ଡାଡି
୨୦୧୪ର ଓଡ଼ିଆ କଥାଚିତ୍ର
ଡାଡି: ଦ ଲଭିଙ୍ଗ ଗଡ୍, ୨୦୧୪ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଚିତ୍ତରଞ୍ଜନ ମିଶ୍ର ଏବଂ ଜୋତ୍ସ୍ନା ମିଶ୍ର । ଆପୁ କାନୁନ୍ଗୋ ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।[୧] ସଙ୍ଗୀତ ନିର୍ଦ୍ଦେଶକ ବିକାଶ ଦାସ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।
ଡାଡି: ଦ ଲଭିଙ୍ଗ ଗଡ୍ | |
---|---|
ନିର୍ଦ୍ଦେଶକ | ଆପୁ କାନୁନ୍ଗୋ |
ପ୍ରଯୋଜକ | ଚିତ୍ତରଞ୍ଜନ ମିଶ୍ର, ଜୋତ୍ସା ମିଶ୍ର |
ସଂଳାପ | ଶକ୍ତି ବରାଳ |
କଳାକାର | ମିହିର ଦାସ, ହରିହର ମହାପାତ୍ର, ଅପରାଜିତା ମହାନ୍ତି, ଲିପି ପରିଡ଼ା, ଅରିନ୍ଦମ ରାୟ |
ସଙ୍ଗୀତ | ବିକାଶ ଦାସ |
ଚିତ୍ରଗ୍ରହଣ | ନିରଞ୍ଜନ ଦାସ |
ସମ୍ପାଦକ | ଚନ୍ଦ୍ରଶେଖର ମିଶ୍ର |
ମୁକ୍ତିଲାଭ ତାରିଖ | ୧୪ ଅପ୍ରେଲ ୨୦୧୪ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଅରିନ୍ଦମ ରାୟ ଏବଂ ଲିପି । ମିହିର ଦାସ, ଅପରାଜିତା ମହାନ୍ତି, ହରିହର ମହାପାତ୍ର ଆଦି କଳାକାରମାନେ କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।
ଅଭିନୟ
ସମ୍ପାଦନାଗୀତ ଓ ସଙ୍ଗୀତ
ସମ୍ପାଦନାଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବିକାଶ ଦାସ ।
ଗୀତ
ସମ୍ପାଦନାକ୍ରମ | ଗୀତ | ସମୟ |
---|---|---|
1. | "ଇଏ କି ବାସ୍ନା ଗଲା ଛୁଇଁ" | |
2. | "ଗୋଲି ମାରୋ ଗୋଲି ମାରୋ" | |
3. | "କୋହଲା ପବନ ଚହଲେ ମୋ ମନ" | |
4. | "ସମୟର ଏଇ ମୋଦରେ" | |
5. | "ବା ବା ବ୍ଲାକ୍ ସୀପ୍" |
ଆଧାର
ସମ୍ପାଦନା- ↑ "୩୦ ହଲ୍ରେ ମୁକ୍ତିଲାଭ କରୁଛି 'ମାମା ୱେଡସ୍ ପାପା'". ପ୍ରମେୟ. ଭୁବନେଶ୍ୱର. 17 February 2023. p. ୨୦. Archived from the original on 17 February 2023. Retrieved 17 February 2023.
ବାହାର ଆଧାର
ସମ୍ପାଦନା- ଇଣ୍ଟରନେଟ ମୁଭି ଡାଟାବେସରେ ଡାଡି