ବୋଉ (୧୯୯୮ର କଥାଚିତ୍ର)
ବୋଉ, ୧୯୯୮ରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୧][୨] ବିଜୟ ମିଶ୍ର ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ସବ୍ୟସାଚୀ ମହାପାତ୍ର ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ, ଚିତ୍ରନାଟ୍ୟ ରଚନା କରିଥିଲେ ଓ ନିର୍ଦ୍ଦେଶନାରେ ନିର୍ମିତ ହେଇଥିଲା ।[୧]
ବୋଉ | |
---|---|
ନିର୍ଦ୍ଦେଶକ | ସବ୍ୟସାଚୀ ମହାପାତ୍ର |
ପ୍ରଯୋଜକ | ସବ୍ୟସାଚୀ ମହାପାତ୍ର |
ସଂଳାପ | ବିଜୟ ମିଶ୍ର |
ଚିତ୍ରନାଟ୍ୟ | ସବ୍ୟସାଚୀ ମହାପାତ୍ର |
କଳାକାର | ମହାଶ୍ୱେତା ରାୟ ବିଜୟ ମହାନ୍ତି ଶରତ ପୂଜାରୀ ସିଦ୍ଧାନ୍ତ ମହାପାତ୍ର |
ସଙ୍ଗୀତ | ରମେଶ ମହାନନ୍ଦ |
ମୁକ୍ତିଲାଭ ତାରିଖ | ୨୮ ସେପ୍ଟେମ୍ବର ୧୯୯୮ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଖର୍ଚ୍ଚ | ![]() |
ମହାଶ୍ୱେତା ରାୟ, ବିଜୟ ମହାନ୍ତି, ସିଦ୍ଧାନ୍ତ ମହାପାତ୍ର, ମିହିର ଦାସ, ଉଷସୀ ମିଶ୍ର, ଜ୍ୟୋତି ମିଶ୍ର, ଶରତ ପୂଜାରୀ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ଅଭିନେତ୍ରୀ ଉଷସୀ ମିଶ୍ର ଏହି କଥାଚିତ୍ର ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ ।[୧]
ଅଭିନୟସମ୍ପାଦନ କରନ୍ତୁ
ଗୀତ ଓ ସଙ୍ଗୀତସମ୍ପାଦନ କରନ୍ତୁ
ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ରମେଶ ମହାନନ୍ଦ । ଶ୍ରୀକାନ୍ତ ଗୌତମ, ନିଜାମ, ରଜନୀ ରଞ୍ଜନ ଆଦି ଗୀତିକାରମାନେ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ମହମ୍ମଦ ସିକନ୍ଦର ଆଲମ, ଗୀତା ଦାଶ, ରାମହରି ଦାସ, ସୁବାସ ଦାସ, ବିଭୁ କିଶୋର, ବିଷ୍ଣୁ ନାୟକ, ପ୍ରିତିନନ୍ଦା ରାଉତରାୟ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।
ଆଧାରସମ୍ପାଦନ କରନ୍ତୁ
- ↑ ୧.୦ ୧.୧ ୧.୨ "ଏହି ଓଲିଉଡ ନାୟିକାମାନଙ୍କର ପରଦା ଉପରେ କେହି ନାୟକ ନ ଥିଲେ". OdishaLIVE. 11 July 2018. Archived from the original on 1 September 2018. Retrieved 1 September 2018.
- ↑ "Bou (1998)- Odia Movie". Odiakhati. Retrieved 22 September 2016.
- ↑ "Odisha's actress Usasi Mishra tests COVID-19 Positive". KalingaTV (in English). 6 October 2021. Archived from the original on 20 November 2021. Retrieved 20 November 2021.
{{cite news}}
: CS1 maint: unrecognized language (link)
ବାହାର ଆଧାସମ୍ପାଦନ କରନ୍ତୁ
- ଇଣ୍ଟରନେଟ ମୁଭି ଡାଟାବେସରେ ବୋଉ