ଖୁସି (ଓଡ଼ିଆ କଥାଚିତ୍ର)

୨୦୧୯ର ଓଡ଼ିଆ କଥାଚିତ୍ର

ଖୁସି, ୨୦୧୯ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ତରଙ୍ଗ ସିନେ ପ୍ରଡକ୍ସନ ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲା ।[୧][୨] ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ତାପସ ସରଘରିଆ ଏବଂ ଭରଦ୍ୱାଜ ପଣ୍ଡାଶକ୍ତି ବରାଳ, ଦେବୀଦତ୍ତ ମହାନ୍ତି ଓ ଭରଦ୍ୱାଜ ପଣ୍ଡା ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ନିର୍ଦ୍ଦେଶକ ତାପସ ସରଘରିଆ ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।

ଖୁସି
ନିର୍ଦ୍ଦେଶକତାପସ ସରଘରିଆ
ପ୍ରଯୋଜକତରଙ୍ଗ ସିନେ ପ୍ରଡକ୍ସନ
ସଂଳାପଦେବୀଦତ୍ତ ମହାନ୍ତି
ଭରଦ୍ୱାଜ ପଣ୍ଡା
ଶକ୍ତି ବରାଳ
ଚିତ୍ରନାଟ୍ୟତାପସ ସରଘରିଆ
ଭରଦ୍ୱାଜ ପଣ୍ଡା
କଳାକାରମିହିର ଦାସ
ମଧୁମିତା ମହାନ୍ତି
ସୋମା ଭୌମିକ
ଚିତ୍ରଗ୍ରହଣରବୀନ୍ଦ୍ର ବେହେରା
ସମ୍ପାଦକରାଜେଶ ଦାଶ
ମୁକ୍ତିଲାଭ ତାରିଖ
୨୩ ଅଗଷ୍ଟ ୨୦୧୯
ଦେଶ ଭାରତ
ଭାଷାଓଡ଼ିଆ

ମିହିର ଦାସ, ମଧୁମିତା ମହାନ୍ତି, ସୋମା ଭୌମିକ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

ଅଭିନୟ ସମ୍ପାଦନ କରନ୍ତୁ

କାହାଣୀ ସମ୍ପାଦନ କରନ୍ତୁ

ଗୀତ ଏବଂ ସଙ୍ଗୀତ ସମ୍ପାଦନ କରନ୍ତୁ

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବିଭୂତି ଭୂଷଣ ଗଡ଼ନାୟକ । ଭରଦ୍ୱାଜ ପଣ୍ଡା ଓ ବିଭୂତି ଭୂଷଣ ଗଡ଼ନାୟକ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ନଭ୍ୟା ଜ୍ୟୋତି, ବୈଭବ ଗଡ଼ନାୟକ, ପୂର୍ଣ୍ଣଚନ୍ଦ୍ର ଏବଂ ଅର୍ପିତା ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।

ଗୀତ ସମ୍ପାଦନ କରନ୍ତୁ

କ୍ରମଗୀତକବିଗାୟକସମୟ
1."ଖୁସି ଦେ ତୁ ହସି"ଭରଦ୍ୱାଜ ପଣ୍ଡାନଭ୍ୟା ଜ୍ୟୋତି, ବୈଭବ ଗଡ଼ନାୟକ 
2."ମୋ ଦୁନିଆ ଖୁସି"ଭରଦ୍ୱାଜ ପଣ୍ଡାପୂର୍ଣ୍ଣଚନ୍ଦ୍ର, ଅର୍ପିତା 

ପୁରସ୍କାର ସମ୍ପାଦନ କରନ୍ତୁ

ଏହି ଚଳଚ୍ଚିତ୍ରକୁ ୩୧ତମ ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାରରେ ସମୁଦାୟ ୪ଟି ପୁରସ୍କାର ମିଳିଥିଲା, ଯେଉଁଥିରେ ସରୋଜ ପରିଡ଼ାଙ୍କୁ ଶ୍ରେଷ୍ଠ ହାସ୍ୟ ଅଭିନେତା, କାବ୍ୟା କିରଣଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ, ଏଶ୍ୱର୍ଯ୍ୟା ମିଶ୍ରଙ୍କୁ ଶ୍ରେଷ୍ଠ ଶିଶୁ କଳାକାର ଓ ରାଜେଶ ଦାସଙ୍କୁ ଶ୍ରେଷ୍ଠ ସମ୍ପାଦକ ପୁରସ୍କାର ମିଳିଥିଲା ।[୩]

ଆଧାର ସମ୍ପାଦନ କରନ୍ତୁ

  1. "Special Screening Of Tarang Cine's 'Khusi' Held In Bhubaneswar". odishatv.in (in ଆମେରିକୀୟ ଇଂରାଜୀ). Retrieved 2019-08-22.
  2. "ଦିଗ ବଦଳାଉଛି ତରଙ୍ଗ". ସମାଜ (ରବିବାର). 12 August 2018. Archived from the original on 11 August 2018. Retrieved 11 August 2018.
  3. "୩୧ତମ ଚଳଚ୍ଚିତ୍ର ପୁରସ୍କାର ଘୋଷିତ : ଘନଶ୍ୟାମ ମହାପାତ୍ରଙ୍କୁ ଜୟଦେବ ପୁରସ୍କାର, 'କାଲିର ଅତୀତ' ଶ୍ରେଷ୍ଠ ଚଳଚ୍ଚିତ୍ର | Sambad". ସମ୍ବାଦ (in ଭୁବନେଶ୍ୱର). sambad.in. 5 November 2021. Archived from the original on 5 November 2021. Retrieved 5 November 2021.{{cite news}}: CS1 maint: unrecognized language (link)

ବାହାର ଆଧାର ସମ୍ପାଦନ କରନ୍ତୁ

  • ଇଣ୍ଟରନେଟ ମୁଭି ଡାଟାବେସରେ ଖୁସି