ଇସ୍କ ପୁଣିଥରେ
ଇସ୍କ ପୁଣିଥରେ, ୨୦୧୮ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୨][୩][୪] ଏହି କଥାଚିତ୍ରଟି ଗଣେଶ ପୂଜା ସମୟରେ ମୁକ୍ତିଲାଭ କରିଥିଲା ।[୫] ତରଙ୍ଗ ସିନେ ପ୍ରଡକ୍ସନ ଓ ରତ୍ନା ବ୍ୟାନର୍ସ ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ।[୬][୭] ଦେବୀଦତ୍ତ ମହାନ୍ତି ଓ ସନ୍ତୋଷ ନାରାୟଣ ଦାସ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ ।[୮] ଜ୍ୟୋତି ଦାସ ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।[୯][୧୦][୧୧]
ଇସ୍କ ପୁଣିଥରେ | |
---|---|
ନିର୍ଦ୍ଦେଶକ | ଜ୍ୟୋତି ଦାସ |
ପ୍ରଯୋଜକ | ତରଙ୍ଗ ସିନେ ପ୍ରଡକ୍ସନ ରତ୍ନା ବ୍ୟାନର୍ସ |
ସଂଳାପ | ଦେବୀଦତ୍ତ ମହାନ୍ତି ସନ୍ତୋଷ ନାରାୟଣ ଦାସ |
କଳାକାର | ଅରିନ୍ଦମ ରାୟ ଏଲିନା ସାମନ୍ତରାୟ ହରିହର ମହାପାତ୍ର ପୁଷ୍ପା ପଣ୍ଡା ଅଜିତ ଦାସ ସମରେଶ ରାଉତରାୟ |
ସଙ୍ଗୀତ | ପ୍ରେମ ଆନନ୍ଦ |
ଚିତ୍ରଗ୍ରହଣ | ଆର୍. ଭଗତ ସିଂହ |
ମୁକ୍ତିଲାଭ ତାରିଖ | ୧୩ ସେପ୍ଟେମ୍ବର ୨୦୧୮[୧] |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଅରିନ୍ଦମ ରାୟ[୧୨] ଓ ଏଲିନା ସାମନ୍ତରାୟ ।[୧୩] ହରିହର ମହାପାତ୍ର, ପୁଷ୍ପା ପଣ୍ଡା, ଅଜିତ ଦାସ, ସମରେଶ ରାଉତରାୟ, ରବି ମିଶ୍ର, ତ୍ରିଭୁବନ ପଣ୍ଡା, ଅଳକା ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୬] ଏହି କଥାଚିତ୍ରଟିରେ ଶିଶୁ କଳାକାର ଅନିମେଶ ଓ ଆୟୁଶା ଅଭିନୟ କରିଥିଲେ ।[୧୪]
ଅଭିନୟ
ସମ୍ପାଦନାକାହାଣୀ
ସମ୍ପାଦନାଗୀତ ଏବଂ ସଙ୍ଗୀତ
ସମ୍ପାଦନାଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ପ୍ରେମ ଆନନ୍ଦ ।[୧୩][୨୦] ଗୀତିକାର ବସନ୍ତରାଜ ସାମଲ ଓ ସୁବ୍ରତ ସ୍ୱାଇଁ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ ।[୨୧] ସବିଶେଷ, ଲୋପାମୁଦ୍ରା, ଆଶୁତୋଷ, ହ୍ୟୁମାନ ସାଗର, ଦୀପ୍ତିରେଖା ପାଢ଼ୀ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ । ଏହି କଥାଚିତ୍ରଟିରେ ଥିବା ଏକ ଗୀତ "ଦଶରା ମଜା" ପାଇଁ ଏହି କଥାଚିତ୍ରଟି ଅଧିକ ଲୋକପ୍ରିୟ ହୋଇଥିଲା ।[୨୨]
ଗୀତ
ସମ୍ପାଦନାକ୍ରମ | ଗୀତ | ଗାୟକ | ସମୟ |
---|---|---|---|
1. | "ଗଣେଶ ପୂଜାରେ ଦଶରା ମଜା" | ||
2. | "ବାର ବାର ଭେଟୁଚି ମୁଁ" | ସବିଶେଷ, ଲୋପାମୁଦ୍ରା | |
3. | "ଧୀରେ ଧୀରେ" | ହ୍ୟୁମାନ ସାଗର, ଦୀପ୍ତିରେଖା ପାଢ଼ୀ | |
4. | "ଡିଜେ ଫୁ୍ଲ୍ ଭଲ୍ୟୁମ ବଜା" | ଆଶୁତୋଷ | |
5. | "ମୋର ହୋସ ନାହିଁ" | ହ୍ୟୁମାନ ସାଗର, ଦୀପ୍ତିରେଖା ପାଢ଼ୀ |
ଆଧାର
ସମ୍ପାଦନା- ↑ "Ishq Puni Thare Movie: Showtimes, Review, Trailer, Posters, News & Videos | eTimes". ETimes. 13 September 2018. Retrieved 14 September 2018.
