ଚାଲ୍ ଟିକେ ଦୁଷ୍ଟ ହବା
ଚାଲ୍ ଟିକେ ଦୁଷ୍ଟ ହେବା, ୨୦୧୯ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୧] ଏହି କଥାଚିତ୍ରଟି ତରଙ୍ଗ ସିନେ ପ୍ରଡ଼କ୍ସନ ବ୍ୟାନନରେ ନିର୍ମିତ ହୋଇଥିଲା ।[୧] ଦଶରଥ ସିଂହ ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ । ଏହାର ସଂଳାପ ଲେଖିଥିଲେ ଦେବୀଦତ୍ତ ମହାନ୍ତି ଓ ସଞ୍ଜୟ ମହାକୁଳ ।[୨] ତାପସ ସରଘରିଆ ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।[୩]
ଚାଲ୍ ଟିକେ ଦୁଷ୍ଟ | |
---|---|
ନିର୍ଦ୍ଦେଶକ | ତାପସ ସରଘରିଆ |
ପ୍ରଯୋଜକ | ତରଙ୍ଗ ସିନେ ପ୍ରଡ଼କ୍ସନ |
ସଂଳାପ | ଦେବୀଦତ୍ତ ମହାନ୍ତି ସଞ୍ଜୟ ମହାକୁଳ |
ଚିତ୍ରନାଟ୍ୟ | ତାପସ ସରଘରିଆ |
କାହାଣୀ | ଦଶରଥ ସିଂହ |
କଳାକାର | ରିଶାନ ଶାୟଲ ମହିମା ମିହିର ଦାସ ପ୍ରଦ୍ୟୁମ୍ନ ଲେଙ୍କା ସରୋଜ ଦାସ ତ୍ରିଭୁବନ ପଣ୍ଡା ପ୍ରିୟଙ୍କା ମହାପାତ୍ର |
ସଙ୍ଗୀତ | ବିଭୂତି ଭୂଷଣ ଗଡ଼ନାୟକ |
ଚିତ୍ରଗ୍ରହଣ | ରବିନ୍ଦ୍ର ବେହେରା |
ସମ୍ପାଦକ | ରାଜେଶ ଦାଶ |
ମୁକ୍ତିଲାଭ ତାରିଖ | ୧୧ ଜାନୁଆରୀ ୨୦୧୯ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ରିଶାନ, ଶାୟଲ ଓ ମହିମା ।[୪][୩] ମୁଖ୍ୟ ଭୂମିକାରେ ଥିବା ଏହି କଳାକାରମାନେ ଏହି କଥାଚିତ୍ର ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ କରିବା ଆରମ୍ଭ କରିଥିଲେ ।[୫] ମିହିର ଦାସ, ପ୍ରଦ୍ୟୁମ୍ନ ଲେଙ୍କା, ସରୋଜ ଦାସ, ତ୍ରିଭୁବନ ପଣ୍ଡା, ପ୍ରିୟଙ୍କା ପଟ୍ଟନାୟକ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୩]
ଅଭିନୟ
ସମ୍ପାଦନାକାହାଣୀ
ସମ୍ପାଦନାଗୀତ ଏବଂ ସଙ୍ଗୀତ
ସମ୍ପାଦନାଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବିଭୂତି ଭୂଷଣ ଗଡ଼ନାୟକ ।[୮][୫] ଗୀତିକାର ଦେବୀଦତ୍ତ ମହାନ୍ତି ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ଶ୍ୟାମ ପାଢ଼ୀ, ଅନନ୍ୟା ଶ୍ରୀତମ ନନ୍ଦ, ନଭ୍ୟା ଜ୍ୟୋତି ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।
ଗୀତ
ସମ୍ପାଦନାକ୍ରମ | ଗୀତ | ସମୟ |
---|---|---|
1. | "ଚାଲ୍ ଟିକେ ଦୁଷ୍ଟ ହବା" | |
2. | "ଲଭ୍ସିପ୍" | |
3. | "ମିସ୍ ୟୁ ପାପା" | |
4. | "ଡିଏର ଡାର୍ଲୁ" | |
5. | "ଚାର ଦିନ କି ଜିନ୍ଦଗୀ" | |
6. | "ଶୁନ୍ ସାହେବା ଶୁନ୍" |
ଆଧାର
ସମ୍ପାଦନା- ↑ ୧.୦ ୧.୧ "ଓଲିଉଡରେ କାହାର ଦୁଷ୍ଟାମି ପସନ୍ଦ ଆସିବ ଦର୍ଶକଙ୍କୁ ? ପିଲାଙ୍କର ନା ବୁଢ଼ାଙ୍କର ?". Sambad (in Odia). Odisha. 11 January 2019. Archived from the original on 13 January 2019. Retrieved 11 January 2019.
