ତୁ ମୋ ଲଭ୍ ଷ୍ଟୋରୀ ୨
ତୁ ମୋ ଲଭ୍ ଷ୍ଟୋରୀ ୨, ୨୦୧୯ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟି ୨୦୧୯ ମସିହାର ରଜ ସମୟରେ ମୁକ୍ତିଲାଭ କରିଥିଲା ।[୧] ଏହି କଥାଚିତ୍ରଟି ୨୦୧୭ ମସିହାରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର ତୁ ମୋ ଲଭ୍ ଷ୍ଟୋରୀର ୨ୟ ଭାଗ ।[୨] ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଶୁଭେନ୍ଦୁ ସାହୁ ଏବଂ କଥାଚିତ୍ରଟିର ତରଙ୍ଗ ସିନେ ପ୍ରଡକ୍ସନ ଓ କୁହୁ ସିନେ ପ୍ଲିକ୍ସ ବ୍ୟାନନରେ ନିର୍ମାଣ କରାଯାଇଥିଲା । ନିର୍ଦ୍ଦେଶକ ତାପସ ସରଘରିଆ ଏହି କଥାଚିତ୍ରଟିର କାହାଣୀ ଓ ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୩] ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ ଦିଲୀପ ଚୌଧୁରୀ ଓ ଅନ୍ତର୍ଜାମୀ ସରଘରିଆ । କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଦେବୀଦତ୍ତ ମହାନ୍ତି ଓ ରଞ୍ଜନ ଶତପଥୀ । ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ ଆନନ୍ଦ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।
ତୁ ମୋ ଲଭ୍ ଷ୍ଟୋରୀ ୨ | |
---|---|
ନିର୍ଦ୍ଦେଶକ | ତାପସ ସରଘରିଆ |
ପ୍ରଯୋଜକ | ଶୁଭେନ୍ଦୁ ସାହୁ |
ସଂଳାପ | ଦିଲୀପ ଚୌଧୁରୀ ଅନ୍ତର୍ଜାମୀ ସରଘରିଆ |
ଚିତ୍ରନାଟ୍ୟ | ତାପସ ସରଘରିଆ ଦେବୀଦତ୍ତ ମହାନ୍ତି ରଞ୍ଜନ ଶତପଥୀ |
କାହାଣୀ | ତାପସ ସରଘରିଆ |
କଳାକାର | ସ୍ୱରାଜ ବାରିକ ଭୂମିକା ଦାଶ ସିଦ୍ଧାନ୍ତ ମହାପାତ୍ର ଅନୁ ଚୌଧୁରୀ ନମ୍ରତା ଦାସ |
ସଙ୍ଗୀତ | ପ୍ରେମ ଆନନ୍ଦ |
ଚିତ୍ରଗ୍ରହଣ | ରବୀନ୍ଦ୍ର ବେହେରା |
ସମ୍ପାଦକ | ରାଜେଶ ଦାଶ |
ମୁକ୍ତିଲାଭ ତାରିଖ | ୧୪ ଜୁନ ୨୦୧୯ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ସ୍ୱରାଜ ବାରିକ, ଭୂମିକା ଦାଶ, ସିଦ୍ଧାନ୍ତ ମହାପାତ୍ର ଓ ଅନୁ ଚୌଧୁରୀ ।[୪] ସୁଭାଶିଷ ଶର୍ମା, ନମ୍ରତା ଦାସ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।
ଅଭିନୟ
ସମ୍ପାଦନାକାହାଣୀ
ସମ୍ପାଦନାଗୀତ ଏବଂ ସଙ୍ଗୀତ
ସମ୍ପାଦନାଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ପ୍ରେମ ଆନନ୍ଦ ।[୧] ଗୀତିକାର ବସନ୍ତରାଜ ସାମଲ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ ।[୨] ହ୍ୟୁମାନ ସାଗର, ଅନନ୍ୟା ଶ୍ରୀତମ ନନ୍ଦ, ଲୋପମୁଦ୍ରା ଦାଶ, ଦୀପ୍ତିରେଖା ପାଢ଼ୀ, ସବିଶେଷ ମିଶ୍ର ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।
ଗୀତ
ସମ୍ପାଦନାକ୍ରମ | ଗୀତ | କବି | ଗାୟକ | ସମୟ |
---|---|---|---|---|
