ବୋଉ (୧୯୯୮ର କଥାଚିତ୍ର)

୧୯୯୮ର ଓଡ଼ିଆ କଥାଚିତ୍ର

ବୋଉ, ୧୯୯୮ରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୧][୨] ବିଜୟ ମିଶ୍ର ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ସବ୍ୟସାଚୀ ମହାପାତ୍ର ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ, ଚିତ୍ରନାଟ୍ୟ ରଚନା କରିଥିଲେ ଓ ନିର୍ଦ୍ଦେଶନାରେ ନିର୍ମିତ ହେଇଥିଲା ।[୧]

ବୋଉ
ନିର୍ଦ୍ଦେଶକସବ୍ୟସାଚୀ ମହାପାତ୍ର
ପ୍ରଯୋଜକସବ୍ୟସାଚୀ ମହାପାତ୍ର
ସଂଳାପବିଜୟ ମିଶ୍ର
ଚିତ୍ରନାଟ୍ୟସବ୍ୟସାଚୀ ମହାପାତ୍ର
କଳାକାରମହାଶ୍ୱେତା ରାୟ
ବିଜୟ ମହାନ୍ତି
ଶରତ ପୂଜାରୀ
ସିଦ୍ଧାନ୍ତ ମହାପାତ୍ର
ସଙ୍ଗୀତରମେଶ ମହାନନ୍ଦ
ମୁକ୍ତିଲାଭ ତାରିଖ
୨୮ ସେପ୍ଟେମ୍ବର ୧୯୯୮
ଦେଶଭାରତ
ଭାଷାଓଡ଼ିଆ
ଖର୍ଚ୍ଚIndian Rupee ₹ ୯୮ଲକ୍ଷ ୨୫ ହଜାର

ମହାଶ୍ୱେତା ରାୟ, ବିଜୟ ମହାନ୍ତି, ସିଦ୍ଧାନ୍ତ ମହାପାତ୍ର, ମିହିର ଦାସ, ଉଷସୀ ମିଶ୍ର, ଜ୍ୟୋତି ମିଶ୍ର, ଶରତ ପୂଜାରୀ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୩] ଅଭିନେତ୍ରୀ ଉଷସୀ ମିଶ୍ରଜ୍ୟୋତି ମିଶ୍ର ଏହି କଥାଚିତ୍ର ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ ।[୧]

ଅଭିନୟ ସମ୍ପାଦନ କରନ୍ତୁ

ଗୀତ ଓ ସଙ୍ଗୀତ ସମ୍ପାଦନ କରନ୍ତୁ

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ରମେଶ ମହାନନ୍ଦ[୩] ଶ୍ରୀକାନ୍ତ ଗୌତମ, ନିଜାମ, ରଜନୀ ରଞ୍ଜନ ଆଦି ଗୀତିକାରମାନେ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ମହମ୍ମଦ ସିକନ୍ଦର ଆଲମ, ଗୀତା ଦାଶ, ରାମହରି ଦାସ, ସୁବାସ ଦାସ, ବିଭୁ କିଶୋର, ବିଷ୍ଣୁ ନାୟକ, ପ୍ରିତିନନ୍ଦା ରାଉତରାୟ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।

ଆଧାର ସମ୍ପାଦନ କରନ୍ତୁ

  1. ୧.୦ ୧.୧ ୧.୨ "ଏହି ଓଲିଉଡ ନାୟିକାମାନଙ୍କର ପରଦା ଉପରେ କେହି ନାୟକ ନ ଥିଲେ". OdishaLIVE. 11 July 2018. Archived from the original on 1 September 2018. Retrieved 1 September 2018.
  2. "Bou (1998)- Odia Movie". Odiakhati. Retrieved 22 September 2016.
  3. ୩.୦ ୩.୧ "ଜ୍ୟୋତି ପ୍ରଥମ ନାୟକ". ନିର୍ଭୟ. 16 September 2023. p. 10. Archived from the original on 16 September 2023. Retrieved 16 September 2023.
  4. "'ମଥୁରା ବିଜୟ'ରୁ ଆରମ୍ଭ 'ଅଜାତି'ରେ ଶେଷ, ଏମିତି ଥିଲା ଭେଟେରାନ ଅଭିନେତାଙ୍କ ଅଭିନୟ ଯାତ୍ରା". Prameya News7 (in ଆମେରିକୀୟ ଇଂରାଜୀ). 11 January 2022. Archived from the original on 5 July 2023. Retrieved 29 August 2023.
  5. "୫୭ ବର୍ଷରେ ପାଦ ଥାପିଲେ ସିଦ୍ଧାନ୍ତ, ଅଭିନେତାରୁ ନେତା ସାଜି ଆଜିବି ଦର୍ଶକଙ୍କ ହୃଦୟରେ କରୁଛନ୍ତି ରାଜ୍‌". Prameya News7 (in ଆମେରିକୀୟ ଇଂରାଜୀ). 4 May 2023. Archived from the original on 29 August 2023. Retrieved 29 August 2023.
  6. "Odisha's actress Usasi Mishra tests COVID-19 Positive". KalingaTV (in English). 6 October 2021. Archived from the original on 20 November 2021. Retrieved 20 November 2021.{{cite news}}: CS1 maint: unrecognized language (link)

ବାହାର ଆଧା ସମ୍ପାଦନ କରନ୍ତୁ

  • ଇଣ୍ଟରନେଟ ମୁଭି ଡାଟାବେସରେ ବୋଉ