{{cite news}}
: CS1 maint: unrecognized language (link) - ↑ ୨.୦ ୨.୧ "ନୂଆ ଯୋଡ଼ି: ଋଷି-ସିଆଲି". ସମ୍ବାଦ. 4 March 2023. p. 10. Archived from the original on 28 August 2023. Retrieved 28 August 2023.
- ↑ ୩.୦ ୩.୧ ୩.୨ "ଫ୍ରେଣ୍ଡସିପ୍ ବନାମ ଲଭ୍ସିପ୍". ସମାଜ (ରବିବାର) (in Odia). Bhubaneswar. 6 January 2019. p. 8. Archived from the original on 10 January 2019. Retrieved 10 January 2019.
{{cite news}}
: CS1 maint: unrecognized language (link) - ↑ "ନୂଆମୁହଁଙ୍କ ଚମକ". ସମାଜ (ରବିବାର). ଭୁବନେଶ୍ୱର. 20 January 2019. Archived from the original on 25 January 2019. Retrieved 25 January 2019.
- ↑ ୫.୦ ୫.୧ "ରିଲିଜ୍ ହେଲା 'ଚାଲ୍ ଟିକେ ଦୁଷ୍ଟ ହେବା'ର ମ୍ୟୁଜିକାଲ୍ ଡ୍ୟାନ୍ସ୍ ଟ୍ରାକ୍ 'ଡିଅର୍ ଡାର୍ଲୁ' - Odisha Reporter". Odisha Reporter (in ଇଂରାଜୀ). DailyHunt. 7 January 2019. Retrieved 10 January 2019.
- ↑ "ଏ ବର୍ଷ ନାମୀ ଓଲିଉଡ୍ ନାୟିକାମାନଙ୍କର କେଉଁ ଓଡ଼ିଆ ସିନେମା ଆସୁଛି | Sambad". ସମ୍ବାଦ. sambad.in. 12 January 2020. Archived from the original on 16 December 2021. Retrieved 16 December 2021.
- ↑ "ଓଡ଼ିଆ ସିନେମା 'ଲଭ୍ ୟୁ ପ୍ରିୟା'କୁ ମିଳିଲା 'ୟୁ' ସେନସର୍ ପ୍ରମାଣପତ୍ର । | Kanak Lifestyle". Kanak News. Kanak Lifestyle. 17 January 2020. Archived from the original on 4 January 2022. Retrieved 4 January 2022.
- ↑ "ପ୍ରଥମ ମାସରେ ରିଲିଜ୍ ହେଲା ଏହିସବୁ ଓଡ଼ିଆ ସିନେମା". Sambad (in Odia). Odisha. 5 February 2019. Archived from the original on 6 February 2019. Retrieved 6 February 2019.
{{cite news}}
: CS1 maint: unrecognized language (link)
ବାହାର ଆଧାର
ସମ୍ପାଦନା- ଇଣ୍ଟରନେଟ ମୁଭି ଡାଟାବେସରେ ଚାଲ୍ ଟିକେ ଦୁଷ୍ଟ ହବା