ମିତରେ ମିତ
ମିତରେ ମିତ, ୨୦୦୯ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଅନାମ ଚରଣ ସାହୁ ଏବଂ ଲକ୍ଷ୍ମୀପ୍ରିୟା ସାହୁ । ଲକ୍ଷ୍ମୀପ୍ରିୟା ସାହୁ ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ । ରଜନୀ ରଞ୍ଜନ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ସୁଧାକର ବସନ୍ତ ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।
ମିତରେ ମିତ | |
---|---|
ନିର୍ଦ୍ଦେଶକ | ସୁଧାକର ବସନ୍ତ |
ପ୍ରଯୋଜକ | ଅନାମ ଚରଣ ସାହୁ, ଲକ୍ଷ୍ମୀପ୍ରିୟା ସାହୁ |
ସଂଳାପ | ରଜନୀ ରଞ୍ଜନ |
ଚିତ୍ରନାଟ୍ୟ | ସୁଧାକର ବସନ୍ତ |
କାହାଣୀ | ଲକ୍ଷ୍ମୀପ୍ରିୟା ସାହୁ |
କଳାକାର | ଅରିନ୍ଦମ ରାୟ, ନମ୍ରତା ଥାପା, ଲଭ୍ଲି, ତନ୍ମୟ ମିଶ୍ର, ମିହିର ଦାସ, ବିଜୟ ମହାନ୍ତି, ସରୋଜ ଦାସ, ପିଣ୍ଟୁ ନନ୍ଦ, ହରିହର ମହାପାତ୍ର |
ସଙ୍ଗୀତ | ପ୍ରଶାନ୍ତ ପାଢ଼ୀ |
ଚିତ୍ରଗ୍ରହଣ | ସୀତାଂଶୁ ମହାପାତ୍ର |
ସମ୍ପାଦକ | ଚନ୍ଦ୍ରଶେଖର ମିଶ୍ର |
ମୁକ୍ତିଲାଭ ତାରିଖ | ୨୪ ସେପ୍ଟେମ୍ବର ୨୦୦୯ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଅରିନ୍ଦମ ରାୟ, ଲଭ୍ଲି ଏବଂ ନମ୍ରତା ଥାପା[୧] । ତନ୍ମୟ ମିଶ୍ର, ମିହିର ଦାସ, ବିଜୟ ମହାନ୍ତି, ସରୋଜ ଦାସ, ପିଣ୍ଟୁ ନନ୍ଦ, ରାଜା, ହରିହର ମହାପାତ୍ର, ଜୟୀରାମ ସାମଲ ଆଦି ଏହି କଥାଚିତ୍ରଟିରେ ଅଭିନୟ କରିଥିଲେ ।
ଅଭିନୟ
ସମ୍ପାଦନାକାହାଣୀ
ସମ୍ପାଦନାଗୀତ ଏବଂ ସଙ୍ଗୀତ
ସମ୍ପାଦନାଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ପ୍ରଶାନ୍ତ ପାଢ଼ୀ । ବସନ୍ତରାଜ ସାମଲ, ଅରୁଣ ମନ୍ତ୍ରୀ, ନିର୍ମଳ ନାୟକ, ପ୍ରଶାନ୍ତ ପାଢ଼ୀ ଆଦି ଗୀତିକାରମାନେ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ମହମଦ ଅଜିଜ୍, କୁମାର ବାପି, ତପୁ ମିଶ୍ର, ଉଦିତ ନାରାୟଣ, ପ୍ରଶାନ୍ତ ପାଢ଼ୀ, ଅନାମ ଚରଣ ସାହୁ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।
ଗୀତ
ସମ୍ପାଦନାକ୍ରମ | ଗୀତ | ସମୟ |
---|---|---|
1. | "ତମେ ସୁନ୍ଦର ଚିର ସୁନ୍ଦର" | |
2. | "ସାତ ସିନ୍ଧୁ ତେର ନଈ" | |
3. | "ତୋ ଚେହେରା ଫୁଲ ପସରା" | |
4. | "ହରି ଓମ୍ ହରି" | |
5. | "ମୋ ଆଖିରେ ତୁ ପଲକ" | |
6. | "ଫୁଲ ନା ଗହଣା" | |
7. | "ଜୀବନ ଏମିତି ଚଲାବାଟ" | |
8. | "ତୋ ଚେହେରା ଫୁଲ ପସରା (ଦ୍ୱେତ)" |
ଆଧାର
ସମ୍ପାଦନା- ↑ "ଓଲିଉଡରେ ଏଥିଲାଗି ବି ଚର୍ଚ୍ଚିତା ହୋଇଥିଲେ ନମ୍ରତା ଥାପ୍ପା". sambad.in. 31 March 2018. Retrieved 2 April 2018.
- ↑ "ଏହି ନାୟିକାମାନଙ୍କ ସହ ପ୍ରଥମ ସିନେମାରେ ଅରିନ୍ଦମ୍ ବନାଇଥିଲେ ହିଟ୍ ଯୋଡି | Sambad". Sambad. 1 September 2018. Archived from the original on 4 September 2018. Retrieved 1 September 2018.
- ↑ "ଆଇଟମ୍ ନମ୍ବରରେ ବଲିଉଡଠାରୁ ଓଲିଉଡ ପଛରେ". OdishaLIVE. 7 May 2018. Retrieved 27 August 2018.
- ↑ "ଲେଉଟିଲେ ନମ୍ରତା , ଯାହାଙ୍କ ପାଇଁ ବସୁଧା ଚିରି ଆସିଲେ ନାୟକ". Sambad (in Odia). Odisha. 16 January 2019. Archived from the original on 27 October 2022. Retrieved 22 January 2019.
{{cite news}}
: CS1 maint: unrecognized language (link) - ↑ "ଦୁଇଟିରେ ଅନୁଭବଙ୍କ ସାଥ୍ ପାଇଛନ୍ତି ନମ୍ରତା". ନିର୍ଭୟ. 29 August 2022. p. 10. Archived from the original on 25 September 2023. Retrieved 25 September 2023.
- ↑ "ଗୁଡ୍ଦୁ ଗ୍ୟାଙ୍ଗ୍ରେ ଗୁଡ୍ଡି". ସମ୍ବାଦ. No. ରବିବାର. 4 June 2023. p. 8. Archived from the original on 28 September 2023. Retrieved 28 September 2023.
ବାହାର ଆଧାର
ସମ୍ପାଦନା- ଇଣ୍ଟରନେଟ ମୁଭି ଡାଟାବେସରେ ମିତରେ ମିତ