ବାବୁ ଭାଇଜାନ୍

୨୦୨୦ର ଓଡ଼ିଆ କଥାଚିତ୍ର

ବାବୁ ଭାଇଜାନ୍, ୨୦୨୦ ମିସିହାରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର ।[୧][୨][୩] ଏହି କଥାଚିତ୍ରଟିର ତରଙ୍ଗ ସିନେ ପ୍ରଡକ୍ସନ ବ୍ୟାନନରେ ନିର୍ମାଣ କରାଯାଇଥିଲା । ସନ୍ତୋଷ ନାରାୟଣ ଦାସ ଏହି କଥାଚିତ୍ରଟିର ପ୍ରଯୋଜନା କରିଥଲେ ଏବଂ କାହାଣୀ, ଚିତ୍ରନାଟ୍ୟ ଓ ସଂଳାପ ରଚନା କରିଥିଲେ ।[୪] ଦେବୀଦତ୍ତ ମହାନ୍ତି ମଧ୍ୟ ଏହି କଥାଚିତ୍ରଟିରେ ସଂଳାପ ରଚନା କରିଥିଲେ ।[୨] ତାପସ ସରଘରିଆ ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।[୫] ସଙ୍ଗୀତ ନିର୍ଦ୍ଦେଶକ ମଳୟ ମିଶ୍ର ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।

ବାବୁ ଭାଇଜାନ୍
ନିର୍ଦ୍ଦେଶକତାପସ ସରଘରିଆ
ପ୍ରଯୋଜକସନ୍ତୋଷ ନାରାୟଣ ଦାସ
ସଂଳାପସନ୍ତୋଷ ନାରାୟଣ ଦାସ
ଦେବୀଦତ୍ତ ମହାନ୍ତି
ଚିତ୍ରନାଟ୍ୟସନ୍ତୋଷ ନାରାୟଣ ଦାସ
କାହାଣୀସନ୍ତୋଷ ନାରାୟଣ ଦାସ
କଳାକାରଅରିନ୍ଦମ ରାୟ
ଶିବାନୀ ସଙ୍ଗୀତା
ମିହିର ଦାସ
ବବି ମିଶ୍ର
ସମରେଶ ରାଉତରାୟ
ଶ୍ରୀତମ ଦାସ
ପୁଷ୍ପା ପଣ୍ଡା
ସଙ୍ଗୀତମଳୟ ମିଶ୍ର
ଚିତ୍ରଗ୍ରହଣରବୀନ୍ଦ୍ର ବେହେରା
ସମ୍ପାଦକରାଜେଶ ଦାସ
ମୁକ୍ତିଲାଭ ତାରିଖ
୧୨ ଜାନୁଆରୀ ୨୦୨୦
ଦେଶ ଭାରତ
ଭାଷାଓଡ଼ିଆ

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଅରିନ୍ଦମ ରାୟ ଓ ଶିବାନୀ ସଙ୍ଗୀତା ।[୫] ମିହିର ଦାସ, ବବି ମିଶ୍ର, ସମରେଶ ରାଉତରାୟ, ଶ୍ରୀତମ ଦାସ, ପୁଷ୍ପା ପଣ୍ଡା, ସନ୍ତୋଷ ନାରାୟଣ ଦାସ, ବିଦୁ୍ସ୍ମିତା, ପ୍ରଦ୍ୟୁମ୍ନ ଲେଙ୍କା, ସୁରେଶ ମିଶ୍ର, ଶୁଭଙ୍କରୀ, ପୂଜା, ଦେବ, ଦୀପକ ମିଶ୍ର, ଚୌଧୁରୀ ବିକାଶ ଦାସ, ରବି ମିଶ୍ର, ସ୍ୱୟମ, ଗୋଲକ ମହାରଣା, କାବୁ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୪]

ଏହି କଥାଚିତ୍ରଟି ଅବଦୁଲ ଅମୀନ ଖାଁ ନାମକ ଜଣେ ଓଡ଼ିଆ ମୁସଲମାନ ଉଦ୍ୟୋଗପତିଙ୍କର ଜୀବନ କାହାଣୀ ଉପରେ ଆଧାରିତ, ଯେଉଁଥିରେ ତାଙ୍କର ବାଲେଶ୍ୱରରୁ ଦିଲ୍ଲୀ ପର୍ଯ୍ୟନ୍ତ ସଂଘର୍ଷମୟ କାହାଣୀ ସ୍ଥାନୀତ କରାଯାଇଛି ।[୫][୬]