- ↑ "ଜାଣନ୍ତୁ , ୨୦୧୮ରେ ଏଯାଏଁ କେତୋଟି ଓଡ଼ିଆ ସିନେମା ରିଲିଜ୍ ହେଲା". Sambad.in. ଓଡ଼ିଶା. 29 December 2018. Archived from the original on 22 October 2020. Retrieved 29 December 2018.
- ↑ "ବଢ଼ୁଛି ଆକର୍ଷଣ , ନଅ ମାସରେ ୨୧ଟି ନୂଆ ଓଡ଼ିଆ ସିନେମା ଦେଖିଲେଣି ଦର୍ଶକ | Sambad". Sambad (in Odia). Odisha. 1 October 2018. Archived from the original on 4 November 2019. Retrieved 2 October 2018.
{{cite news}}
: CS1 maint: unrecognized language (link) - ↑ ୪.୦ ୪.୧ "ପୁଣି ଏହି ନାୟକଙ୍କ ଇଶ୍କରେ ଏଲିନା ! | Sambad". Sambad (in Odia). ଓଡ଼ିଶା. 13 September 2018. Archived from the original on 17 September 2018. Retrieved 14 September 2018.
{{cite news}}
: CS1 maint: unrecognized language (link) - ↑ "କାହିଁକି ଗଣେଶ ପୂଜାରେ ଆସିଲାନି 'ଲଭ ଏକ୍ସପ୍ରେସ୍' , ଜାଣନ୍ତୁ କେଉଁ ଓଡ଼ିଆ ସିନେମା ରିଲିଜ୍ ହେଲା ? | Sambad". Sambad (in Odia). ଓଡ଼ିଶା. 13 September 2018. Archived from the original on 16 September 2018. Retrieved 14 September 2018.
{{cite news}}
: CS1 maint: unrecognized language (link) - ↑ ୬.୦ ୬.୧ "ଇସ୍କ ପୁଣି ଥରେ..." (PDF). ଧ୍ୱନି ପ୍ରତିଧ୍ୱନି (in Odia). ଓଡ଼ିଶା. 12 August 2018. p. 6. Archived from the original (PDF) on 20 February 2020. Retrieved 5 September 2018.
{{cite news}}
: CS1 maint: unrecognized language (link) - ↑ "ପୁଣି ଏକାଠି ହେଲେ ଅରିନ୍ଦମ୍-ଏଲିନା | Odisha Reporter". Odisha Reporter. 29 July 2018. Retrieved 5 September 2018.
- ↑ ୮.୦ ୮.୧ "ଖଳନାୟକ ହାତରେ ରାଖି ବାନ୍ଧିଲେ ନାୟିକା". ସମାଜ (ରବିବାର). ୧୨ ଅଗଷ୍ଟ ୨୦୧୮. Archived from the original on 11 August 2018. Retrieved 11 August 2018.
{{cite news}}
: Check date values in:|date=
(help) - ↑ "ଗଣେଶ ପୂଜାରେ ଦଶାରା ମଜା". ସମାଜ (ରବିବାର) (in Odia). 26 August 2018. Archived from the original on 1 September 2018. Retrieved 1 September 2018.
{{cite news}}
: CS1 maint: unrecognized language (link) - ↑ "Tarang Cine Production and Ratna Banner's upcoming Odia film Ishq Puni Thare". Odisha News Times (in ଇଂରାଜୀ). ଓଡ଼ିଶା. Archived from the original on 24 February 2019. Retrieved 14 September 2018.
