ରକତେ ଲେଖିଚି ନାଁ

୨୦୦୬ର ଓଡ଼ିଆ କଥାଚିତ୍ର

ରକତେ ଲେଖିଚି ନାଁ, ୨୦୦୬ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ନିରଞ୍ଜନ ରଣା ।[୧] ହିମାଂଶୁ ପରିଜା ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।[୨]

ରକତେ ଲେଖିଚି ନାଁ
ନିର୍ଦ୍ଦେଶକହିମାଂଶୁ ପରିଜା
ପ୍ରଯୋଜକନିରଞ୍ଜନ ରଣା
କଳାକାରସିଦ୍ଧାନ୍ତ ମହାପାତ୍ର, ସୀମା ଚକ୍ରବର୍ତ୍ତୀ, ସୁନୀଲ କୁମାର, ମିହିର ଦାସ, ଆୟେଶା, ରାଇମୋହ‌ନ ପରିଡ଼ା
ସଙ୍ଗୀତମନ୍ମଥ ମିଶ୍ର
ମୁକ୍ତିଲାଭ ତାରିଖ
୨୦୦୬
ଦେଶ ଭାରତ
ଭାଷାଓଡ଼ିଆ

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ସିଦ୍ଧାନ୍ତ ମହାପାତ୍ର ଓ ସୀମା ଚକ୍ରବର୍ତ୍ତୀ । ଅଭିନେତା ସୁନୀଲ କୁମାର ଏହି କଥାଚିତ୍ରଟିରେ ପ୍ରଥମ ଥର ପାଇଁ ଖଳନାୟକ ଭୂମିକାରେ ଅଭିନୟ କରିଥିଲେ । ମିହିର ଦାସ, ଆୟେଶା, ରାଇମୋହ‌ନ ପରିଡ଼ା, ସରୋଜ ଦାସ, ପିଣ୍ଟୁ ନନ୍ଦ, ସଲିଲ ମିତ୍ର, ଦେବୁ ବୋଷ, ଚୁଙ୍ଗା, ଜୀବନ ପଣ୍ଡା ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ସ୍ୱରାଜ ବାରିକ ଶିଶୁ କଳାକାର ଭାବରେ ଏହି କଥାଚିତ୍ରରୁ ଅଭିନୟ ଆରମ୍ଭ କରିଥିଲେ ।[୨]

ଅଭିନୟସମ୍ପାଦନ କରନ୍ତୁ

କାହାଣୀସମ୍ପାଦନ କରନ୍ତୁ

ଗୀତ ଏବଂ ସଙ୍ଗୀତସମ୍ପାଦନ କରନ୍ତୁ

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ମନ୍ମଥ ମିଶ୍ର । ପ୍ରଦୀପ ନନ୍ଦ କଥାଚିତ୍ରଟିର ଗୀତ ରଚନା କରିଥିଲେ । ଉଦିତ ନାରାୟଣ, ଅନୁରାଧା ପୌଡ଼ୱାଲ, ସୁଲଗ୍ନା, ମନ୍ମଥ ମିଶ୍ର ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।

ଗୀତସମ୍ପାଦନ କରନ୍ତୁ

କ୍ରମଗୀତସମୟ
1."କଉଡ଼ି କଉଡ଼ି ସେ ତ'" 
2."ଦେ ଦେ ମସାଜ୍ ଦେ" 
3."ହେ ଇଶ୍ୱର ଜଗତ" 
4."ଜଳୁଚି ଆଜି ଏ ଛାତି" 
5."ସିନ୍ଦୂର କ‌ହିଯାଏ ସୁହାଗ" 
6."ରକତେ ଲେଖିଚି ନାଁ" 

ଆଧାରସମ୍ପାଦନ କରନ୍ତୁ

  1. ୧.୦ ୧.୧ "' ଜାଣନ୍ତି କି ! ଏହି ବଲିଉଡ ନାୟିକା ଏକ ଓଡ଼ିଆ ସିନେମାରେ ଅଭିନୟ କରିଥିଲେ". sambad.in. 15 January 2018. Archived from the original on 7 October 2021. Retrieved 22 February 2018.
  2. ୨.୦ ୨.୧ "'ତୁ ମୋ ଲଭ୍‌ ଷ୍ଟୋରୀ' ମୋ କ୍ୟାରିୟରର ଆରମ୍ଭ ବୋଲି ମୁଁ ଭାବୁଛି: ସୌରାଜ". Odisha Reporters. 8 April 2017. Retrieved 22 February 2018.

ବାହାର ଆଧାରସମ୍ପାଦନ କରନ୍ତୁ