ପୁଅ ଭାଙ୍ଗିଦେଲା ସୁନା ସଂସାର

୧୯୯୯ର ଓଡ଼ିଆ କଥାଚିତ୍ର

ପୁଅ ଭାଙ୍ଗିଦେଲା ସୁନା ସଂସାର, ୧୯୯୯ ମସିହାରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର ।[୧] ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଧ୍ରୁବ ରଣା । ଶ୍ରୀନାଥ ରଣା ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ । ଅରୁଣ ମହାନ୍ତି ଏବଂ ଶୀର୍ଷାନନ୍ଦ ଦାସ କାନୁନ୍‌ଗୋ ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ । ବସନ୍ତ ସାହୁ ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।

ପୁଅ ଭାଙ୍ଗିଦେଲା ସୁନା ସଂସାର
ନିର୍ଦ୍ଦେଶକବସନ୍ତ ସାହୁ
ପ୍ରଯୋଜକଧ୍ରୁବ ରଣା
ଚିତ୍ରନାଟ୍ୟଅରୁଣ ମହାନ୍ତି,
ଶୀର୍ଷାନନ୍ଦ ଦାସ କାନୁନ୍‌ଗୋ
କାହାଣୀଶ୍ରୀନାଥ ରଣା
କଳାକାରସିଦ୍ଧାନ୍ତ ମହାପାତ୍ର, ମୌମିତା ଗୁପ୍ତା, ଅପରାଜିତା ମହାନ୍ତି, ଉତ୍ତମ ମହାନ୍ତି, ନମ୍ରତା ଦାସ
ସଙ୍ଗୀତବାଚୁ ମୁଖାର୍ଜୀ
ଚିତ୍ରଗ୍ରହଣରାମ କ୍ରୀଷ୍ଣା
ସମ୍ପାଦକଅଶୋକ ଶର୍ମା
ମୁକ୍ତିଲାଭ ତାରିଖ
୧୯୯୯
ଦେଶ ଭାରତ
ଭାଷାଓଡ଼ିଆ

ସିଦ୍ଧାନ୍ତ ମହାପାତ୍ର, ମୌମିତା ଗୁପ୍ତା, ଅପରାଜିତା ମହାନ୍ତି, ଉତ୍ତମ ମହାନ୍ତି, ନମ୍ରତା ଦାସ, ଦେବୁ ବୋଷ, ଦେବୁ ବ୍ରହ୍ମା, ବିରାଜ ଦାସ, ସଲିଲ ମିତ୍ର, ବୈଶାଖି ମହାନ୍ତି, ଅସୀତ ପତି, ବବି ପ୍ରଧାନ, ଶ୍ରୀକାନ୍ତ ରଣା, ଜୟୀରାମ ସାମଲ, କାନ୍ତ ସିଂହ, କୁନା ତ୍ରିପାଠୀ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

ଅଭିନୟସମ୍ପାଦନ କରନ୍ତୁ

କାହାଣୀସମ୍ପାଦନ କରନ୍ତୁ

ଗୀତ ଏବଂ ସଙ୍ଗୀତସମ୍ପାଦନ କରନ୍ତୁ

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବାଚୁ ମୁଖାର୍ଜୀ[୩][୪] ଅରୁଣ ମହାନ୍ତି, ନିମାଇଁ ମହାନ୍ତି, ପୂର୍ଣ୍ଣେନ୍ଦୁ ଦାସ ମହାପାତ୍ର, ରଣଜିତ ପଟ୍ଟନାୟକ ଆଦି ଗୀତିକାରମାନେ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ସୁବାଶିଷ ମହାକୁଡ଼, ଲୋପିତା ମିଶ୍ର, ଶକ୍ତି ମିଶ୍ର, ଇରା ମହାନ୍ତି, ଟି. ସୌରୀ, ବାବୁଲ ସୁପ୍ରିଓ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।

ଗୀତସମ୍ପାଦନ କରନ୍ତୁ

କ୍ରମଗୀତସମୟ

ଆଧାରସମ୍ପାଦନ କରନ୍ତୁ

  1. "ପୁଅ ଭାଙ୍ଗିଦେଲା ସୁନା ସଂସାର". cinecritics.
  2. "ଅଫେରା ରାଇଜରେ ସିନେ ଅଭିନେତା ବିରାଜ | Sambad". ସମ୍ବାଦ (in ଓଡ଼ିଆ). ଭୁବନେଶ୍ୱର: sambad.in. 25 May 2022. Archived from the original on 26 May 2022. Retrieved 26 May 2022.{{cite news}}: CS1 maint: unrecognized language (link)
  3. "ସଂଗୀତ ନିର୍ଦ୍ଦେଶକ ବାଚୁ ମୁଖାର୍ଜୀଙ୍କ ପରଲୋକ". www.prameya.com/. prameya.com. Archived from the original on 4 June 2022. Retrieved 4 June 2022.
  4. "ପରଲୋକରେ ସଙ୍ଗୀତ ନିର୍ଦ୍ଦେଶକ ବାଚୁ ମୁଖାର୍ଜୀ". www.samayalive.in. ସମୟ. Archived from the original on 4 June 2022. Retrieved 4 June 2022.

ବାହାର ଆଧାରସମ୍ପାଦନ କରନ୍ତୁ