ପ୍ରେମ ରୋଗୀ

୨୦୦୯ର ଓଡ଼ିଆ କଥାଚିତ୍ର

ପ୍ରେମ ରୋଗୀ, ୨୦୦୯ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ନାରାୟଣ ନାୟକ[୨] ଏବଂ ସୁନୀତା ନରେନ୍ଦ୍ର ସିଂହ । ରଜନୀ ରଞ୍ଜନ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ ।[୩] ଅଶୋକ ପତି ଏହି କଥାଚିତ୍ରଟିର କାହାଣୀ ଓ ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୪][୫]

ପ୍ରେମ ରୋଗୀ
ନିର୍ଦ୍ଦେଶକଅଶୋକ ପତି[୧]
ପ୍ରଯୋଜକନାରାୟଣ ନାୟକ, ସୁନୀତା ନରେନ୍ଦ୍ର ସିଂହ
ସଂଳାପରଜନୀ ରଞ୍ଜନ
ଚିତ୍ରନାଟ୍ୟଅଶୋକ ପତି
କାହାଣୀଅଶୋକ ପତି
କଳାକାରବୁଦ୍ଧାଦିତ୍ୟ ମହାନ୍ତି
ବର୍ଷା ପ୍ରିୟଦର୍ଶିନୀ
ସିଦ୍ଧାନ୍ତ ମହାପାତ୍ର
ବବି ମିଶ୍ର
ଅର୍ପିତା ମୁଖାର୍ଜୀ
ପିଣ୍ଟୁ ନନ୍ଦ
ସଙ୍ଗୀତପ୍ରଶାନ୍ତ ପାଢ଼ୀ
ଚିତ୍ରଗ୍ରହଣସୀତାଂଶୁ ମହାପାତ୍ର
ସମ୍ପାଦକସୁଶାନ୍ତ ମଣି
ମୁକ୍ତିଲାଭ ତାରିଖ
୨୦୦୯
ଦେଶ ଭାରତ
ଭାଷାଓଡ଼ିଆ

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ବୁଦ୍ଧାଦିତ୍ୟ ମହାନ୍ତି ଏବଂ ବର୍ଷା ପ୍ରିୟଦର୍ଶିନୀ ।[୨] ସିଦ୍ଧାନ୍ତ ମହାପାତ୍ର, ବବି ମିଶ୍ର, ଅର୍ପିତା ମୁଖାର୍ଜୀ, ପିଣ୍ଟୁ ନନ୍ଦ, ସନ୍ତୋଷ ଭୂୟାଁ, ହାଡ଼ୁ, ବିଭୁ କିଶୋର, ସବ୍ୟସାଚୀ ମିଶ୍ର, ପ୍ରଶାନ୍ତ ପାଢ଼ୀ, ରାକ୍ଷୀ, ଜୀନା ସାମଲ, ସୁମନ, ଥିନ୍ ଆଦି କଳାକାରମାନେ ଏହି କଥାଚିତ୍ରଟିରେ ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

ଅଭିନୟ ସମ୍ପାଦନା

କାହାଣୀ ସମ୍ପାଦନା

ଗୀତ ଏବଂ ସଙ୍ଗୀତ ସମ୍ପାଦନା

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ପ୍ରଶାନ୍ତ ପାଢ଼ୀବସନ୍ତରାଜ ସାମଲ, ନିର୍ମଳ ନାୟକ, ରଜନୀ ରଞ୍ଜନ ଆଦି ଗୀତିକାରମାନେ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । କୁମାର ବାପି, ବିଭୁ କିଶୋର, କ୍ରିଷ୍ଣା, ତପୁ ମିଶ୍ର, ଉଦିତ ନାରାୟଣ, ଟି. ସୌରୀ, ସୁରେଶ ୱାଡ଼େକର ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।

