ଗାୟତ୍ରୀ

ଆଧାର ସମ୍ପାଦନା

  1. "ଏହି ଓଲିଉଡ ନାୟିକା ଏବେ ପରଦାରେ ଡନ୍‌ର ଭଉଣୀ | Sambad". Sambad (in Odia). Odisha. 28 September 2018. Archived from the original on 2 October 2018. Retrieved 2 October 2018.{{cite news}}: CS1 maint: unrecognized language (link)
  2. "ପାଗଳ ଭୂମିକାରେ ଆସୁଛନ୍ତି ଏହି ଅଭିନେତା". sambad.in. 10 March 2018. Retrieved 6 April 2018.
  3. "ସଂଗ୍ରାମୀଙ୍କ ସ୍ୱପ୍ନ". ସମାଜ ରବିବାର. 8 April 2018. Retrieved 12 April 2018.[permanent dead link]
  4. ନାୟକ, ମହାଶ୍ୱେତା (3 November 2011). "ସେଇ ରାତିର କାହାଣୀ". ଧରିତ୍ରୀ. p. ୧୪. Archived from the original on 13 May 2021. Retrieved 13 May 2021.

ବାହାର ଆଧାର ସମ୍ପାଦନା

ଇଣ୍ଟରନେଟ ମୁଭି ଡାଟାବେସରେ ବିଜୁ ବଡ଼ଜେନା