ବୁଦ୍ଧାଦିତ୍ୟ ମହାନ୍ତି
ବୁଦ୍ଧାଦିତ୍ୟ ମହାନ୍ତି ଜଣେ ଜଣାଶୁଣା ଓଡ଼ିଆ ସିନେ ଅଭିନେତା ।
ବୁଦ୍ଧାଦିତ୍ୟ ମହାନ୍ତି | |
---|---|
ଜନ୍ମ ଓ ଜନ୍ମସ୍ଥାନ | ୧୭ ଜାନୁଆରୀ[୧] |
ଜାତୀୟତା | ଭାରତୀୟ |
ଜୀବିକା | ଅଭିନେତା |
କାର୍ଯ୍ୟକାଳ | ୨୦୦୭-ଏବେଯାଏଁ |
ପ୍ରସିଦ୍ଧି | ଅଭିନୟ |
ପ୍ରାରମ୍ଭିକ ଜୀବନ ଓ ଶିକ୍ଷାସମ୍ପାଦନ କରନ୍ତୁ
ବୁଦ୍ଧାଦିତ୍ୟ ମହାନ୍ତି କଟକର ଶେଖ ବଜାରଠାରେ ଜନ୍ମ ଗ୍ରହଣ କରିଥିଲେ । ସେ କଟକ ଜିଲ୍ଲାର ଷ୍ଟିଉଆର୍ଟରେ ନିଜର ସ୍କୁଲ ଶିକ୍ଷା ସମାପ୍ତ କରିବା ପରେ , ରେଭେନ୍ସା ବିଶ୍ୱବିଦ୍ୟାଳୟ ଓ ପରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ନିଜ ଶିକ୍ଷା ସମାପ୍ତ କରିଥିଲେ । ଓଡ଼ିଆ କଥାଚିତ୍ର ଜଗତର ଜଣାଶୁଣା ଅଭିନେତ୍ରୀ ମାଳବିକା ରାୟଙ୍କ ସେ ପୁଅ ଓ ମହାଶ୍ୱେତା ରାୟଙ୍କ ପୁତୁରା । ବୁଦ୍ଧାଦିତ୍ୟ ହିନ୍ଦୀ ଟିଭି ଜଗତର ଜଣେ ଜଣାଶୁଣା ଅଭିନେତା । [୨]
ସିନେମା ଜୀବନସମ୍ପାଦନ କରନ୍ତୁ
ବୁଦ୍ଧାଦିତ୍ୟ ୨୦୦୭ ମସିହାରେ ଆଇ ଲଭ ମାଇଁ ଇଣ୍ଡିଆ କଥଚିତ୍ରରୁ, ଓଡ଼ିଆ କଥାଚିତ୍ର ଜଗତରେ ଅଭିନେତା ଜୀବନ ଆରମ୍ଭ କରିଥିଲେ।
ଅଭିନୀତ ସିନେମାସମ୍ପାଦନ କରନ୍ତୁ
- ଲୋଫର୍ (୨୦୧୧)
- ସଞ୍ଜୁ ଆଉ ସଞ୍ଜନା (୨୦୧୦)
- ତୁ ଥିଲେ ମୋ ଡର କାହାକୁ (୨୦୧୦)
- ପ୍ରେମ ରୋଗୀ (୨୦୦୯)
- ପାଗଳ କରିଛି ପାଉଁଜି ତୋର (୨୦୦୯)
- ନନ୍ଦିନୀ ଆଇ ଲଭ ୟୁ (୨୦୦୮)
- ଆଇ ଲଭ ମାଇଁ ଇଣ୍ଡିଆ (୨୦୦୭)