ଗୀତା ରାଓ

ଓଡ଼ିଆ କଥାଚିତ୍ର ଅଭିନେତ୍ରୀ

ଗୀତା ରାଓ ଜଣେ ଓଡ଼ିଆ କଥାଚିତ୍ର ଅଭିନେତ୍ରୀ ।[୧][୨] ସେ ୧୯୭୦ ମସିହାରେ ଓଡ଼ିଆ କଥାଚିତ୍ର ଅଦିନ ମେଘରୁ ଅଭିନୟ ଆରମ୍ଭ କରିଥିଲେ । ସେ ୧୮ଟି ଓଡ଼ିଆ କଥାଚିତ୍ରରେ ଅଭିନୟ କରିଥିଲେ ।[୩] ଗୀତା ଶଙ୍ଖ ମହୂରୀ, ଆରତୀ, ଗୃହ ଲକ୍ଷ୍ମୀ, କୋଟିଏ ମଣିଷ ଗୋଟିଏ ଜଗା, ସାଗର ଗଙ୍ଗା, ସୁନା ଭାଉଜ, ଭାଇ ହେଲା ଭଗାରି ଆଦି ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି ।

ଗୀତା ରାଓ
ବୃତ୍ତି(ଓଡ଼ିଆ) ଅଭିନେତ୍ରୀ
Years active୧୯୭୦-୧୯୯୪

ଅଭିନୀତ କଥାଚିତ୍ରସମ୍ପାଦନ କରନ୍ତୁ

ବର୍ଷ ଚଳଚ୍ଚିତ୍ର ଭୂମିକା ମନ୍ତବ୍ୟ
୧୯୭୦ ଅଦିନ ମେଘ ଅଳକା ଦାସ
୧୯୭୮ ଶଙ୍ଖ ମହୂରୀ କ୍ଷମା
୧୯୮୧ ଆରତୀ
୧୯୮୧ ଟିକେ ହସ ଟିକେ ଲୁହ
୧୯୮୩ ମହାସତୀ ସାବିତ୍ରୀ
୧୯୮୪ ରାଧା
୧୯୮୫ ଗୃହଲକ୍ଷ୍ମୀ ଅର୍ପିତା
୧୯୮୬ ଛ ମାଣ ଆଠ ଗୁଣ୍ଠ
୧୯୮୮ ଲାଲ ପାନ ବିବି
୧୯୮୮ ଯାହାକୁ ରଖିବେ ଅନନ୍ତ
୧୯୮୯ ସାଗର
୧୯୮୯ ଶାସ୍ତି
୧୯୯୧ ତୋ ବିନୁ ଅନ୍ୟ ଗତି ନାହିଁ ପାର୍ବତୀ
୧୯୯୧ କି ହେବ ଶୁଆ ପୋଷିଲେ ଦୁର୍ଗା ଦେବୀ
୧୯୯୧ କୋଟିଏ ମଣିଷ ଗୋଟିଏ ଜଗା କଲ୍ୟାଣୀ
୧୯୯୪ ସାଗର ଗଙ୍ଗା
୧୯୯୪ ସୁନା ଭାଉଜ କଲ୍ୟାଣୀ
୧୯୯୪ ଭାଇ ହେଲା ଭଗାରି ଆଶାର ମାଆ

ଆଧାରସମ୍ପାଦନ କରନ୍ତୁ

  1. "List of Actress Acted in Oriya / Odia Films since 1936". Odia Cinema World. Retrieved 5 April 2017.
  2. "Oriya Film Industry". Welcome Orissa. Retrieved 5 April 2017.
  3. "Odia film actress Geeta Rao". MoOdisha.com. Retrieved 5 April 2017.

ଅଧିକ ତ‌ଥ୍ୟସମ୍ପାଦନ କରନ୍ତୁ