ମୁନ୍ନା- ଏ ଲଭ୍ ଷ୍ଟୋରୀ
ମୁନ୍ନା- ଏ ଲଭ୍ ଷ୍ଟୋରୀ, ୨୦୦୮ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ କେ. ଏମ୍. ରାୟ । ରମଣ ରଞ୍ଜନ ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ । ରଜନୀ ରଞ୍ଜନ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ଏନ୍ ପାଢ଼ୀ ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୧]
ମୁନ୍ନା- ଏ ଲଭ୍ ଷ୍ଟୋରୀ | |
---|---|
ନିର୍ଦ୍ଦେଶକ | ଏନ୍ ପାଢ଼ୀ |
ପ୍ରଯୋଜକ | କେ. ଏମ୍. ରାୟ |
ସଂଳାପ | ରଜନୀ ରଞ୍ଜନ |
ଚିତ୍ରନାଟ୍ୟ | ଏନ୍ ପାଢ଼ୀ |
କାହାଣୀ | ରମଣ ରଞ୍ଜନ |
କଳାକାର | ଅନୁଭବ ମହାନ୍ତି, ନୈନା ଦାସ, ଦୁଷ୍ମନ୍ତ ପଣ୍ଡା, ରୋମି, ମିହିର ଦାସ, ରାଇମୋହନ ପରିଡ଼ା, ଅନିତା ଦାସ |
ସଙ୍ଗୀତ | ଅଭିଜିତ ମଜୁମଦାର |
ଚିତ୍ରଗ୍ରହଣ | ଏସ୍ ରଞ୍ଜନ |
ସମ୍ପାଦକ | ସି. ମାଣିକ୍ ରାଓ |
ମୁକ୍ତିଲାଭ ତାରିଖ | ୧୫ ଅଗଷ୍ଟ ୨୦୦୮ |
ଦେଶ | ![]() |
ଭାଷା | ଓଡ଼ିଆ |
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଅନୁଭବ ମହାନ୍ତି, ନୈନା ଦାସ, ଦୁଷ୍ମନ୍ତ ପଣ୍ଡା, ରୋମି । ମିହିର ଦାସ, ରାଇମୋହନ ପରିଡ଼ା, ବିଜୁ ବଡ଼ଜେନା, ଦେବୀ ବାରିକ, ଦେବୁ ବ୍ରହ୍ମା, ଅନୀତା ଦାସ, ହାଡ଼ୁ, ହରିପ୍ରିୟା, ଚକ୍ରଧର ଜେନା, ବନୁ ମହାନ୍ତି, ପ୍ରକାଶ ମହାନ୍ତି, ପିଣ୍ଟୁ ନନ୍ଦ, ସନ୍ତୋଷ ନାୟକ, ସୁମନ, ଜର୍ଜ ତିଆଡ଼ି ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।
ଅଭିନୟସମ୍ପାଦନ କରନ୍ତୁ
- ଅନୁଭବ ମହାନ୍ତି
- ନୈନା ଦାସ
- ଦୁଷ୍ମନ୍ତ ପଣ୍ଡା
- ରୋମି
- ମିହିର ଦାସ
- ରାଇମୋହନ ପରିଡ଼ା
- ବିଜୁ ବଡ଼ଜେନା
- ଦେବୀ ବାରିକ
- ଦେବୁ ବ୍ରହ୍ମା
- ଅନିତା ଦାସ
- ହାଡ଼ୁ
- ହରିପ୍ରିୟା
- ଚକ୍ରଧର ଜେନା
- ବନୁ ମହାନ୍ତି
- ପ୍ରକାଶ ମହାନ୍ତି
- ପିଣ୍ଟୁ ନନ୍ଦ
- ସନ୍ତୋଷ ନାୟକ
- ସୁମନ
- ଜର୍ଜ ତିଆଡ଼ି
କାହାଣୀସମ୍ପାଦନ କରନ୍ତୁ
ଗୀତ ଏବଂ ସଙ୍ଗୀତସମ୍ପାଦନ କରନ୍ତୁ
ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅଭିଜିତ ମଜୁମଦାର । ସୌମେନ୍ଦ୍ର ମହାପାତ୍ର, ଅରୁଣ ମନ୍ତ୍ରୀ, ନିର୍ମଳ ନାୟକ, ପଞ୍ଚାନନ ନାୟକ, ରଜନୀ ରଞ୍ଜନ ଆଦି ଗୀତିକାରମାନେ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ଅଭିଜିତ ମଜୁମଦାର, ଶକ୍ତି ମିଶ୍ର, ଇରା ମହାନ୍ତି, ପମି, ବାବୁଲ ସୁପ୍ରିଓ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।
ଗୀତସମ୍ପାଦନ କରନ୍ତୁ
କ୍ରମ | ଗୀତ | ସମୟ |
---|---|---|
1. | "ବାର ବାଜିକରି ତେର ମିନିଟ୍" | |
2. | "ଝୁମୁକା ତୋର ନିଦ ଚୋରାଏ" | |
3. | "ମୋ ଆଖିରେ ତୁ ହି ତୁ" | |
4. | "ସପନରେ ମୋର ଆସି" | |
5. | "ତକ୍ ତୁନା ତୁନ୍ ତୁନା" | |
6. | "ତତେ ପାଇ ମୁଁ ସବୁ ପାଇଚି" | |
7. | "ତାଜା ତାଜା ଖବର" |
ଆଧାରସମ୍ପାଦନ କରନ୍ତୁ
- ↑ "ଜାଣନ୍ତୁ ଏହି ଓଲିଉଡ ନାୟକ –ନାୟିକା କାହିଁକି କହୁଛନ୍ତି 'ପାଗଳ ମୁଁ ତୋ' ପାଇଁ'". sambad.in. 5 June 2018. Retrieved 6 June 2018.
ବାହାର ଆଧାରସମ୍ପାଦନ କରନ୍ତୁ
- ଇଣ୍ଟରନେଟ ମୁଭି ଡାଟାବେସରେ ମୁନ୍ନା- ଏ ଲଭ୍ ଷ୍ଟୋରୀ