ଅନୁ ଦିଦି ନଟ୍ ଆଉଟ୍
୨୦୨୦ ଓଡ଼ିଆ କଥାଚିତ୍ର
ଅନୁ ଦିଦି ନଟ୍ ଆଉଟ୍, ୨୦୨୦ ମସିହାରେ ଦୂରଦର୍ଶନରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଜାଗି ମଙ୍ଗତ ପଣ୍ଡା, ଯାହାକି ତରଙ୍ଗ ସିନେ ପ୍ରଡକ୍ସନରେ ନିର୍ମାଣ କରାଯାଇଥିଲା ।[୧] ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ତାପସ ସରଘରିଆ ।
ଅନୁ ଦିଦି ନଟ୍ ଆଉଟ୍ | |
---|---|
ନିର୍ଦ୍ଦେଶକ | ତାପସ ସରଘରିଆ |
ପ୍ରଯୋଜକ | ଜାଗି ମଙ୍ଗତ ପଣ୍ଡା |
କଳାକାର | ଅନୁ ଚୌଧୁରୀ ଅମନ ତନୁଶ୍ରୀ |
ସଙ୍ଗୀତ | ଅନିଲ କୁମାର |
ଦେଶ | ![]() |
ଭାଷା | ଓଡ଼ିଆ |
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଅନୁ ଚୌଧୁରୀ । ଅମନ, ତନୁଶ୍ରୀ, ସମାଜ ପତି, ସୋମା ହୋତା, ଅନଦା, ମନିଷା, ମେଘା, ଟ୍ୱିଙ୍କଲ୍, ଖୁସି, ଅନିତା, ମମତା ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୨] ଏହି କଥାଚିତ୍ରଟି ୨୦୨୦ ମସିହାର ମାର୍ଚ୍ଚ ୮ ତାରିଖରେ ମହିଳା ଦିବସ ଅବସରରେ ତରଙ୍ଗ ଟିଭିରେ ମୁକ୍ତିଲାଭ କରିଥିଲା ।[୩]
ଅଭିନୟ ସମ୍ପାଦନ କରନ୍ତୁ
- ଅନୁ ଚୌଧୁରୀ
- ଅମନ
- ତନୁଶ୍ରୀ
- ସମାଜ ପତି
- ସୋମା ହୋତା
- ଅନଦା
- ମନିଷା
- ମେଘା
- ଟ୍ୱିଙ୍କଲ୍
- ଖୁସି
- ଅନିତା
- ମମତା
କାହାଣୀ ସମ୍ପାଦନ କରନ୍ତୁ
ଗୀତ ଏବଂ ସଙ୍ଗୀତ ସମ୍ପାଦନ କରନ୍ତୁ
ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅନିଲ କୁମାର ।
ଗୀତ ସମ୍ପାଦନ କରନ୍ତୁ
କ୍ରମ | ଗୀତ | ସମୟ |
---|
ଆଧାର ସମ୍ପାଦନ କରନ୍ତୁ
- ↑ PATI, ABINASH (8 March 2020). "ଆଜି ରିଲିଜ୍ ହେଉଛି ଟେଲି ଫିଲ୍ମ 'ଅନୁ ଦିଦି ନଟ୍ ଆଉଟ୍'". ଓଟିଭି ଖବର. ଭୁବନେଶ୍ୱର. Archived from the original on 17 January 2022. Retrieved 17 January 2022.
- ↑ "ହିରୋଇନ୍ ବି କମ୍ ନୁହନ୍ତି, ଓଡ଼ିଶାରେ ସଫଳ ହେଉଛି ନାରୀ କୈନ୍ଦ୍ରିକ ଫିଲ୍ମ". Odisha Reporter. 7 March 2021. Archived from the original on 17 January 2022. Retrieved 17 January 2022.
- ↑ MALLICK, SHARMILI (7 March 2020). "Close on the heels of the massive success of its first web series 'Chumbak- A Love Beyond', Tarang Cine Productions is all set to release 'Anu Didi Not Out' on International Women's Day tomorrow". OTV News (in English). Bhubaneswar. Archived from the original on 17 January 2022. Retrieved 17 January 2022.
{{cite news}}
: CS1 maint: unrecognized language (link)
ବାହାର ଆଧାର ସମ୍ପାଦନ କରନ୍ତୁ
- ଇଣ୍ଟରନେଟ ମୁଭି ଡାଟାବେସରେ ଅନୁ ଦିଦି ନଟ୍ ଆଉଟ୍