- ↑ "Odia movie Ishq Puni Thare starring Arindam, Elina released - Update Odisha". updateodisha.com. 13 September 2018. Retrieved 14 September 2018.
- ↑ "ଏଥର ପୂଜା ବଜାରରେ ବି ନାହାନ୍ତି ଓଲିଉଡର ଏହି ଟପ୍ ନାୟକ! | Sambad". Sambad (in Odia). Odisha. 29 September 2018. Archived from the original on 1 October 2018. Retrieved 2 October 2018.
{{cite news}}
: CS1 maint: unrecognized language (link) - ↑ ୧୩.୦ ୧୩.୧ "'ଇସ୍କ'ର ଦୋଳିରେ ଝୁଲୁଛନ୍ତି ଏଲିନା". ସମାଜ (ରବିବାର) (in Odia). ଓଡ଼ିଶା. 2 September 2018. Archived from the original on 2 September 2018. Retrieved 2 September 2018.
{{cite news}}
: CS1 maint: unrecognized language (link) - ↑ "ପ୍ରେମ: ପୁଣିଥରେ". ସମାଜ (ରବିବାର) (in Odia). ଓଡ଼ିଶା. 16 September 2018. p. 8. Archived from the original on 17 September 2018. Retrieved 17 September 2018.
{{cite news}}
: CS1 maint: unrecognized language (link) - ↑ "ଏ ବର୍ଷ ଏହି ଓଲିଉଡ ନାୟକ ମାରିଲେ ବାଜି". Sambad. 30 December 2018. Archived from the original on 24 September 2020. Retrieved 4 January 2019.
- ↑ "'ଇସ୍କ'ର କାହାଣୀ". ସମାଜ (ରବିବାର) (in Odia). ଓଡ଼ିଶା. 9 September 2018. p. 8. Archived from the original on 9 September 2018. Retrieved 9 September 2018.
{{cite news}}
: CS1 maint: unrecognized language (link) - ↑ "ପରଦାରେ ନାୟକ ସ୍ୱରାଜଙ୍କ ଭାଇ ଭୂମିକା କରି ଏବେ ଚର୍ଚ୍ଚାରେ ଅଛନ୍ତି ଏହି ଅଭିନେତା | Sambad". Sambad (in Odia). Odisha. 27 September 2018. Archived from the original on 30 September 2018. Retrieved 2 October 2018.
{{cite news}}
: CS1 maint: unrecognized language (link) - ↑ "ପ୍ରଥମେ ଭଉଣୀ, ପରେ ନାୟିକା ବନିଛନ୍ତି ଓଲିଉଡର ଏହି ନୂଆ ବଗୁଲୀ | Sambad". ସମ୍ବାଦ. ଭୁବନେଶ୍ୱର: sambad.in. 17 July 2020. Archived from the original on 15 January 2022. Retrieved 15 January 2022.
- ↑ "'ପ୍ରେମ ଏଟିଏମ୍'ରେ ଚୁଲବୁଲି ନାୟିକା 'ଲିପିକା'". Prameya. ଭୁବନେଶ୍ୱର. 20 October 2020. Archived from the original on 15 January 2022. Retrieved 15 January 2022.
- ↑ "Arindam, Elina's upcoming Odia film Ishq Puni Thare - Update Odisha | DailyHunt". DailyHunt (in ଇଂରାଜୀ). Update Odisha. 22 August 2018. Retrieved 14 September 2018.
- ↑ "Odia Movies List 2018". OdiaLive. Archived from the original on 25 January 2019. Retrieved 30 December 2018.
- ↑ "ଦଶରା ମଜା". ସମାଜ (ରବିବାର) (in Odia). ଓଡ଼ିଶା. 23 September 2018. p. 8. Archived from the original on 28 September 2018. Retrieved 28 September 2018.
{{cite news}}
: CS1 maint: unrecognized language (link)
ବାହାର ଆଧାର
ସମ୍ପାଦନା- ଇଣ୍ଟରନେଟ ମୁଭି ଡାଟାବେସରେ ଇସ୍କ ପୁଣିଥରେ