ମନ୍ମଥ ମିଶ୍ର

ଗୀତିକାର ଓ ସଂଗୀତକାର

ମନ୍ମଥ ମିଶ୍ର ଓଡ଼ିଆ କଥାଚିତ୍ର ଜଗତଯାତ୍ରା ଜଗତର ଜଣେ ଗୀତିକାର ଓ ସଂଗୀତକାର ।[]

ମନ୍ମଥ ମିଶ୍ର
ଜନ୍ମ
କୁମାରପୁର ଶାସନ, ଆଠଗଡ଼
ଜାତୀୟତା ଭାରତୀୟ
ଶିକ୍ଷାନୁଷ୍ଠାନଆଠଗଡ଼ ମହାବିଦ୍ୟାଳୟ, ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ
ବୃତ୍ତିସଙ୍ଗୀତକାର[]
ବୈବାହିକ-ସାଥୀକ୍ରୀଷ୍ଣା ମିଶ୍ର[]
ସନ୍ତାନପ୍ରକୃତି ମିଶ୍ର, ମାନବ
ପିତାମାତାଦିନବନ୍ଧୁ ମିଶ୍ର
ଇନ୍ଦୁପ୍ରଭା

ସଙ୍ଗୀତକାର ଜୀବନ

ସମ୍ପାଦନା

୧୯୮୩ ମସିହାରେ 'ଆଶାର ଆକାଶ' କଥାଚିତ୍ରରେ ମନ୍ମଥ ମିଶ୍ର ପ୍ରଥମ ଥର ନିମନ୍ତେ ସ୍ୱର ସଂଯୋଜନା କରିବା ସହ ସଂଗୀତ ନିର୍ଦ୍ଦେଶନା ଦାୟିତ୍ୱ ନିର୍ବାହ କରିଥିଲେ ।[]

ସଙ୍ଗୀତ ନିର୍ଦ୍ଦେଶିତ ଓଡ଼ିଆ କଥାଚିତ୍ର

ସମ୍ପାଦନା

ସଙ୍ଗୀତ ନିର୍ଦ୍ଦେଶିତ ଯାତ୍ରା

ସମ୍ପାଦନା

'ଆଶାର ଆକାଶ' କଥାଚିତ୍ର ପରବର୍ତ୍ତୀ ୪/୫ଟି କଥାଚିତ୍ର ମୁକ୍ତିଲାଭ ନ'କରିବାରୁ ମନ୍ମଥ ଯାତ୍ରା ଜଗତରେ ଗୀତିକାର, ସ୍ୱର ସଂଯୋଜକ ଓ ସଂଗୀତ ନିର୍ଦ୍ଦେଶକ ଭାବେ କାମ କରିଥିଲେ ।

  • ମୋ ପେଁକାଳି ବଜେଇ ଦେ
  • ଜେଜେ ତମେ ମିଛ କହିଲ
  • ଅଡୁଆ ସୂତା
  1. Orissa reference: glimpses of Orissa. TechnoCAD Systems. 2001.
  2. "ବ୍ୟକ୍ତିତ୍ୱ". No. ନିତିଦିନ ୦୩/୦୫/୨୦୧୯ ପୃଷ୍ଠା ୯. ନିତିଦିନ. Retrieved 10 May 2019.[permanent dead link]
  3. "Odia Film producer, music director Manmath Mishra joined the BJD". Orissa Diary. Retrieved 17 September 2016.[permanent dead link]
  4. "ବୋଉକୁ ପୁରୀ ବୁଲାଇଥିଲି". ଛୁଟିଦିନ (ଧରିତ୍ରୀ). Retrieved 17 September 2016.

ବାହାର ଲିଙ୍କ

ସମ୍ପାଦନା