କନ୍ଧମାଳ (ଲୋକ ସଭା ନିର୍ବାଚନ ମଣ୍ଡଳୀ)

ଲୋକ ସଭା ନିର୍ବାଚନ ମଣ୍ଡଳୀ

କନ୍ଧମାଳ ଓଡ଼ିଶାର ଏକ ଲୋକ ସଭା ନିର୍ବାଚନ ମଣ୍ଡଳୀ । ଏହି ଲୋକ ସଭା ନିର୍ବାଚନ ମଣ୍ଡଳୀ ୭ଟି ବିଧାନ ସଭା ନିର୍ବାଚନ ମଣ୍ଡଳୀକୁ ନେଇ ଗଠିତ:

  1. ବାଲିଗୁଡ଼ା
  2. ଘୁ. ଉଦୟଗିରି
  3. ଫୁଲବାଣୀ
  4. କଣ୍ଟାମାଳ
  5. ବୌଦ୍ଧ
  6. ଦଶପଲା
  7. ଭଞ୍ଜନଗର

ସାଂସଦ ସମ୍ପାଦନା

ଆହୁରି ଦେଖନ୍ତୁ ସମ୍ପାଦନା

ଆଧାର ସମ୍ପାଦନା

  1. "General Election 2019 - Election Commission of India". results.eci.gov.in. Retrieved 2019-06-14.