ଗୀତା ରାଓ
ଓଡ଼ିଆ କଥାଚିତ୍ର ଅଭିନେତ୍ରୀ
ଗୀତା ରାଓ ଜଣେ ଓଡ଼ିଆ କଥାଚିତ୍ର ଅଭିନେତ୍ରୀ ।[୧][୨] ସେ ୧୯୭୦ ମସିହାରେ ଓଡ଼ିଆ କଥାଚିତ୍ର ଅଦିନ ମେଘରୁ ଅଭିନୟ ଆରମ୍ଭ କରିଥିଲେ । ସେ ୧୮ଟି ଓଡ଼ିଆ କଥାଚିତ୍ରରେ ଅଭିନୟ କରିଥିଲେ ।[୩] ଗୀତା ଶଙ୍ଖ ମହୂରୀ, ଆରତୀ, ଗୃହ ଲକ୍ଷ୍ମୀ, କୋଟିଏ ମଣିଷ ଗୋଟିଏ ଜଗା, ସାଗର ଗଙ୍ଗା, ସୁନା ଭାଉଜ, ଭାଇ ହେଲା ଭଗାରି ଆଦି ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି ।
ଗୀତା ରାଓ | |
---|---|
ବୃତ୍ତି | (ଓଡ଼ିଆ) ଅଭିନେତ୍ରୀ |
ସକ୍ରିୟ ବର୍ଷ | ୧୯୭୦-୧୯୯୪ |
ଅଭିନୀତ କଥାଚିତ୍ର
ସମ୍ପାଦନାବର୍ଷ | ଚଳଚ୍ଚିତ୍ର | ଭୂମିକା | ମନ୍ତବ୍ୟ |
---|---|---|---|
୧୯୭୦ | ଅଦିନ ମେଘ | ଅଳକା ଦାସ | |
୧୯୭୮ | ଶଙ୍ଖ ମହୂରୀ | କ୍ଷମା | |
୧୯୮୧ | ଆରତୀ | ||
୧୯୮୧ | ଟିକେ ହସ ଟିକେ ଲୁହ | ||
୧୯୮୩ | ମହାସତୀ ସାବିତ୍ରୀ | ||
୧୯୮୪ | ରାଧା | ||
୧୯୮୫ | ଗୃହଲକ୍ଷ୍ମୀ | ଅର୍ପିତା | |
୧୯୮୬ | ଛ ମାଣ ଆଠ ଗୁଣ୍ଠ | ||
୧୯୮୮ | ଲାଲ ପାନ ବିବି | ||
୧୯୮୮ | ଯାହାକୁ ରଖିବେ ଅନନ୍ତ | ||
୧୯୮୯ | ସାଗର | ||
୧୯୮୯ | ଶାସ୍ତି | ||
୧୯୯୧ | ତୋ ବିନୁ ଅନ୍ୟ ଗତି ନାହିଁ | ପାର୍ବତୀ | |
୧୯୯୧ | କି ହେବ ଶୁଆ ପୋଷିଲେ | ଦୁର୍ଗା ଦେବୀ | |
୧୯୯୧ | କୋଟିଏ ମଣିଷ ଗୋଟିଏ ଜଗା | କଲ୍ୟାଣୀ | |
୧୯୯୪ | ସାଗର ଗଙ୍ଗା | ||
୧୯୯୪ | ସୁନା ଭାଉଜ | କଲ୍ୟାଣୀ | |
୧୯୯୪ | ଭାଇ ହେଲା ଭଗାରି | ଆଶାର ମାଆ |
ଆଧାର
ସମ୍ପାଦନା- ↑ "List of Actress Acted in Oriya / Odia Films since 1936". Odia Cinema World. Retrieved 5 April 2017.
- ↑ "Oriya Film Industry". Welcome Orissa. Archived from the original on 23 December 2008. Retrieved 5 April 2017.
- ↑ "Odia film actress Geeta Rao". MoOdisha.com. Retrieved 5 April 2017.[permanent dead link]
ଅଧିକ ତଥ୍ୟ
ସମ୍ପାଦନା- ଇଣ୍ଟରନେଟ ମୁଭି ଡାଟାବେସରେ ଗୀତା ରାଓ