ଗୀତ ସମ୍ପାଦନା

କ୍ରମଗୀତସମୟ
1."ତୋ ପ୍ରେମର ଜ‌ହର" 
2."ସମୟ ସାଧିଲା ଦାଉ" 
3."ସାବେନି ରଙ୍ଗ ଝିଅ ତୋର ସାବୁନ ଲୋଡ଼ା ନାହିଁ" 
4."ମୋ ଆଖିରେ ତୋ ପାଇଁ ପ୍ରେମ" 
5."ମିଛି କୁହଡ଼ିରେ" 
6."ଆଜି ମୁଁ କ‌ହୁଚି ତ‌ତେ କ‌ହିବି କ‌ହିବି" 

ଆଧାର ସମ୍ପାଦନା

  1. "ଇନସପେକ୍ଟର ନଟି.କେରେ ଯାଦୁ ଦେଖାଇବେ ଅଶୋକ". Kanak News. 1 December 2017. Retrieved 1 January 2018.
  2. ୨.୦ ୨.୧ ୨.୨ "ଏହି ଓଲିଉଡ୍‌ ନାୟିକା ବୁଦ୍ଧାଦିତ୍ୟଙ୍କୁ ଗୋଡ଼ାଉଥିଲେ!". sambad.in. 30 March 2017. Archived from the original on 3 April 2017. Retrieved 1 January 2018.
  3. "ରଜନୀଙ୍କ ଶତକୀୟ ପାଳି". ସମ୍ବାଦ. No. ରବିବାର. 24 September 2023. p. 8. Archived from the original on 28 September 2023. Retrieved 28 September 2023.
  4. ୪.୦ ୪.୧ "ଓଲିଉଡକୁ ଫେରିଲେ ଏହି ଲୋକପ୍ରିୟ ନାୟକ | Sambad". Sambad (in Odia). ଓଡ଼ିଶା. 16 September 2018. Archived from the original on 18 September 2018. Retrieved 17 September 2018.{{cite news}}: CS1 maint: unrecognized language (link)
  5. "ଓଡ଼ିଆ ନିର୍ଦ୍ଦେଶକଙ୍କ ବେଙ୍ଗଲି ଫିଲ୍ମ । ଇନସପେକ୍ଟର ନଟି.କେରେ ଯାଦୁ ଦେଖାଇବେ ଅଶୋକ". Kanak News. 1 December 2017. Retrieved 1 January 2018.
  6. "ବୁଦ୍ଧାଦିତ୍ୟଙ୍କ 'ଆସ୍ତିକ ନାସ୍ତିକ'". ନିର୍ଭୟ. 4 July 2022. p. 10. Archived from the original on 27 October 2022. Retrieved 27 October 2022.
  7. "ଏ ବର୍ଷ ଗୋଟିଏ ସିନେମାରେ ବର୍ଷା ପ୍ରିୟଦର୍ଶିନୀ | Sambad". Sambad. 15 October 2017. Archived from the original on 31 August 2018. Retrieved 2 September 2018.
  8. "ପଜିଟିଭ୍‌ ରୋଲ୍‌ରେ ନଜର ଆସିବେ ଏହି ଅଭିନେତା". sambad.in. 29 March 2018. Retrieved 2 April 2018.
  9. "ଏବେ ଦକ୍ଷିଣୀ ସିନେମାରେ ଏହି ଓଲିଉଡ ନାୟିକା". sambad.in. 22 May 2018. Retrieved 6 June 2018.
  10. "ପହିଲି ପୁଲକ: ମାତ୍ର ଦୁଇ ଧାଡ଼ିର ସଂଳାପ ଅଭିନେତା ସବ୍ୟସାଚୀଙ୍କୁ ନାକେଦମ୍ କରିଦେଇଥିଲା". ସମ୍ବାଦ. sambad.in. 12 October 2022. Archived from the original on 12 October 2022. Retrieved 12 October 2022.

ବାହାର ଆଧାର ସମ୍ପାଦନା