1. | "ତୋ ଧଡ଼କନ୍ର ଧୂଆଁ" | ବସନ୍ତରାଜ ସାମଲ | ହ୍ୟୁମାନ ସାଗର, ଅନନ୍ୟା ଶ୍ରୀତମ ନନ୍ଦ | |
2. | "ହୋଲିରେ ପ୍ରେମ ଛିଟା" | ବସନ୍ତରାଜ ସାମଲ | ହ୍ୟୁମାନ ସାଗର, ଲୋପାମୁଦ୍ରା ଦାଶ | |
3. | "ତୁ ମୋ ଲଭ୍ ଷ୍ଟୋରୀ" | ବସନ୍ତରାଜ ସାମଲ | ହ୍ୟୁମାନ ସାଗର | |
4. | "ଫିଲ୍ କରୁଚି" | ବସନ୍ତରାଜ ସାମଲ | ହ୍ୟୁମାନ ସାଗର, ଦୀପ୍ତିରେଖା ପାଢ଼ୀ | |
5. | "ଭଲ ପାଇଗଲି ତତେ" | ବସନ୍ତରାଜ ସାମଲ | ସବିଶେଷ ମିଶ୍ର, ଦୀପ୍ତିରେଖା ପାଢ଼ୀ | |
6. | "ଟିକେ ଟିକେ ଫ୍ରେଣ୍ଡସିପ୍" | ବସନ୍ତରାଜ ସାମଲ | ହ୍ୟୁମାସ ସାଗର, ଦୀପ୍ତିରେଖା ପାଢ଼ୀ |
ଆଧାର
ସମ୍ପାଦନା- ↑ ୧.୦ ୧.୧ Prameya (2019-06-15). "ଓଲିଉଡରେ ତ୍ରିମୁଖୀ ଲଢ଼େଇ; ପହିଲି ରଜରେ ଜବର୍ଦସ୍ତ ଓପ୍ନିଂ". Prameya (in ଆମେରିକୀୟ ଇଂରାଜୀ). Archived from the original on 2019-06-30. Retrieved 2019-06-30.
- ↑ ୨.୦ ୨.୧ "ତୁ ମୋ ଲଭ୍ ଷ୍ଟୋରୀ-୨'ରେ ଦେଖିବେ ୨ଟି ପ୍ରେମ କାହାଣୀ !". Odisha Reporter (in ଆମେରିକୀୟ ଇଂରାଜୀ). 2019-05-30. Retrieved 2019-06-30.
- ↑ Bureau, Samajalive (2019-06-26). "ପୂର୍ଣ୍ଣପ୍ରେକ୍ଷାଳୟରେ ଆଗେଇ ଚାଲିଛି 'ତୁ ମୋ ଲଭ୍ ଷ୍ଟୋରୀ-୨'". Samaja Live (in ଆମେରିକୀୟ ଇଂରାଜୀ). Retrieved 2019-06-30.
{{cite web}}
: CS1 maint: url-status (link) - ↑ Bureau, OdishaLIVE (2019-06-14). "'ତୁ ମୋ ଲଭ୍ ଷ୍ଟୋରୀ-୨'କୁ ନେଇ କଣ କହନ୍ତି ଭୂମିକା". OdishaLIVE (in ଆମେରିକୀୟ ଇଂରାଜୀ). Retrieved 2019-06-30.
- ↑ "ହାଟ୍ରିକ୍ କଲେ ଓଲିଉଡର ଲୋକପ୍ରିୟ ଯୋଡ଼ି ସ୍ୱରାଜ-ଭୂମିକା". ସମ୍ବାଦ. ଭୁବନେଶ୍ୱର: sambad.in. 11 October 2022. Archived from the original on 12 October 2022. Retrieved 12 October 2022.
- ↑ "୨୦୨୧ରେ ଏହି ଜଣାଶୁଣା ନାୟକଙ୍କ ସହ ଦୁଇଟି ସିନେମାରେ ନଜର ଆସିବେ ଭୂମିକା | Sambad". ସମ୍ବାଦ. ଭୁବନେଶ୍ୱର: sambad.in. 1 January 2021. Archived from the original on 13 November 2021. Retrieved 13 November 2021.
- ↑ "ଭୋଜପୁରୀ ଫିଲ୍ମରେ ଭୂମିକା". ପ୍ରମେୟ. No. ତାରକା ଦୁନିଆ. 25 January 2023. p. 25. Archived from the original on 22 March 2023. Retrieved 22 March 2023.
- ↑ "ତାପସଙ୍କ ଫିଲ୍ମରେ ଅନୁ". ନିର୍ଭୟ. 3 September 2022. Archived from the original on 21 August 2023. Retrieved 21 August 2023.
ବାହାର ଆଧାର
ସମ୍ପାଦନା- ଇଣ୍ଟରନେଟ ମୁଭି ଡାଟାବେସରେ ତୁ ମୋ ଲଭ୍ ଷ୍ଟୋରୀ ୨