ଅଭିନୟ ସମ୍ପାଦନା

କାହାଣୀ ସମ୍ପାଦନା

ଗୀତ ଏବଂ ସଙ୍ଗୀତ ସମ୍ପାଦନା

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ମଳୟ ମିଶ୍ର[୧୦] ଅରୁଣ ମନ୍ତ୍ରୀ, ପଞ୍ଚାନନ ନାୟକ, ନିର୍ମଳ ନାୟକ ଆଦି ଗୀତିକାରମାନେ ଏହି କଥାଚିତ୍ରଟିର ଗୀତଗୁଡ଼ିକ ରଚନା କରିଥିଲେ ।[୨] ସଂଗ୍ରାମ, ପ୍ରଫୁଲ୍ଲ ବେହେରା, ଶାନ୍, ଇରା ମହାନ୍ତି, ଅଭିଜିତ ଭଟ୍ଟାଚାର୍ଯ୍ୟ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।

ଗୀତ ସମ୍ପାଦନା

କ୍ରମଗୀତକବିଗାୟକସମୟ
1."ଖ୍ୱାଜା ମେରା"ନିର୍ମଳା ନାୟକସଂଗ୍ରାମ, ପ୍ରଫୁଲ୍ଲ ବେହେରା 
2."ଦିଲ୍ଲୀ କି ଗଲି"ଅରୁଣ ମନ୍ତ୍ରୀଶାନ୍, ଇରା ମହାନ୍ତି 
3."ହମ୍ ଦମ୍ ମେରେ"ପଞ୍ଚାନନ ନାୟକଅଭିଜିତ ଭଟ୍ଟାଚାର୍ଯ୍ୟ, ଇରା ମହାନ୍ତି 

ଆଧାର ସମ୍ପାଦନା

  1. "ରିଲିଜ୍‌ ହେଲା ଫିଲ୍ମ 'ବାବୁ ଭାଇଜାନ୍‌' | OTV Khabar". ଓଟିଭି ଖବର. ଓଟିଭି. 12 January 2020. Archived from the original on 14 January 2020. Retrieved 14 January 2020.
  2. ୨.୦ ୨.୧ ୨.୨ "ପରଦାକୁ ଆସିଲା 'ବାବୁ ଭାଇଜାନ୍' - The Samaja Odia". Dailyhunt (in ଇଂରାଜୀ). ସମାଜ. 12 January 2020. Retrieved 14 January 2020.
  3. "ରୁପେଲି ପରଦା: ୧୦୦ କୋଟିର ସିନେ କାରବାର ଠପ୍‌ | Sambad". ସମ୍ବାଦ. sambad.in. 19 December 2020. Archived from the original on 20 January 2021. Retrieved 9 January 2022.
  4. ୪.୦ ୪.୧ "ବଡ଼ ପରଦାକୁ ଫେରୁଛନ୍ତି ନାୟକ ଅରିନ୍ଦମ୍ ରାୟ, ଆଜି ମୁକ୍ତିଲାଭ କରୁଛି 'ବାବୁ ଭାଇଜାନ୍' | Sambad". ସମ୍ବାଦ. sambad.in. 12 January 2020. Retrieved 14 January 2020.
  5. ୫.୦ ୫.୧ ୫.୨ "Based On True Story, Odia Movie 'Babu Bhaijaan' To Hit Theatres Soon | OTV". OTV. odishatv.in. 10 August 2019. Retrieved 13 January 2020.
  6. "ପରଦାକୁ ଆସିଲା 'ବାବୁ ଭାଇଜାନ୍' | Samaja Live". samaj.live. ସମାଜ. 12 January 2020. Retrieved 14 January 2020.
  7. "ପ୍ରଥମ ଥର ପାଇଁ ବାୟୋପିକ୍‌ରେ ଅରିନ୍ଦମ, ଟାଇଟଲ ରହିଛି 'ବାବୁ ଭାଇଜାନ୍‌' - Dharitri". Dharitri Odia News. dharitri.com. 3 November 2019. Retrieved 14 January 2020.
  8. "ଏ ବର୍ଷ ନାମୀ ଓଲିଉଡ୍ ନାୟିକାମାନଙ୍କର କେଉଁ ଓଡ଼ିଆ ସିନେମା ଆସୁଛି | Sambad". ସମ୍ବାଦ. sambad.in. 12 January 2020. Archived from the original on 16 December 2021. Retrieved 16 December 2021.
  9. "ଗୁଡ୍ଦୁ ଗ୍ୟାଙ୍ଗ୍‌ରେ ଗୁଡ୍ଡି". ସମ୍ବାଦ. No. ରବିବାର. 4 June 2023. p. 8. Archived from the original on 28 September 2023. Retrieved 28 September 2023.
  10. "ଏବେ ସକ୍ରିୟ ହେଲେଣି ଓଲିଉଡର ଏହି ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ | Sambad". ସମ୍ବାଦ. sambad.in. 29 September 2019. Archived from the original on 29 September 2019. Retrieved 27 December 2021.

ବାହାର ଆଧାର ସମ୍ପାଦନା