ମନ୍ମଥ ମିଶ୍ର

ଗୀତିକାର ଓ ସଂଗୀତକାର

ମନ୍ମଥ ମିଶ୍ର ଓଡ଼ିଆ କଥାଚିତ୍ର ଜଗତଯାତ୍ରା ଜଗତର ଜଣେ ଗୀତିକାର ଓ ସଂଗୀତକାର ।[୩]

ମନ୍ମଥ ମିଶ୍ର
ଜନ୍ମ ଓ ଜନ୍ମସ୍ଥାନ
କୁମାରପୁର ଶାସନ, ଆଠଗଡ଼
ଜାତୀୟତା ଭାରତୀୟ
ଶିକ୍ଷାନୁଷ୍ଠାନଆଠଗଡ଼ ମହାବିଦ୍ୟାଳୟ, ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ
ଜୀବିକାସଙ୍ଗୀତକାର[୧]
ଜୀବନସାଥିକ୍ରୀଷ୍ଣା ମିଶ୍ର[୨]
ସନ୍ତାନପ୍ରକୃତି ମିଶ୍ର, ମାନବ
ବାପା ବୋଉଦିନବନ୍ଧୁ ମିଶ୍ର
ଇନ୍ଦୁପ୍ରଭା

ସଙ୍ଗୀତକାର ଜୀବନସମ୍ପାଦନ କରନ୍ତୁ

୧୯୮୩ ମସିହାରେ 'ଆଶାର ଆକାଶ' କଥାଚିତ୍ରରେ ମନ୍ମଥ ମିଶ୍ର ପ୍ରଥମ ଥର ନିମନ୍ତେ ସ୍ୱର ସଂଯୋଜନା କରିବା ସହ ସଂଗୀତ ନିର୍ଦ୍ଦେଶନା ଦାୟିତ୍ୱ ନିର୍ବାହ କରିଥିଲେ ।[୪]

ସଙ୍ଗୀତ ନିର୍ଦ୍ଦେଶିତ ଓଡ଼ିଆ କଥାଚିତ୍ରସମ୍ପାଦନ କରନ୍ତୁ

ସଙ୍ଗୀତ ନିର୍ଦ୍ଦେଶିତ ଯାତ୍ରାସମ୍ପାଦନ କରନ୍ତୁ

'ଆଶାର ଆକାଶ' କଥାଚିତ୍ର ପରବର୍ତ୍ତୀ ୪/୫ଟି କଥାଚିତ୍ର ମୁକ୍ତିଲାଭ ନ'କରିବାରୁ ମନ୍ମଥ ଯାତ୍ରା ଜଗତରେ ଗୀତିକାର, ସ୍ୱର ସଂଯୋଜକ ଓ ସଂଗୀତ ନିର୍ଦ୍ଦେଶକ ଭାବେ କାମ କରିଥିଲେ ।

  • ମୋ ପେଁକାଳି ବଜେଇ ଦେ
  • ଜେଜେ ତମେ ମିଛ କହିଲ
  • ଅଡୁଆ ସୂତା

ଆଧାରସମ୍ପାଦନ କରନ୍ତୁ

  1. Orissa reference: glimpses of Orissa. TechnoCAD Systems. 2001.
  2. "ବ୍ୟକ୍ତିତ୍ୱ". No. ନିତିଦିନ ୦୩/୦୫/୨୦୧୯ ପୃଷ୍ଠା ୯. ନିତିଦିନ. Retrieved 10 May 2019.
  3. "Odia Film producer, music director Manmath Mishra joined the BJD". Orissa Diary. Retrieved 17 September 2016.
  4. "ବୋଉକୁ ପୁରୀ ବୁଲାଇଥିଲି". ଛୁଟିଦିନ (ଧରିତ୍ରୀ). Retrieved 17 September 2016.

ବାହାର ଲିଙ୍କସମ୍ପାଦନ କରନ୍ତୁ