ଭୁଲ୍ ବୁଝିବନି ମତେ

୨୦୧୦ର ଓଡ଼ିଆ କଥାଚିତ୍ର

ଭୁଲ୍ ବୁଝିବନି ମତେ, ୨୦୧୦ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଆଳୟ ମହାନ୍ତି ଏବଂ ରଚିତା ଷଡ଼ଙ୍ଗୀ । ଆଳୟ ମହାନ୍ତି ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ । ଡଃ ରଜନୀ ରଞ୍ଜନ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । କୁନାଲ ପଟ୍ଟନାୟକ ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।

ଭୁଲ୍ ବୁଝିବନି ମତେ
ନିର୍ଦ୍ଦେଶକକୁନାଲ ପଟ୍ଟନାୟକ
ପ୍ରଯୋଜକଆଳୟ ମହାନ୍ତି, ରଚିତା ଷଡ଼ଙ୍ଗୀ
ସଂଳାପଡଃ ରଜନୀ ରଞ୍ଜନ
ଚିତ୍ରନାଟ୍ୟକୁନାଲ ପଟ୍ଟନାୟକ
କାହାଣୀଆଳୟ ମହାନ୍ତି
କଳାକାରଦେବାଶିଷ ପାତ୍ର, ପ୍ରିୟାଙ୍କା, ଆମେଲି ପଣ୍ଡା, ମିହିର ଦାସ, ଅପରଜିତା ମହାନ୍ତି, ଅଜିତ ଦାସ, ରାଇଚରଣ ଦାସ
ସଙ୍ଗୀତପ୍ରଶାନ୍ତ ପାଢ଼ୀ
ଚିତ୍ରଗ୍ରହଣସତ୍ୟ ପଟ୍ଟନାୟକ
ସମ୍ପାଦକରବି ଶଙ୍କର ପଟ୍ଟନାୟକ
ମୁକ୍ତିଲାଭ ତାରିଖ
୯ ଜୁଲାଇ ୨୦୧୦
ଦେଶ ଭାରତ
ଭାଷାଓଡ଼ିଆ

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଦେବାଶିଷ ପାତ୍ର, ପ୍ରିୟଙ୍କା ଏବଂ ଆମେଲି ପଣ୍ଡା । ମିହିର ଦାସ, ଅପରଜିତା ମହାନ୍ତି, ଅଜିତ ଦାସ, ରାଇଚରଣ ଦାସ, ଅଭୟ ମହାନ୍ତି, ପିଣ୍ଟୁ ନନ୍ଦ, କାଶି ରଥ, ସମରେଶ ରାଉତରାୟ, ଗୁମନ ସିଂହ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

ଅଭିନୟ ସମ୍ପାଦନା

କାହାଣୀ ସମ୍ପାଦନା

ଗୀତ ଏବଂ ସଙ୍ଗୀତ ସମ୍ପାଦନା

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ପ୍ରଶାନ୍ତ ପାଢ଼ୀକୁମାର ବାପି, ତପୁ ମିଶ୍ର, କୃଷ୍ଣ ବେଉରା, ବିଭୁ କିଶୋର ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।

ଗୀତ ସମ୍ପାଦନା

କ୍ରମଗୀତସମୟ
1."ତୁ ଥା ସାଥିରେ" 
2."ତୋ ଆଖିରେ" 
3."ପ୍ରେମ ଥିଲା ଆଖିରେ" 
4."ମୁଁ ବାଟ ବଣା ଚଢ଼େଇ" 
5."କେମିତ କାଟିବି ତୋ ବିନା ଦିନ" 
6."ଆଜି ପୁନେଇଁ ଚାନ୍ଦର" 

ଆଧାର ସମ୍ପାଦନା

  1. "'ମଥୁରା ବିଜୟ'ରୁ ଆରମ୍ଭ 'ଅଜାତି'ରେ ଶେଷ, ଏମିତି ଥିଲା ଭେଟେରାନ ଅଭିନେତାଙ୍କ ଅଭିନୟ ଯାତ୍ରା". Prameya News7 (in ଆମେରିକୀୟ ଇଂରାଜୀ). 11 January 2022. Archived from the original on 5 July 2023. Retrieved 29 August 2023.

ବାହାର ଆଧାର ସମ୍ପାଦନା